Latest Odisha News

BREAKING NEWS

ଶ୍ରୀନଗରରୁ କନ୍ୟାକୁମାରୀ ମଧ୍ୟରେ ଖୁବ୍ ଶୀଘ୍ର ଚାଲିବ ଟ୍ରେନ୍

ଶ୍ରୀନଗର:  ଶ୍ରୀନଗରରୁ -କନ୍ୟାକୁମାରୀ ମଧ୍ୟରେ ଚାଲିବ ଟ୍ରେନ । କାଶ୍ମୀରକୁ ଟ୍ରେନ ଯୋଗାଯୋଗ ସହ ଯୋଡିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।  ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ କାର୍ଯ୍ୟ ସରିଲେ ଟ୍ରେନ ଚଳାଚଳ ଠିକ୍ ଭାବେ ହୋଇପାରିବ । ଶ୍ରୀନଗରକୁ ସଂଯୋଗ କରୁଥିବା…

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ 59 ରନରେ ବିଜୟୀ

ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ରେ ଭାରତ 59 ରନରେ ବିଜୟୀ ହୋଇଛି ।  ଆମେରିକାର ଫ୍ଲୋରିଡା ସହରରେ ଖେଳାଯାଉଥିବା ଏହି ମ୍ୟାଚରେ ବର୍ଷା କିଛି ସମୟ ବାଧକ ସାଜିବାକୁ ମ୍ୟାଚ ଡେରିରେ ଆରମ୍ଭ ହୋଇଥିଲା ।…

ତହସିଲଦାରଙ୍କୁ ଆକ୍ରମଣକୁ ଓଏଏସ୍‌ ସଂଘର ନିନ୍ଦା

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍ ଜରଡା ଥାନା ଅନ୍ତର୍ଗତ ବୁଢୀଘାଟି ଗାଁରେ ମଦ ଧରପଗଡ ବେଳେ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ ଘଟଣାର ଘୋର ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ସଂଘର ଗଞ୍ଜାମ ଜିଲା ଶାଖା। ସରକାରଙ୍କ ନିର୍ଦ୍ଦେଶକୁ…

୨.୫୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରୁଛନ୍ତି ଗଞ୍ଜାମର ମହିଳା ଗୋଷ୍ଠୀ

ବ୍ରହ୍ମପୁର: ଚଳିତ ବର୍ଷ ସ୍ବାଧୀନତାର ୭୫ବର୍ଷ ପାଳନ କରୁଛି ଭାରତ। ‘ଆଜାଦୀକା ଅମୃତ ମହୋତ୍ସବ’ ଅବସରରେ ‘ହର୍‌ ଘର ତ୍ରିରଙ୍ଗା’ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କ୍ରମରେ ରାଜ୍ୟରେ ୩୦ଲକ୍ଷ ପତାକା ସିଲେଇ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ…

ଭିନେଶ ଫୋଗଟ ଜିତିଲେ ସ୍ବର୍ଣ୍ଣ

ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ  ପୁଣି କୁସ୍ତିରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛି । ରେସଲର ଭିନେସ ଫୋଗାଟ୍ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ଭାରତକୁ 11ତମ ସ୍ବର୍ଣ୍ଣ ମିିଳିଛି । 53 କେଜି ବର୍ଗରେ ସେ ଏହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପୂର୍ବରୁ ଏସିଆନ ଗେମରେ ମଧ୍ୟ ସେ…

କୁସ୍ତିରେ ଭାରତକୁ ସ୍ବର୍ଣ୍ଣ: ରବି ଡାହିଆଙ୍କୁ ସ୍ବର୍ଣ୍ଣ

କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ରବି କୁମାର ଡାହିଆ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରେସଲର ରବି ଡାହିଆ ନାଇଜେରିଆର ଏବିକେଓ୍ବେନିମୋ ଓ୍ବେଲସନଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଭାରତ 10ଟି ସ୍ବର୍ଣ୍ଣ ପଦକ ଜିତିବା ସହ ମୋଟ 32 ପଦକ ପାଇ 5ମ ସ୍ଥାନରେ ରହିଛି । …

ସିଆଇଏସଏଫ ଓଡ଼ିଆ ଯବାନଙ୍କ ଗୁଳିମାଡ଼ରେ ଏଏସଆଇ ଆର କେ ଷଡ଼ଙ୍ଗୀ ମୃତ

କୋଲକତା:  କୋଲକତାରେ ଇଣ୍ଡିଆନ ମ୍ୟୁଜିୟମରେ କାର୍ଯ୍ୟରତ ହେଡ କନଷ୍ଟେବଳ ଅକ୍ଷୟ ମିଶ୍ରଙ୍କ ଗୁଳିମାଡରେ  ସିଆଇଏସଏଫ ଏଏସଆଇ ଆରକେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର ଆହତ ହୋଇଛନ୍ତି । ଅକ୍ଷୟ ମିଶ୍ର ନିଜ ଏକେ 47ରୁ ଗୁଳି ଚଳାଇ ହତ୍ୟା କରିଥିବା…

ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଲା ଭାରତ

ଭାରତ ଏବେ 9ଟି ସ୍ବର୍ଣ୍ଣ ପଦକ ଜିତିବା ସହ 5 ମ ସ୍ଥାନରେ ରହିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ 9ଟି ସ୍ବର୍ଣ୍ଣ ଭାରତ ଜିତିଥିବା ବେଳେ 11ଟି ରୈାପ୍ୟ ଏବଂ 10ଟି କାଂସ୍ୟ ପଦକ ଜିତିଛି । ତେବେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ 55 ଟି ସ୍ବର୍ଣ୍ଣ, 45 ଟି ରୈାପ୍ୟ ଏବଂ 46ଟି…

ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି ।  ଭୋଟଗ୍ରହଣ ପରେ  ଫଳାଫଳ ଘୋଷଣା କରାଯାଇଛି । https://twitter.com/ANI/status/1555922124111392768 528 ଭୋଟ ପାଇ ଧନଖଡ ବିଜୟୀ ହୋଇଛନ୍ତି ।…

ଉପରାଷ୍ଟ୍ରପତି ନିର୍ବାଚନ ଭୋଟ ଚାଲିଛି

ନୂଆଦିଲ୍ଲୀ:  ଆଜି ସକାଳ ୧୦ଟାରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଆରମ୍ଭ ହୋଇଛି । https://twitter.com/ani_digital/status/1555784517540925440 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ…