Latest Odisha News

BREAKING NEWS

ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ନାସା ବୈଜ୍ଞାନିକ ପଠାଇଲେ ଶୁଭେଚ୍ଛା ବାର୍ତ୍ତା

ଆଜାଦ କି ଅମୃତ ମହୋତ୍ସବ

ଭାରତ ସ୍ବାଧୀନତାର 75 ବର୍ଷ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି ।  ଆଜାଦ କି ଅମୃତ ମହୋତ୍ସବ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ଭାରତକୁ ମିଳୁଛି । ଏହି ଅବସରରେ ନାସାର ବୈଜ୍ଞାନିକମାନେ ଇଣ୍ଟରନାସନାଲ ସ୍ପେସ୍ ଷ୍ଟେସନରୁ ମଧ୍ୟ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।

Leave A Reply

Your email address will not be published.