ବିଶ୍ୱକପ୍ ହକି ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ୮୭୫କୋଟିକୁ ଟପିଲା
ଭୁବନେଶ୍ବର: ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ କରିଛନ୍ତି ସରକାର । ତେବେ ୨୦୨୩ ବିଶ୍ୱକପ୍ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ଗତ ବର୍ଷ ଯେତିକି ଆକଳନ କରାଯାଇଥିଲା ତାହା ବର୍ଷକ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି । କଳିଙ୍ଗ…