Latest Odisha News

ପିପିଲି ପାଇଁ ସବୁ ‘ଫୁ’

ଆଗକୁ ପିପିଲି ନିର୍ବାଚନ । ଆଉ ଏପଟେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରକାୟା ବିସ୍ତାର କରିବାକୁ ଲାଗିଲାଣି. ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନଗୁଡିକରୁ କରୋନାରେ କବଳିତ ଲୋକଙ୍କ ସଂଖ୍ୟା ବଢ଼ିଲାଣି । ପୁଣି ଥରେ ନିଦ ହଜେଇବାକୁ ସଜବାଜ ହେଇ କରୋନା ଭୁତାଣୁ ଆସିଗଲାଣି ବୋଲି କହିଲେ ଅତ୍ୟୁକ୍ତି…

ଆଇନ ଓ ମହିଳା

ଆଜି ନୁହେଁ ଯୁଗେ ଯୁଗେ ଆମ ମହିଳା ସମାଜ ଅସୁରକ୍ଷିତ ଏକଥା ପ୍ରତି ସମୟରେ ପ୍ରମାଣିତ ହୋଇଛି । ଯୁଗ ଯୁଗରୁ ନାରୀଙ୍କ ସୁରକ୍ଷାକୁ ନେଇ ବହୁତ ପ୍ରଶ୍ନ । ମାଆ ସୀତାଙ୍କଠାରୁ ଆରମ୍ଭ କରି ଦ୍ରୌପଦୀ ସମସ୍ତଙ୍କ ପ୍ରତି ଏ ପୁରୁଷ ସମାଜ ଅଙ୍ଗୁଳି ନିର୍ଦେଶ କରିଛି । ତାହେଲେ ତା ପର ପିଢ଼ିର ନାରୀ…

ଅପରାଧର ଅଦ୍ଭୁତ ତର୍ଜମା

ନିକଟରେ ଏକ ରାୟ ସାରା ଦେଶ ରେ ହଇଚଇ ସୃଷ୍ଟି କରିଛି । ସେ ରାୟକୁ ନେଇ ଦେଶର ଶିଶୁ ସଂଗଠନମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ମହିଳା ସଂଗଠନମାନେ ମଧ୍ୟ ଏହାର ଘୋର ବିରୋଧ କରିଛନ୍ତି । ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଦିୱାଲା ଏକ ନାବାଳିକା ଯୌନ ନିର୍ଯାତନା ଶୁଣାଣି କରି…

ଅଳସୁଆ, କ୍ଷୁଧାର୍ତ୍ତ ଓ ଯୋଜନା

ଗଲା ସପ୍ତାହର କଥା, ସକାଳୁ ଚା’ ପିଇବାବେଳେ ପାଖରେ ଆସି ଠିଆ ହେଲେ ଘରେ କାମ କରୁଥିବା ସୁକାନ୍ତି ନାନୀ। କ’ଣ ଜଳଖିଆରେ ତିଆରି ହେବ ବୋଲି ପଚାରି ଠିଆ ହୋଇ ରହିଲେ, କିଛି ସମୟ ପର୍ଯ୍ୟନ୍ତ ପାଖରେ। ମୁଁ କହିଲି, ଜଲଦି ଜଳଖିଆ ତିଆରି କରିଦିଅ, ସାରଙ୍କର ଟାଇମ୍ ହେଲାଣି ବାଥରୁମରୁ ଶୀଘ୍ର…

ବେଳ ହୁଁ ସାବଧାନ

ଆଜିର ଶିଶୁ କାଲିର ଭବିଷ୍ୟତ। ଏହା ସବୁ ଜାଗାରେ ଶୁଣିବାକୁ ମିଳେ। କନ୍ୟାରତନ କର ଯତନ, ବେଟି ପଢ଼ାଓ ବେଟି ବଚାଓ। ଏସବୁ ସ୍ଲୋଗାନ ସବୁ ଶୁଣିବାକୁ ସତରେ କେତେ ସୁନ୍ଦର। କିନ୍ତୁ କାମରେ ଯଦି ଦେଖିବା ତା’ହେଲେ ଏସବୁ ଖାଲି ସ୍ଲୋଗାନରେ ହିଁ ରହିଯାଇଛି । କାର୍ଯ୍ୟକାରୀ ହୋଇପାରୁନି। ଏହାର ନଗ୍ନ…

ଦିବସର ତାତ୍ପର୍ଯ୍ୟ ଓ ଆମେ

ଗଲା ସପ୍ତାହରେ ପୁଅର କିଛି ଜିନିଷ କିଣାକିଣି କରିବାକୁ ପୁଅକୁ ସାଙ୍ଗରେ ନେଇ ମଲକୁ ଯାଇଥିଲି। ଆମେ ମାଆ-ପୁଅ ଜିନିଷ କିଣି ଦୋକାନରୁ ବାହାରିଲାବେଳେ ହଠାତ୍ ଦେଖିଲୁ କିଛି ବ୍ୟବଧାନରେ ୭/୮ଜଣ ଲୋକ ଘେରି ଯାଇଛନ୍ତି ଜଣେ ଭଦ୍ର ମହିଳାଙ୍କୁ। ଆଉ ତା’ଭିତରେ ଦୁଇଜଣ ବ୍ୟକ୍ତି ତଳେ ପଡ଼ିଥିବା ସମ୍ପୃକ୍ତ…

ମହିଳା ହିଂସା ସମାଜ ପାଇଁ କଳଙ୍କ

ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍କୁ ଦେଖିଲେ ମୁଦ୍ରାର ମୂଲ୍ୟ ବୁଝି ହୋଇଥାଏ। ଯଦି ତା’ର ଗୋଟିଏ ପାଶ୍ୱର୍ ଦେଖାନଯିବ ତା’ହେଲେ ସେଇ ମୁଦ୍ରାଟି ମୂଲ୍ୟହୀନ। ଏଠାରେ ଏଇ କଥା କହିବାର ତାତ୍ପର୍ଯ୍ୟ ଏୟା ଯେ, ସମାଜର ଦୁଇଟି ଅଙ୍ଗ ନାରୀ ଓ ପୁରୁଷ। ଯଦି ସେଥିରୁ ଜଣଙ୍କୁ ଆମେ ଅଣଦେଖା ବା ଅବହେଳା କରିବା…

ଶିଖିବା କ’ଣ ଏତେ ଜରୁରୀ

ଯୁଗ ହେଉଛି ଇଣ୍ଟରନେଟ୍‌ର । ଇଣ୍ଟରନେଟ୍‌ର ସାଙ୍ଗରେ ଆମକୁ ମଧ୍ୟ ତାଳ ମିଳେଇ ଚାଲିବାକୁ ପଡ଼ୁଛି ଏବେ । ପରିସ୍ଥିତି ଏମିତି ହୋଇପଡ଼ିଛି ଯେ ବିନା ଇଣ୍ଟରନେଟ୍‌ରେ ଏବେ ବହୁତ କିଛି କରିବା ଅସମ୍ଭବ ହୋଇପଡ଼ୁଛି । ଠିକ୍ ଅଛି ଡିଜିଟାଲ୍ ଆମେ ଯେତେ ସଶକ୍ତ ହେବା ସେତେ ଭଲ ଆମ ନିଜ ପାଇଁ । କିନ୍ତୁ…

ନକଲି ନା ଅସଲି

ଆଗେ ଆମେ ଯେତେବେଳେ ଦୋକାନ ବଜାରକୁ ଯାଉଥିଲେ ସବୁବେଳେ କିଛି ଜିନିଷ କିଣିଲା ବେଳେ ଆଗ ଦୋକାନୀକୁ ପଚାରୁଥିଲେ ଇଏ ଅସଲି ତ କିଛି ନକଲି ଜିନିଷ ଦେଉନ ତ। ଆମେ ଯେମିତିକି ଶୁଣିଛେ ନକଲି ସୁନା, ନକଲି ଟଙ୍କା, ନକଲି ଘିଅ କିନ୍ତୁ ଏଵେ ଏଵେ ନକଲି ଶବ୍ଦ ବେଶୀ ଶୁଣିବାକୁ ମିଳୁଛି ଯେମିତିକି ନକଲି…

ଦୁର୍ଗା ମାଆ ନୁହେଁ ସାଧାରଣ ମଣିଷ ଆମେ

ପାର୍ବଣର ଋତୁ ଏଵେ ସବୁ ଆଡ଼େ ମାଆ ଆସୁଛନ୍ତି ବୋଲି ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ଝଲସୁଛି । ନବରାତ୍ରି ଚାଲିଚି ସବୁଆଡ଼େ । ଖୁସି ଆଉ ଖୁସିର ଲହରୀ ଖାଲି । ସମସ୍ତଙ୍କ ର ସେଇ ଗୋଟିଏ କଥା ମୁହଁରେ ଜଗତଜନନୀ ମାଆ ଦୁର୍ଗା ଅସତ୍ୟ ଉପରେ ବିଜୟୀ ହେବେ, ସତ୍ୟର ପ୍ରକୃତ କଥାକୁ ସମସ୍ତଙ୍କୁ ଦେଖେଇବେ…