Latest Odisha News

BREAKING NEWS

ହକି ବିଶ୍ବକପର ପ୍ରି ରେଜିଷ୍ଟ୍ରେସନ

ଭୁବନେଶ୍ବର: ଓଡ଼ିଶାରେ ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଖେଳପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଥିବା ବେଳେ ଏଥିପାଇଁ  ଆରମ୍ଭ ହୋଇଛି ପ୍ରି ରେଜିଷ୍ଟ୍ରେସନ । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର…

କିପରି କତାର ପାଇଲା ବିଶ୍ବକପ୍ ଫୁଟବଲ ଆୟୋଜନ? ଦୁଇ ଲକ୍ଷ ମିଲିୟନ ଡଲାର କରିଛି ଖର୍ଚ

କତାର: ବିଶ୍ପକପ୍ ଫୁଟବଲ ମହାସମର ଏବେ କତାରରେ ଚାଲିଛି । ବିଶ୍ବର କୋଣଅନୁକୋଣରୁ ଫୁଟବଲ ପ୍ରେମୀମାନେ କତାରରେ ଡେରା ପକାଇଛନ୍ତି । କତାର ଭଳି ଛୋଟିଆ ଦେଶ ଯାହାର ଲୋକସଂଖ୍ୟା ୨୮ ଲକ୍ଷ । କିପରି ଫୁଟବଲ ବିଶ୍ବକପ୍ ଆୟୋଜନ କରିବାକୁ ଅନୁମତି ପାଇଲା ଏବଂ ତାହା ସଫଳ ଆୟୋଜନ କରିବାରେ ସମର୍ଥ…

ଗୁଜରାଟ ନିର୍ବାଚନ: ଏଥର କାହାକୁ ସମର୍ଥନ ଦେବେ ମୁସଲିମ୍ ମତଦାତା ?

ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଏବେ ସାରା ଦେଶର ନଜର ରହିଛି । ଏହି ବିଧାନସଭା ନିର୍ବାଚନରେ ମୁସଲିମ ଭୋଟର କାହାକୁ ସମର୍ଥନ କରିବେ ତାହା ମଧ୍ୟ ଚର୍ଚା ହେଉଛି । ବିଜେପି ପୂର୍ବଥର ଭଳି ଏଥର ମଧ୍ୟ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିବା ବେଳେ କଂଗ୍ରେସ ୬ ଜଣଙ୍କୁ…

ହିଜାବ ବିରୋଧୀଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି

କତାର:  ଇରାନରେ ହିଜାବ ବିରୋଧରେ ମହିଳାମାନଙ୍କ ଆନ୍ଦୋଳନକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଏହାକୁ ନେଇ ଇରାନ ସରକାର ବିରୋଧୀଙ୍କ ଉପରେ ନିର୍ଯାତନା ଦେବା ସହ କଠୋର ଦମନ ନୀତି ଚଳାଇଥିବା ଅଭିଯୋଗ ହେଉଛି । ତେବେ ହିଜାବ ବିରୋଧୀ ଆନ୍ଦୋଳନକୁ ଫିଫା ବିଶ୍ବକପରେ ସମର୍ଥନ କରିଛନ୍ତି…

ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍, ହିନ୍ଦୁ ବ୍ୟକ୍ତିଙ୍କ ଆଧାର କାର୍ଡ ବ୍ୟବହାର କରୁଥିଲା ସାରିକ୍

ମାଙ୍ଗାଲୋର : ବଡ଼ ବିସ୍ଫୋରଣ ପୂର୍ବରୁ ବର୍ତ୍ତିଯାଇଛି ମାଙ୍ଗାଲୋର । ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍ ଥିବା ତଦନ୍ତ ପରେ ଜଣାପଡିଛି । କର୍ଣ୍ଣାଟକ ପୋଲିସ ରିପୋର୍ଟ ଅନୁସାରେ ବଡ଼ ବ୍ଲାଷ୍ଟ ଘଟାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ ମହମ୍ମଦ ସାରିକ । ହେଲେ ତା ପୂର୍ବରୁ ମହମ୍ମଦ…

ବିଶ୍ବକପ୍ ଫୁଟବଲ: ଉଦଘାଟନୀ ମ୍ୟାଚରେ କତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  :  ଫିଫା ଫୁଟ୍‌ବଲ ବିଶ୍ବକପ୍‌ର  ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଖେଳ ଆରମ୍ଭରୁ ଇକ୍ବେଡର ଅଧିନାୟକଙ୍କ ଦମଦାର ପ୍ରଦର୍ଶନ କତାରକୁ ହରାଇବାରେ ସହାୟକ ହୋଇଛି । ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ…

ସୈାରାଷ୍ଟ୍ରରେ କଂଗ୍ରେସ ଗଡ଼କୁ ଭାଙ୍ଗିପାରିବେ କି ମୋଦି?

ସୈାରାଷ୍ଟ୍ର: ଗୁଜରାଟ ନିର୍ବାଚନ ପାଇଁ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି, କଂଗ୍ରେସ ଏବଂ ଆପ ନେତାମାନେ ଘନ ଘନ  ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗୁଜୁରାଟର ସୈାରାଷ୍ଟ୍ର ଅଞ୍ଚଳର ବାପି ସହରରେ ରୋଡ…

ଆତଙ୍କ ମାନେ ଆତଙ୍କ, କୈାଣସି ରାଜନୈତିକ ଶକ୍ତି ଏହାକୁ  ଯଥାର୍ଥ କହିପାରିବେ ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦ ମୁକାବିଲା ନେଇ କଠୋର ହେବାକୁ ରୋକଠୋକ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଜୟଶଙ୍କର  କହିଛନ୍ତି ଯେ ଆତଙ୍କବାଦ ମାନେ ହିଁ ଆତଙ୍କବାଦ  । ଏହାର ଭିନ୍ନ ଅର୍ଥ କିଛି ହୋଇନପାରେ । କିଛି ରାଜନୈତିକ ଶକ୍ତି ଏହାକୁ ଭିନ୍ନ ଅର୍ଥରେ ବ୍ୟାଖା କରିପାରିବେ…

ଓଡିଶା ପାଇଁ ଗୋଟିଏ ରେଳବାଇ ଜୋନ୍ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ  ଓଡିଶାରେ ଗୋଟିଏ ରେଳବାଇ ଜୋନ ଗଠନ ନେଇ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମଧ୍ୟଦେଇ ଯାଇଥିବା ବିଭିନ୍ନ ରେଳ ଜୋନକୁ  ଗୋଟିଏ ଜୋନ ଅଧିନକୁ ଅଣାଯିବା ପାଇଁ ଚିଠିରେ…

୩୦ ତମ ପିକକ୍ ଶିଶୁମେଳା: ମନ ମୋହିଲା ବେବି ଅଫ ଦି ଇୟର

ଭୁବନେଶ୍ଵର: ୩୩ ତମ ପିକକ୍ ଶିଶୁମେଳାର  ଦ୍ଵିତୀୟ ଦିବସର ମୁଖ୍ୟ ଆକର୍ଷଣ ଥିଲା ବେବି ଅଫ ଦି ଇୟର ଓ ଆଧୁନିକ ନୃତ୍ୟ ର ପ୍ରତିଯୋଗିତା । ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ ପିଲାମାନଙ୍କର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଅଭିଷକ ସାମନ୍ତରାୟ, …