Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ ଆଜି

ଆଉ କିଛି ସମୟ ଭିତରେ ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆଜି  ଭୋଟ୍‌ ଗ୍ରହଣ ହେବ ହେବ। 44ଟି ରାଜନୈତିକ ଦଳ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଯେଉଁ ଘୋଷଣା କରିଛନ୍ତି । ମିଳିତ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ 34 ଦଳ ସମର୍ଥନ କରୁଛନ୍ତି ।  ସେହି…

ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଭାରତ ଜିତିଲା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୩ୟ ତଥା ଶେଷ ଦିନିକିଆରେ ଭାରତ 5 ୱିକେଟ୍‌ରେ ବିଜୟୀ ହୋଇଛି ।  ଭାରତ 260 ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ଜିତିନେଇଛି । 42.1 ଓଭରରେ 5 ଉଇକେଟ ହରାଇ ଭାରତ 261 ରନ କରି ମ୍ୟାଚ ଜିତିଛି ।  ଋଷଭ ପନ୍ତ ଦମଦାର ବ୍ୟାଟିଂ କରି  ଶତକ ହାସଲ କରିବା ସହ 113 ବଲ ଖେଳି …

ମହଙ୍ଗା ଭତ୍ତା ଦାବିରେ କର୍ମଚାରୀ ଓ ପେନସନଭୋଗୀ ଆନ୍ଦୋଳନ କରିବେ

କଟକ : ଓଡିଶା ରାଜ୍ୟ ଅବସରପାପ୍ତ କର୍ମଚାରୀ ମହାସଂଘର ଏକ ବୈଠକ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ହୋଇଛି ଯେ  ରାଜ୍ୟ ସରକାର ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ଓ ୧୮ମାସର ଏରିଆର ମହଙ୍ଗା ଭତ୍ତା ଅବିଳମ୍ବେ ଘୋଷଣା ନକଲେ କାର୍ଯ୍ୟରତ କର୍ମଚାରୀ ଓ ପେନସନଭୋଗି ମିଳିତ ଭାବେ…

ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ପୁଣି ସ୍ଥାନ ପାଇଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ:  ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜ୍ୟସଭା ପାଇଁ ଉପାଧ୍ୟକ୍ଷମାନଙ୍କ ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି । ଏହି ପ୍ୟାନେଲରେ ଓଡ଼ିଶାର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର ଙ୍କୁ ପୁଣିଥରେ ସ୍ଥାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । …

ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ବର:  ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେବା ପରେ ବିଜେଡି ସମର୍ଥନ…

ରାଷ୍ଟ୍ରପତି ନିର୍ବାଚନ: ଦ୍ରୈାପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାତି ପାଇଲେ ରାଷ୍ଟ୍ରପତି ନିର୍ବାଚନ । ଏଥର ନିର୍ବାଚନରେ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ଚାଚନ ହେବ । ଭୋଟ ଦେବେ ସାଂସଦ ଏବଂ ବିଧାୟକ । ତେବେ ସରକାରୀ ଦଳର ପ୍ରାର୍ଥୀ ଚୟନ କୁ ନେଇ ଏବେ ସାରା ଭାରତରେ ଚର୍ଚା ହେଉଛି । ଏହାବି କୁହାଯାଉଛି ଦ୍ରୈାପଦୀ…

ଉତ୍କଳ ହସ୍ପିଟାଲର ସିଇଓ ଆଲୋକ ଲୋଧ ନିଲମ୍ବନ ହେଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଆ ବିରୋଧୀ ମାନସିକତା ପାଇଁ ନିଲମ୍ବନ ହେଲେ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡାକ୍ତର ଆଲୋକ ଲୋଧ। ଓଡ଼ିଶାରେ ଓଡ଼ିଆଙ୍କୁ ନିଯୁକ୍ତି ନଦେବାର ମାନସିକତା ପାଇଁ ହଟାହଟା ହେବା ସହ ତାଙ୍କୁ ଚାକିରିରୁ ଉତ୍କଳ ହସପିଟାଲ ପକ୍ଷରୁ ନିଲମ୍ବନ…

ଦ୍ରୈାପଦୀ ମୁର୍ମୁଙ୍କୁ ମୂର୍ତ୍ତି ସହ ତୁଳନା କଲେ ତେଜସ୍ବୀ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଆମକୁ ମୂର୍ତ୍ତିର ଆବଶ୍ୟକତା ନାହିଁ । ଏଭଳି ବିବାଦୀୟ  ବକ୍ତବ୍ୟ ଦେଇଛନ୍ତି ତେଜସ୍ବୀ ଯାଦବ । ସେ କହିଛନ୍ତି ଯଶୋବନ୍ତଙ୍କ କଥା ଆପଣମାନେ ଶୁଣୁଛନ୍ତି । ତାଙ୍କ ପ୍ରେସ ରିଲିଜ ଆପଣମାନେ ପଢ଼ୁଛନ୍ତି । କିନ୍ତୁ ସରକାରୀ ଦଳର ପ୍ରାର୍ଥୀଙ୍କ କିଛି କଥା…

୨୪ ଘଣ୍ଟା ମଧ୍ୟରେ ବାହାରିଲେ ୮୭୨ ଜଣ କୋଭିଡ୍ ପଜିଟିଭ

ତିନି ପରେ ପୁଣି କରୋନା ସଂକ୍ରମଣରେ ଟିକେ ବ୍ରେକ ଲାଗିଛି  । ଗତକାଲି 1000 ଉପରେ ସଂକ୍ରମଣ ହୋଇଥିବା ବେଳେ ଆଜି ଆସିଥିବା ରିପୋର୍ଟରେ କମିଛି ସଂକ୍ରମଣ ।  ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଆଜି ନିଟ୍‌ ୟୁଜି ପରୀକ୍ଷା

ଓଡ଼ିଶା ସମ୍ବାଦ: ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ତୁଳନାରେ…