Latest Odisha News

BREAKING NEWS

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ

ଭୁବନେଶ୍ବର: "ବିଭାଜନ ବିଭୀଷିକା ସ୍ମୃତି ଦିବସ" ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ…

ବର୍ଷା ପାଣି ଘରେ ପଶିଲା, ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ୍ୟୁ

ଖୋର୍ଧା: ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋର୍ଧାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ପାଣି ଘରେ ପଶିଯାଇଥିବା ବେଳେ ଶୋଇଥିବା ବେଳେ ପାଣିରେ ବୁଡ଼ି ୩୫ ଦିନର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା…

ସ୍ବାଧୀନତା ସଂଗ୍ରାମ ସମୟର ନାରା: ଯାହା ଦେଶବାସୀଙ୍କ ମଧ୍ୟରେ ଭରିଥିଲା ଯୋଶ୍

ଦେଶ ସ୍ବାଧୀନତା ପାଇଁ ହଜାର ହଜାର ସ୍ବାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେଇଥିଲେ । ଇଂରେଜ ସରକାରଙ୍କ ବିରୋଧରେ ସେ ସମୟରେ ଏପରି କିଛି ନାରା ଦିଆଯାଇଥିଲା ଯାହା ଆଜି ବି ସମସ୍ତଙ୍କ ହୃଦୟରେ ରୋମାଂଚ ଭରିଦିଏ । ଏଭଳି କିଛି  ପ୍ରସିଦ୍ଧ ସ୍ଲୋଗାନ ବିଷୟରେ ଆସନ୍ତୁ ଜାଣିବା । ଯାହାକୁ ଆପଣ ଭାଷଣ…

ହର ଘର ତ୍ରିରଙ୍ଗା: ତ୍ରିରଙ୍ଗା ପତାକା ଉଡାଇବାର ନିୟମ

କେନ୍ଦ୍ର ସରକାର  ତ୍ରିରଙ୍ଗା ପତାକା ଉଡାଇବାର ନିୟମ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ପୂର୍ବରୁ ସମସ୍ତେ ଏବେ ତ୍ରିରଙ୍ଗା ନିଜ ଘରେ ଉଡାଉଛନ୍ତି । ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ତ୍ରିରଙ୍ଗା ପତାକା ଉଡାଇବା ଅଭିଯାନ…

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ବିଜେପି

ଭୁବନେଶ୍ୱର: ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି । ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ ।” ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ । ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାର…

ଅଙ୍ଗଦାନ କରିଥିବା ଦୁଇ ଜଣଙ୍କ ପରିବାରକୁ ‘ସୁରଜ’ ପୁରସ୍କାର

ବ୍ରହ୍ମପୁର:ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତି ବର୍ଷ ଅଗଷ୍ଟ ୧୩ ତାରିଖକୁ ବିଶ୍ବ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଥାଏ। ଗଞ୍ଜାମ ଜିଲାରେ ଅଙ୍ଗଦାନକୁ ପ୍ରୋତ୍ସାହନ ପାଇଁ ‘ସୁରଜ’ ପୁରସ୍କାର ପ୍ରଦାନ କରାଯାଏ । ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ବାନ ହଲ୍ ଠାରେ…

ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ନାସା ବୈଜ୍ଞାନିକ ପଠାଇଲେ ଶୁଭେଚ୍ଛା ବାର୍ତ୍ତା

ଭାରତ ସ୍ବାଧୀନତାର 75 ବର୍ଷ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି ।  ଆଜାଦ କି ଅମୃତ ମହୋତ୍ସବ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ଭାରତକୁ ମିଳୁଛି । ଏହି ଅବସରରେ ନାସାର ବୈଜ୍ଞାନିକମାନେ ଇଣ୍ଟରନାସନାଲ ସ୍ପେସ୍ ଷ୍ଟେସନରୁ ମଧ୍ୟ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଭେଟିବେ

ନୂଆଦିଲ୍ଲୀ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଖେଳାଳି ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।…

ଆଜିଠୁ ଦୁଇ ଦିନ ଭୀଷଣ ବର୍ଷା ସମ୍ଭାବନା

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ ।  ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। https://twitter.com/mcbbsr/status/1558066698737307648 ଲଘୁଚାପ ପ୍ରଭାବରେ ଦୁଇ ଦିନ ଭୀଷଣ ବର୍ଷା ହେବ ।  ରାଜ୍ୟର ବିଭିନ୍ନ…

ସୋଆ ଓ ଯାଦବପୁର ବିଶ୍ବବିଦ୍ୟାଳୟ ମିଳିତ ଗବେଷଣା ଲାଗି ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର: ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିପତ୍ର ସୋଆର ଉପ-କୁଳପତି ତଥା…