Latest Odisha News

ଜେଲ୍‌ ରୁ ବାହାରିବା ଆଶା ମଉଳିଲା, ଆସନ୍ତା ୧୮ ଯାଏଁ ନ୍ୟାୟିକ ହେପାଜତରେ ରହିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ…

ବିଜେପି@୪୪: ଦେଶର ସବୁଠାରୁ ଲୋକପ୍ରିୟ ଦଳ ବିଜେପି

ନୂଆଦିଲ୍ଲୀ: ଆଜି ବିଜେପି ପ୍ରତିଷ୍ଠା ଦିବସ । ୪୪ ବର୍ଷରେ ପାଦ ରଖିଲା ବିଜେପି । ଦେଶ ସାରା ସମସ୍ତ ବିଜେପି କର୍ମୀ ଆଜି ଅତି ଉତ୍ସାହର ସହ ବିଜେପି ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟୀ(ବିଜେପି) ଦଳ ପ୍ରତିଷ୍ଠା କରାଯାଇଥିଲା । ଆଜି…

ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସିରେ ଭୟାଭୟ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ୨ ଟି…

ଆସନ୍ତା ୧୬ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ୧୫ ରାତିରେ ରଥ ପ୍ରତିଷ୍ଠା ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି । ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏବେ ରଥ ଖଳାରେ ଯୋରସୋରରେ କାମ ଜାରି ରହିଛି । ଏଥିପାଇଁ ଚଳଚଞ୍ଚଳ ପୂରା ଭୁବନେଶ୍ୱର । ଲିଙ୍ଗରାଜଙ୍କ ପବିତ୍ର ରୁକୁଣା…

ରାମେଶ୍ବରମ କାଫେ ବିସ୍ଫୋରଣ: ବିଜେପି କର୍ମୀକୁ ଉଠାଇ ନେଲା ତଦନ୍ତକାରୀ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଅନ୍ୟ ଏକ ଅଭିଯୁକ୍ତକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି । ଅନ୍ୟପଟେ ଏନେଇ କଂଗ୍ରେସ ଦାବୀ କରିଛି ଯେ ତଦନ୍ତକାରୀ ସଂସ୍ଥା ଯାହାକୁ ଚିହ୍ନଟ କରିଛି ସେ ବିଜେପି କର୍ମୀ । ପଚରାଉଚରା କରିବା ପାଇଁ ଏନଆଇଏ ଅଭିଯୁକ୍ତକୁ ନିଜ…

ଛତିଶଗଡରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ବିଜାପୁର: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ସୁରକ୍ଷାକର୍ମୀ । ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ଆଜି ପୁଣି ଥରେ ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଟଳିଛନ୍ତି ୩ ମାଓବାଦୀ । ସୂଚନା…

ଘରେ ପଶି ଯୁବକଙ୍କୁ ହାଣିଲେ, କାରଣ ଅସ୍ପଷ୍ଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧୀନ ପାଣ୍ଡିଆ ତନ୍ଦରା ସାହିରେ ବିଭତ୍ସ ହତ୍ୟାକାଣ୍ଡ । ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା । ଖବର…

‘ପିଓକେ ଭାରତର ଥିଲା ରହିବ, ଦେଶର ଶାନ୍ତିରେ ବାଧା ଦେଲେ ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ’

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ ଆତଙ୍କବାଦୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଆତଙ୍କବାଦୀ ଭାରତର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କ…

କବିତା : ଘର

ଡମ୍ବରୁଧର ବେହେରା  ଦୁଇଟି ଚାଳଘର ଘର ଉପରେ ଆକାଶ ଚାଳଘର କୋଣରେ ଚୁଳିଆ ଚଢେଇର ବସା, ଶାବକ ଆସି ଅଣ୍ଡା ଦେଇ ପୁଣି ବଡ଼ ହେଇ ଉଡିଯିବା ପରେ ଗୋଟେ ସଫେଦ ଗୋଲାକୃତ ଆଙ୍କିଦେଲା ପରେ ତମକୁ ଦେଖେଇ କହିଲି ଦେଖ “ମଲା ଜହ୍ନ” ବଢିଆ ହେଇଛି ନା ? ତମେ ଅବିକଳ ସେମିତି ଆଙ୍କିଲ ଓ କହିଲ…

ଆଜି ବାରୁଣି ସ୍ନାନ: ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ଯାଜପୁର: ଆଜି ହେଉଛି ପବିତ୍ର ବାରୁଣୀ ସ୍ନାନ । ଚଳିତବର୍ଷ ମହା ବାରୁଣୀ ଯୋଗ ପଡିଥିବାରୁ ଯାଜପୁର ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସକାଳ ୬ ଟା ୯ ଠାରୁ ଦିନ ୧୨ ଟା ୫୭ ମିନିଟ୍ ଯାଏଁ ବୁଡ ପକାଇବା ପାଇଁ ଶୁଭ ଯୋଗ…