Latest Odisha News

ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଠେଲିଦେଲେ ଯାତ୍ରୀ

ଥିରୁଅନନ୍ତପୁରମ୍: ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲେ ଯାତ୍ରୀ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେରଳରୁ । ଯେଉଁଥିରେ ଟିଟିଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ଟିଟିଇ ଜଣକ ହେଲେ ବିନୋଦ ଏକେ । ଖବର ମୁତାବକ, ଏର୍ଣ୍ଣାକୁଲମ-ପାଟନା…

ଅଂଶୁଘାତରୁ ରକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର:ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଡହଡହ ଖରା ଅନୁଭୂତ ହୋଇଛି । ସକାଳ ୮ ପରଠାରୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ମଣିଷ ମାନଙ୍କ ଅବସ୍ଥା ଖରାପ ହୋଇପଡୁଥିବାବେଳେ ଜୀବଜନ୍ତୁଙ୍କ କଥା ନ କହିବା ଭଲ ।…

ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ

ଭୁବନେଶ୍ଵର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ । ବିଜେଡି ଉପସଭାପତି ଭାବେ ମଧ୍ୟ ଚନ୍ଦ୍ରଶେଖରଙ୍କୁ ନିଯୁକ୍ତି । ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତମାନ…

ୱାର୍ଡମେମ୍ବରଙ୍କ ଭତ୍ତା ଟଙ୍କା ହଡପ କରି ରାତିସାରା ଅଟକ ରହିଲେ ପିଇଓ

ବାଲେଶ୍ବର: ମହଙ୍ଗା ପଡିଲା ୱାର୍ଡ ମେମ୍ବରମାନଙ୍କ ଭତ୍ତା ଟଙ୍କା ହଡପ କରିବା । ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଙ୍କୁ ରାତିସାରା ଅଟକ ରଖିଲେ ୱାର୍ଡମେମ୍ବର ମାନେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ । ଖବର ମୁତାବକ, ମଥାନି…

ଗୁଣୁପୁର ବିଧାନସଭା ନିର୍ବାଚନ: ଚାରି ପ୍ରମୁଖ ଦଳ ଭିତରେ ହେବ ଯୋରଦାର ଲଢେ଼ଇ

ରାୟଗଡା: ଆଗକୁ ସାଧାରଣ ନିର୍ବାଚନ । ନେତାମାନଙ୍କର ଦଳ ଡିଆଁ ପର୍ବ ସାଙ୍ଗକୁ ପ୍ରାର୍ଥୀ ଘୋଷଣା ପୁରା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏହାରି ଭିତରେ ରାଜ୍ୟର ପ୍ରମୁଖ ତିନି ଦଳ ପକ୍ଷରୁ ଗୁଣୁପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ଗୁଣୁପୁର ନିର୍ବାଚନ କ୍ଷେତ୍ରରେ…

ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର

ଭୁବନେଶ୍ଵର: ବିଜେପିରୁ ଇସ୍ତଫା ଦେଲେ ଭୃଗୁବକ୍ସି ପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ଲଢିଥିଲେ ଭୃଗୁ । ଦୀର୍ଘ ୨୩ ବର୍ଷ ଧରି ଦଳର ଉନ୍ନତି ପାଇଁ ପ୍ରୟାସ ଜାରି…

ରାଜ୍ୟସଭାରୁ ଅବସରନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମଙ୍ଗଳବାର ଓ ବୁଧବାର ଅର୍ଥାତ୍ ଆଜି କୁ ମିଶାଇ ମନମୋହନ ସିଂ ଙ୍କ ସମେତ ମୋଟ ୫୪ ଜଣ ସାଂସଦଙ୍କ ସମେତ ୯ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତକାଲି ୪୯ ଜଣ ରାଜ୍ୟସଭା ସାଂସଦ ଅବସର ନେଇଥିବା…

କବିତା : ଟିକେ ଶୁଣ

ଚନ୍ଦ୍ରା ମିଶ୍ର  ଶୁଣ, ସକାଳ ହେବାକୁ ଆଉ ଜମା ଅଧ ଘଣ୍ଟlଏ ବାକି ସେତିକି ମୋର ଅପେକ୍ଷା ଏଠି ତୁମଠାରୁ ଛାୟାଚିତ୍ରଟିଏ ପହଞ୍ଚି ଯିବ ମୋ ଫୋନରେ ? ମୋ ମନକୁ ଥରେ ବୁଝିବାକୁ ଚେଷ୍ଟା କର ଅଳ୍ପ ଧାଡ଼ିଏ କଥା କୁହ ମତେ ? ବସନ୍ତର ଅମାନିଆ ପଵନ ମୋର ସରି ଯାଉଥିବା ବୟସ ରାତିରେ…

ବାରଣାସେୟ ଉତ୍କଳ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ

ବାରଣାସୀ : ବାରଣାସେୟ ଉତ୍କଳ ସମାଜ ଆନୁକୂଲ୍ୟରେ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ବିଜ୍ଞାନ ସଂସ୍ଥାନରେ ଥିବା ସେମିନାର ହଲରେ ଉତ୍କଳ ଦିବସ ଧୂମଧାମରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରଣାସୀ ଲୋକୋମୋଟିଭ ୱାର୍କ (ବି.ଏଲ.ଡବ୍ଲ) ମୁଖ୍ୟ ପ୍ରବନ୍ଧକ ବାସୁଦେବ ପଣ୍ଡା…

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ମିଳିବ ଗୋଟିଏ ଦିନ ସ୍ୱତନ୍ତ୍ର ଛୁଟି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହାସହିତ ନିଜ ହେଡକ୍ୱାର୍ଟର ଠାରୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ ଦିନ…