Latest Odisha News

BREAKING NEWS

ସମ୍ବଲପୁର ଅଞ୍ଚଳରେ ପୁଣି ୨ ହାତୀଙ୍କୁ ପୋଡ଼ିଲା କିଏ?

ସମ୍ବଲପୁର : ସମ୍ବଲପୁର ଧମା ରେଞ୍ଜ ଅଞ୍ଚଳରେ ପୁଣି ଦୁଇ ହାତୀଙ୍କୁ ପୋଡ଼ି ମାରିଥିବା ଦେଖାଯାଇଛି ।  ଆଜି ପୋଡ଼ା ଅବସ୍ଥାରେ ୨ଟି ହାତୀ କଙ୍କାଳ ଠାବ ହୋଇଛି। ହାତୀକୁ କିଏ ମାରିଲା ଏବଂ ବନ ଅଧିକାରୀମାନେ କିପରି କିଛି ଜାଣିପାରିଲେ ନାହିଁ ଏହାକୁ ନେଇ ଏବେ ଚର୍ଚା ଜୋର ଧରିଛି । …

ଶିଶୁ ଗଳ୍ପ : ଡାମରାକାଉ

କୁଞ୍ଜ ବିହାରୀ ସାହୁ ଗୋଟେ ଡାମରକାଉ ଥିଲା। ତାକୁ ଶୋଷ ଲାଗିଲା । ଗଛଡାଳରେ ବସି କା..କା..କଲା । ଇଆଡ଼େ ସିଆଡ଼େ ଅନେଇଲା । ଭାବିଲା - ଏ ଘୋର ଜଙ୍ଗଲରେ କାହାର ବି ଦେଖାନାହିଁ । ବୟସ ଥିଲାବେଳେ ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଥିଲି । ଗାଁ ଚାଳରେ ବସିଲେ ବୁଢ଼ାବୁଢ଼ୀମାନେ ଖୁସି…

କବିତା : ବର୍ଷା ଗୋ ତୁମେ

ମାନଗୋବିନ୍ଦ ବାରିକ୍ ବର୍ଷାଗୋ ତୁମେ ବୈଶାଖୀ ଆଖିରେ ଅନ୍ତରଙ୍ଗ-ଅନୁବନ୍ଧ, ବର୍ଷାଗୋ ତୁମେ ଜ୍ୟେଷ୍ଠ-ଡହକରେ ସୁଶୀତଳ ପ୍ରୀତି-ଛନ୍ଦ। ବର୍ଷାଗୋ ତୁମେ ଆଦ୍ୟ-ଆଷାଢ଼ରେ ମେଘ-ମହ୍ଲାରର ରାସ , ବର୍ଷାଗୋ ତୁମେ ଶ୍ରାବଣୀ ଓଠରେ ଚାନ୍ଦିନୀ-ପଖଳା ହସ। ବର୍ଷାଗୋ ତୁମେ ଭୋଦୁଅ ସଞ୍ଜର…

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ,…

ଆକାଉଣ୍ଟ ବନ୍ଦ ଥିବା ମ୍ୟାସେଜ୍‌ ପଠାଇଲେ: ଲୁଟିନେଲେ ୩.୨୫ ଲକ୍ଷ ଟଙ୍କା

ବ୍ରହ୍ମପୁର:ମୋବାଇଲରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ଅପଡେଟ କରିବାକୁ ଯାଇ ବ୍ରହ୍ମପୁରର ଦୁର୍ଗାପ୍ରସାଦ ଦେଶୀବେହେରା ୩ଲକ୍ଷ ୨୫ ହଜାର ଟଙ୍କା ଠକେଇ ଶିକାର ହୋଇଛନ୍ତି। ସାଇବର ଠକମାନେ ତାଙ୍କ ନିକଟକୁ ଆକାଉଣ୍ଟ ଅପଡେଟ କରିବାର ମେସେଜ ପଠାଇ କୌଶଳକ୍ରମରେ ତାଙ୍କ ଷ୍ଟେଟ ବ୍ୟାଙ୍କ…

ବିରୋଧୀଙ୍କ କ୍ରସ୍‌ଭୋଟିଂ : ଓଡ଼ିଶାରୁ 1 ଆସାମରୁ 22

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ସହଜରେ ଜିତିଛନ୍ତି । ପୂର୍ବରୁ ମଧ୍ୟ ସେ ବିଜୟଲାଭ କରିବେ ବୋଲି ଜଣାଥିଲା । କିନ୍ତୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ଏବେ 2024 ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳମାନେ ନିଜ ଦଳର ବିଧାୟକ…

ୱେଷ୍ଟଇଣ୍ଡିଜ୍‌ କୁ ୩ ରନ୍‌ରେ ପରାସ୍ତ କଲା ଇଣ୍ଡିଆ

ହାରୁ ହାରୁ ଜିତିଗଲା ଇଣ୍ଡିଆ । ଚାପରେ ଥିବା ଇଣ୍ଡିଆ ଟିମ୍ ଶେଷରେ ରୋମାଞ୍ଚକର ବିଜୟ ହାସଲ କରିଛି । ଶେଷ ଓଭରରେ 11 ରନ୍ କରିଥିଲେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳି ଆଉ 3 ରନରେ ଜିତିଥିଲା ଇଣ୍ଡିଆ । https://twitter.com/BCCI/status/1550602265227997184 ପ୍ରଥମ ଦିନିକିଆକୁ ଶିଖର…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଉଡିଗଲା ଘର

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ପୂବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ୟାସ ସିଲିଣ୍ଡର ଥିବା ଘରେ ନିଆଁ ଲାଗିଯିବା ସହିତ କାନ୍ଥ ଓ ଛାତ ଭୁଷୁଡ଼ି ପଡ଼ିଛି । ସ୍ଥାନୀୟ ବାସିନ୍ଦା ଏନେଇ…

ବ୍ରହ୍ମପୁରରେ ୧୦୦ ଗ୍ରାମ ବାଉନସୁଗର ଜବତ

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣେ ଯୁବକଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଯୁବକ ଜଣଙ୍କ ଏକ ବାଇକରେ ବ୍ରାଉନ ସୁଗର ଧରି ବିକ୍ରି କରିବାକୁ ନେଉଥିବା ବେଳେ ଜାତୀୟ ରାଜପଥ-୧୬ ଡୁରା ନିକଟରେ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ…

ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର:  ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।…