ଆହୁରି ଦୁଇ ଦିନ ତାତିରୁ ନିସ୍ତାର ନାହିଁ, ୭ ପରେ ସାମାନ୍ୟ ଆଶ୍ୱସ୍ତି
ଭୁବନେଶ୍ବର: ଅସହ୍ୟ ଗରମକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ । ଡହଡହ ଖରାରେ ସିଝୁଛି ଓଡ଼ିଶା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଛୁଇଁଛି । ୧୧ ସହରରେ ପାରଦ ୪୦ ଟପିଛି । ଆଗକୁ ଆହୁରି ଗରମ ହେବା ନେଇ ଆକଳନ କରିଛି ପାଣିପାଗ…