Latest Odisha News

BREAKING NEWS

ଆଜି କୋଣାର୍କ ମନ୍ଦିର ସମେତ ସମସ୍ତ ଐତିହ୍ୟ ସ୍ଥାନ ପ୍ରବେଶ ଶୁଳ୍କ ଛାଡ: ଏଏସଆଇ

ନୂଆଦିଲ୍ଲୀ:  ବିଶ୍ୱ ଐତିହ୍ୟ ସପ୍ତାହ ପାଳନ  ଅବସରରେ ଏଏସଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ବିଭିନ୍ନ ଐତିହ୍ୟ ସ୍ଥାନ ଆଜି ପାଇଁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ମଧ୍ୟ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି…

ଆସନ୍ତାକାଲିଠୁ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଗୋଆ: ଆସନ୍ତାକାଲିଠୁ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍‍ଏଫ୍‍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ  ଶୁଭେଚ୍ଛା ଜଣାଇଛନ୍ତି । ଏସିଆର ଅନ୍ୟତମ ପୁରାତନ…

ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲା ଆମେରିକା

 ୟୁକ୍ରେନ-ରୁଷ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ନେଇ ପୁଣି ଆମେରିକା ପ୍ରଶଂସା କରିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ “ଆଜିର ଯୁଗ ଯୁଦ୍ଧ ନୁହେଁ” ବାର୍ତ୍ତା ଦେଇଥିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ପ୍ରଶଂସା କରିଛି ଆମେରିକା।…

ଚାଇନାର ମୁକାବିଲା ପାଇଁ ଭାରତ-ଆମେରିକାର ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚାମୋଲି ଉପତ୍ୟାକାରେ  ଭାରତ -ଆମେରିକା ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ କରିଛନ୍ତି । ଚାଇଠା ସୀମାର ନିକଟବର୍ତ୍ତି ଅଂଚଳରେ ଯୁଦ୍ଧ ଅଭ୍ୟାସ କରି ଯୁଦ୍ଧ ଦକ୍ଷତା ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଭାରତ ଓ ଆମେରିକା ସେନା ।  ଚୀନ୍‌ର ଏଲ୍‌ଏସି (ବାସ୍ତବ ସୀମା ରେଖା)…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନଅଟି ଦେଶ ଭାଗନେବେ

ଭୁବନେଶ୍ବର: ମେକ୍ ଇନ୍ ଓଡିଶା ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଦେଶବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା…

କଲେଜ ଛାତ୍ରୀଙ୍କୁ ରାଗିଂ ଓ ନିର୍ଯାତନା, ଦୃଷ୍ଟାନ୍ତମୂଳକ ଦଣ୍ଡ ଜରୁରୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଘଟଣା ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଛି । ଏଭଳି ଘଟଣାକୁ ବୁଦ୍ଧିଜୀବୀମାନେ ଅକ୍ଷମଣୀୟ ଅପରାଧ କହିବା ସହ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି । ଅଭିଭାବକମାନେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କଲେଜ…

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପର୍ଯ୍ୟବେକ୍ଷକ ପଦରୁ ବିଦାହେଲେ ଆଇଏଏସ ଅଧିକାରୀ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିର୍ବାଚନ ପର୍ଯ୍ୟବେକ୍ଷକ ପଦରୁ ବିଦା ହୋଇଛନ୍ତି ଜଣେ ଆଇଏଏସ ଅଧିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟରେ । ତୁରନ୍ତ ତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ତାଙ୍କୁ…

ମହାରାଷ୍ଟ୍ରରେ କଂଗ୍ରେସ ମେଂଟରୁ ଶିବସେନା ଓହରିଯାଇପାରେ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ବୀର ସାବରକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ରରେ ରାଜନୀତି ରେ ଝଡ଼ ସୃଷ୍ଟି ହୋଇଛି ।  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୀର ସାବରକରଙ୍କ ବିବୃତ୍ତି ପରେ ଉଦ୍ଧବ ଠାକରେଙ୍କ ଶିବସେନା ଏମଭିଏ ମେଂଟରୁ ଓହରିଯିବାକୁ ଧମକ ଦେଇଛି। ରାହୁଲଙ୍କ…

ଆମେରିକାର ନିମ୍ନ ସଦନରେ ଟ୍ରମ୍ପଙ୍କ ରିପ୍ଲବିକାନ ପାର୍ଟିର ସଂଖ୍ୟା ଗରିଷ୍ଠତା ହାସଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2024 ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ଏହାରି ଭିତରେ ଆମେରିକାରେ ହୋଇଥିବା ମିଡଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟି ନିମ୍ନ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ…

ଆଜି ନ୍ୟୁଜିଲାଣ୍ଡ- ଭାରତ ପ୍ରଥମ ଟି-20

ୱେଲିଂଟନ: ଆଉ କିଛି ସମୟ ପରେ  ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପ୍ରଥମ ଟି-20 । ଭାରତୀୟ ସମୟ ମଧ୍ୟାହ୍ନ 12ଟାରେ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାରେ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ପଡ଼ିଆକୁ ଓହ୍ଲାଇବେ ।  ସିନିୟର ଖେଳାଳି ବିଶ୍ରାମ ନେଉଥିବାରୁ  ରୋହିତ ଓ…