Latest Odisha News

BREAKING NEWS

ଭାଷା ଭାଗବତ : ସ୍ଥିରଗତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆତ୍ମନିଯୁକ୍ତ ପ୍ରତିନିଧି ପର ମତରେ ହୋଇ ବାଂଧି ଲଂଘିଲେ ନିଜର ପରିଧି ଭୋଗଇ ମାନସିକ ବ୍ୟାଧି କାଳ ସହିତ କରି ସଂଧି କାମ କରିଲେ ନିରବଧି ମିଳିବ ଅଭିନବ ଶାଂତି ତାହା ହିଁ ଲୋଡ଼େ ବୃଦ୍ଧ ବ୍ୟକ୍ତି ନ କଲେ ସ୍ବସୀମା ଲଂଘନ…

ଭାଷା ଭାଗବତ : ଆମର ବଦଭ୍ୟାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାର ଚିତ୍ତ ବିଚଳିତ ହୋଇପାରେନି କର୍ମରତ କେବଳ ବଚନ ବିଳାସ କରି ସେ ହୋଇଯାଏ ଶେଷ ଲୋକହସାକୁ ଡରି, ଡରି ଯଦି ନ ପାରୁଁ କିଛି କରି ନିଜେ କରିବା ଅନୁତାପ ନ ଥିବେ ଅଜା, ମାଆଁ, ବାପ ସ୍ବେଚ୍ଛାରେ ମୁଂଡାଇ ଦାୟିତ୍ବ…

ଭାଷା ଭାଗବତ : ଧର୍ମହାନି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେହି ନୁହଂତି କାହା ଭଳି ତେବେ ବି ସ୍ବଧର୍ମ ସଂଭାଳି ସଂସାରେ ଯାଉଥାଂତି ଚଳି ନ କରି କାହା ସଂଗେ କଳି କରିବା ନିଜ ମତେ କର୍ମ ଅଟଇ ସର୍ବୋତ୍ତମ ଧର୍ମ ଏ ନୁହେ ଆଲୋଚ୍ୟ ବିଷୟ ଯାହା କେବଳ ଶବ୍ଦମୟ ଯାହା ବି ଅଛି ଯେତେ…

ଭାଷା ଭାଗବତ : ଗୁଣ, ଅବିଗୁଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମେ ରହିଲେ ଚେଷ୍ଟାରତ ଉଜ୍ଜ୍ବଳ ହେବ ଭବିଷ୍ଯତ ଅନେକେ ନେଲେ ଏ ଦାୟିତ୍ବ ଭାଷାକୁ ମିଳିବ ସ୍ଥାୟିତ୍ବ ନିଜର ଗୁଣ, ଅବିଗୁଣ ଚିହ୍ନି ହୋଇଲେ ସଚେତନ କରିବା ଯେତେ ଯାହା କାର୍ଯ ଅବଶ୍ୟ ହୋଇବ ସ୍ବୀକାର୍ଯ ଗଢ଼ି ନିଜର…

ଭାଷା ଭାଗବତ : କରିବା ସମୀକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜାଣଂତି ଭାଷା ପଢ଼ି ଲେଖି କିଂତୁ ସତରେ ଲେଖଂତି କି? ବୁଝିଲେ ଥରଟେ ପଚାରି ଜାଣିବା ସ୍ବଭାବ ଆମରି କଥା କହଂତି ଖୁବ୍‌ ବେଶି ନୁହଂତି ଲିଖନ ପ୍ରୟାସୀ ତେଣୁ ଏ ଭାଷାର ଅବସ୍ଥା ନେଇ ହେଉଛି ଏତେ ଚିଂତା ଶିକ୍ଷା ଗ୍ରହଣ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି…

ଭାଷା ଭାଗବତ : ସମୁଦ୍ର ଓ ପାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ତଥ୍ୟର ଆଦାନ…

ଭାଷା ଭାଗବତ : ଭାଷାକୁ ଅନାଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୀପାବଳି ହେଲା ଦୀୱାଲି ଜାଣିନାହିଁ କେବେ କିଭଳି ଅଜଣା ଶବ୍ଦଟେ ଆସିଲା ଆମର ଭାଷାରେ ପଶିଲା ଆପଣା ଶବ୍ଦକୁ ଛାଡ଼ିଲେ ଅଭିନବ ଶବ୍ଦ ଯୋଡ଼ିଲେ ନିଜର ଭାଷାକୁ ଆଦର ହୋଇଗଲା ମନୁ ପାସୋର ଏତେଟେ ପ୍ରଭାବ ଗ୍ରହଣ କରିଲେ…

ଭାଷା ଭାଗବତ : ଅନାବଶ୍ୟକ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ନ ପାରିଲେ ଛାଡ଼ି ସ୍ବଭାଷା ପାରିବନି ବଢ଼ି ଅନାବଶ୍ୟକ ଯୁକ୍ତାକ୍ଷର ଶୀଘ୍ର କରିବା ପରିହାର ଶବ୍ଦର ବିବିଧ ପ୍ରକାର ବନାନ ନୁହେ ଦରକାର ଶବ୍ଦ ହୋଇଲେ ବହୁରୂପୀ ପାରେନି ବେଶି ଦୂର ବ୍ୟାପି ସୀମିତ ବ୍ୟବହାର କ୍ଷେତ୍ର…

ଭାଷା ଭାଗବତ : ଭାଷାର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ପରିବର୍ତନ ନିରଂତର ଅଟଇ ଚରିତ୍ର ଭାଷାର କିଛି ବି ନୁହେ ଏଠି ସ୍ଥାୟୀ ବଦଳେ କାଳ ଅନୁଯାୟୀ ଚିତ୍ର ଓ ଅକ୍ଷର ମଧ୍ୟରେ କେତେ ଯେ ଭେଦ ଥାଇପାରେ କରିଲେ ତାହା ଅଧ୍ୟୟନ ବୁଝିବା ସ୍ପଷ୍ଟ ଭାଷା ଜ୍ଞାନ ସଂପୂର୍ଣ ଭାଷାର ସଂସାର…