Latest Odisha News

BREAKING NEWS

ଦିନକ ପରେ ରାକ୍ଷୀ ବାନ୍ଧିଥାନ୍ତେ ରକ୍ଷା ପାଇଁ…ହେଲେ ଭକ୍ଷକ ସାଜିଲା ଭାଇ, ଦୁଇ ଭଉଣୀଙ୍କୁ ଗୁଳି କରି ମାରିଲା…

ଡେରାଡୁନ୍: ରାକ୍ଷୀ ପୂର୍ବରୁ ଭାଇର ନାରକୀୟ କାଣ୍ଡ! ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା । ଉତ୍ତରାଖଣ୍ଡର ରୁଡ଼କିରେ ରକ୍ଷାବନ୍ଧନ ପୂର୍ବରୁ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଜଣେ ଭାଇ ନିଜର ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଭିଣୋଇଙ୍କୁ ଗୁରୁତର ଭାବେ ଆହତ କରିଥିବା…

Cuttack Bali Yatra: ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

କଟକ: ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ଏଥର ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ…

MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଶାସକ ଏବଂ ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଉଭୟ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି। ଏହି ଆଇନକୁ ନେଇ ବିଜେଡି ଓ କଂଗ୍ରେସ ବିରୋଧ କରୁଛନ୍ତି। ବିଜେଡି ଏ ପ୍ରସଙ୍ଗରେ କୋର୍ଟକୁ ଯିବାର ଧମକ ଦେଇଛି। ସେପଟେ କଂଗ୍ରେସ ବିଧାୟକ ଏ…

Asia Rugby Emirates Sevens Series: ଏସିଆ ରଗ୍‌ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି…

ଭୁବନେଶ୍ବର:ଏସିଆ ରଗବି ଏମିରେଟସ୍ ସେଭେନ୍ସ ସିରିଜ୍ ୨୦୨୬ ପାଇଁ ଭାରତୀୟ ସିନିୟର ପୁରୁଷ ଓ ମହିଳା ଦଳ ଘୋଷଣା । ଚୀନର ସୁଝୋଠାରେ ପ୍ରଥମ ରାଉଣ୍ଡ ହେବ ଏବଂ ଶେଷ ରାଉଣ୍ଡ ଅକ୍ଟୋବରରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ। ଏହି ସିରିଜ୍ ଆଇଚି-ନାଗୋୟା ୨୦୨୬ ଏସୀୟ ଖେଳ ପାଇଁ ଅତ୍ୟନ୍ତ…

Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୧୦୫ ଭାରତୀୟ ନିଖୋଜ…

କାଠମାଣ୍ଡୁ: ପଡୋଶୀ ନେପାଳରେ ଜଳ ବିଭୀଷିକା । ନେପାଳରେ ପ୍ରକୃତି ଦେଖାଇଛି ତା'ର କରାଳ ରୂପ। ବୁଧବାର ସକାଳେ ତିବ୍ବତ ସୀମା ନିକଟସ୍ଥ ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ଆକସ୍ମିକ ବନ୍ୟା ଆସିବାରୁ ଅନେକ ଗାଁ ଓ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ଧୋଇଯାଇଛି। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୮ଟି…

ଅଗଷ୍ଟ ୨୮ରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୨୮ ତାରିଖରେ ସଙ୍ଗଠିତ ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଗ୍ରହଣ ଓ ପରାଗ ସାଧରଣତଃ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣମୀ ତିଥିରେ ହିଁ ପଡିଥାଏ। ଅଗଷ୍ଟ ମାସ…

Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ

ମାଥିଲି:ମାଓ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା କିରିମିଟି କାଦଭଟା ଜଙ୍ଗଲରେ ଡିଭିଏଫ୍‌ ଏକ ମାଓ ଡମ୍ପ ଠାବ କରିଛି। । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନା ଆଧାରରେ ଏହି ଅଭିଯାନ ହୋଇଥିବା ସୂଚନା ରହିଛି । ମାଲକାନଗିରି ଡିଭିଏଫ୍ ଟିମ୍…

ନେପାଳରେ ଭୟଙ୍କର ବନ୍ୟା; ଦେଖୁଦେଖୁ ଭାସିଗଲା ଘର ଓ ପାୱାର ପ୍ରୋଜେକ୍ଟ

କାଠମାଣ୍ଡୁ: ଭୟଙ୍କର ବନ୍ୟା ନେପାଳରେ ତାଣ୍ଡବ ରଚିଛି।ରସୁୱା ଜିଲ୍ଲାର ତିମୁରେ ଏବଂ ସ୍ୟାଫ୍ରୁବେସିରେ ହଠାତ୍ ବନ୍ୟା ଆସିବା ଫଳରେ ନିମିଷକେ ଘର, ଗାଡ଼ି, ବ୍ରିଜ୍ ଓ ପାୱାର ପ୍ରୋଜେକ୍ଟ ଭାଙ୍ଗିଯାଇଛି। ଏହି କ୍ଷୟକ୍ଷତିର ଭୟଙ୍କର ଭିଡିଓ ସାମ୍ନାକୁ ଆସୁଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ…

Rebels MPs: ବଢିଲା ବିଦ୍ରୋହୀ ସାଂସଦଙ୍କ ଅଡୁଆ, ସୁପ୍ରିମକୋର୍ଟ ପରେ ଏବେ ବାଚସ୍ପତିଙ୍କ ନୋଟିସ୍, ୭ ଦିନ ମଧ୍ୟରେ…

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (TMC)ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ବିରୋଧରେ ଅଯୋଗ୍ୟତା ଦାବି ମାମଲାରେ ବଡ଼ ମୋଡ଼ ଆସିଛି। TMC ସାଂସଦ ଅଭିଷେକ ବାନାର୍ଜୀଙ୍କ ଆବେଦନ ପରେ ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାର ଦିନକ ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୦ ଜଣ ସାଂସଦଙ୍କୁ…