Latest Odisha News

BREAKING NEWS

400 ଟପିଲା ଦୈନିକ କୋଭିଡ ସଂକ୍ରମଣ: ସତର୍କ ରହିବା ଜରୁରୀ

ଭୁବନେଶ୍ବର:  ରାଜ୍ୟରେ ଦିନକୁ ଦିନ  ଉପରମୁହାଁ କରୋନା ସଂକ୍ରମଣ ହେବାରେ ଲାଗିଛି । ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ସତର୍କ ରହିବା ଜରୁରୀ ବୋଲି ଏବେ ସରକାରଙ୍କ ପକ୍ଷରୁ ପୁଣି ବାରମ୍ବାର କୁହାଯାଉଛି ।  ଗୋଟିଏ ଦିନରେ 401  କୋଭିଡ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଡେଙ୍ଗୁ ମଶା ପାଇଁ ମାଈ ମଶା ହେବ କାଳ

ପୁଡୁଚେରୀ: ଦିନ ଆସୁଛି ଆଉ ଡେଙ୍ଗୁ କି ଚିକୁନଗୁନିଆ କାହାକୁ ହେବ ନାହିଁ । ବିଶ୍ବରେ ଡେଙ୍ଗୁ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ ଏଥିରୁ ମଣିଷ ରକ୍ଷା ପାଇବ । କାରଣ  ମଶା ପାଇଁ ଆଗାମୀ ଦିନରେ ମଶା ହେବ କାଳ । ଡେଙ୍ଗୁ, ଚିକୁନଗୁନିଆ  ନିୟନ୍ତ୍ରଣ କରିବା ପାଇଁ ICMR-VCRC…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦେବେ ରାଜ୍ୟ ସରକାର

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ୮ରେ ଓଡିଶା ଆସୁଛନ୍ତି । ଜୁଲାଇ ୮ତାରିଖରେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା କାର୍ଯ୍ୟକ୍ରମ  ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡିଆ ଝିଅ…

ଜୁନ୍‌ରେ ୬୭.୫୯ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି । କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍…

ପିଟି ଉଷା ଯିବେ ରାଜ୍ୟସଭା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି…

ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟିକ୍‌ ପରୀକ୍ଷା ଫଳ । ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଅପରାହ୍ନ ୧ଟାରେ ମାଟ୍ରିକ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରୋଲ୍‌ ନମ୍ବର ଆଧାରରେ…

ଆଜି ଦକ୍ଷିଣମୋଡ଼ ନେବ ତିନି ରଥ

ପୁରୀ: ମହାପ୍ରଭୁଙ୍କ  ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ  ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ…

ବୁମରାଙ୍କ ସେନା ଦେଶରେ ୧୦୦ ଟେଷ୍ଟ ୱିକେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍‌ ଇଣ୍ଡିଆ ଇଂଲଣ୍ଡଠାରୁ ଟେଷ୍ଟରେ ପରାସ୍ତ ହୋଇଛି । ତେବେ ଅଧିନାୟକ ବୁମରା ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତର ପେସ୍‌ ବୋଲର ଯଶପ୍ରୀତ ବୁମରା ସେନା ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ) ରେ ୧୦୦ ଟେଷ୍ଟ ୱିକେଟ୍‌ ପୂରଣ…

ଟ୍ୟାକ୍ସ ଠକୁଛି ଭିଭୋ! ୪୪ ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟକର ଠକୁଛି କି ଭିଭୋ । ଚାଇନା ମୋବାଇଲ ଦେଶରେ କୋଟି କୋଟି ଗ୍ରାହକଙ୍କ ନିକଟରେ ପହଁଚିଥିବା ବେଳେ ଟ୍ୟାକ୍ସ ଲୁଟୁଥିବା ଅଭିଯୋଗ ଆସିବାରୁ ଏବେ ଇଡି ଭିଭୋ ପଛରେ ଲାଗିଛି । ୨୦୨୧ ଡିସେମ୍ବର ମାସରେ ଆୟକର ବିଭାଗ ପକ୍ଷରୁ ଭିଭୋ ଓ ଅନ୍ୟ କିଛି ଚୀନ କମ୍ପାନୀ ଉପରେ…

ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ :ଏକନାଥ ସିନ୍ଦେ ନେତୃତ୍ୱାଧୀନ ଦଳ ଏବଂ ବିଜେପି ସରକାର ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ବହୁମତ ହାସଲ କରିବାର ଗୋଟିଏ ଦିନ ପରେ ବାଚସ୍ପତି ରାହୁଲ ନର୍ବେକର 14 ଟି ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଏକ ଆବେଦନ…