Latest Odisha News

ରଥ ଯାତ୍ରା ପ୍ରସ୍ତୁତି ଜୋରଦାର

ପୁରୀ : ଆଗକୁ ଦେବସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା । ଜୁଲାଇ ୧୨ରେ ରଥ ଯାତ୍ରା ଥିବା ବେଳେ ସମସ୍ତ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଛି । ସମସ୍ତଙ୍କ ନଜର ଦେବସ୍ନାନ…

ତିନି ରଥର ଚକ କାର୍ଯ୍ୟ ସମ୍ପୁର୍ଣ୍ଣ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ମୋଟ ୩୯ଟି ଚକ ସମ୍ପୁର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତ ମାନେ । ଏଥି ସହ ତିନି ରଥର ଚାରିନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ରଥର ଚାରି…

ଜୋର ଧରିଛି ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ମୋଟ ୩୯ଟି ଚକ କାମ ସମ୍ପୁର୍ଣ୍ଣ ହୋଇଛି। ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତମାନେ । ଏଥିସହ ତିନିରଥର ଚାରି ନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ପବିତ୍ର ଅକ୍ଷୟ…

ଶ୍ରୀମନ୍ଦିରରେ ଭିଡ଼ ନେଇ କଟକଣା

ପୁରୀ : ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଲାଗିବ ଭିଡ଼ । ଏନେଇ ଏବେଠାରୁ କଟକଣା । ମହାପ୍ରସାଦ ନେବା ପାଇଁ ଭକ୍ତଙ୍କ ବେଶ ଭିଡ଼ ହୋଇ ଥାଏ । ତେବେ କୋଭିଡ ସମୟରେ କିଭଳି ଭକ୍ତଙ୍କ ଗହଳି କମ ରହିବ ଏବଂ ଶୃଙ୍ଖଳିତ ଭାବେ ସମସ୍ତେ ମହା ପ୍ରସାଦ ପାଇ ପାରିବେ ସେନେଇ ପ୍ରଶାସନ ପକ୍ଷରୁ…

ବିଶ୍ୱ ମହାସାଗର ଦିବସରେ ବାଲୁକା କଳା

ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ…

ଦର ବୃଦ୍ଧି ପ୍ରତିବାଦରେ CPIMର ବିକ୍ଷୋଭ

ପୁରୀ : ତୈଳ ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ପୁରୀ ଜିଲ୍ଲା CPIMର ବିକ୍ଷୋଭ । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ବୃଦ୍ଧି ବିରୁଦ୍ଧରେ ଓ କରୋନା ସହାୟତା ପାଇଁ ଆଜି CPIM ର ପୁରୀ ବଡଦାଣ୍ଡରେ ଥିବା ପେଟ୍ରୋଲ ଟାଙ୍କି ସାମନାରେ ପ୍ରତିବାଦ…

କୋଭିଡ୍ ସେଣ୍ଟର ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ

ତାଳବଣିଆ : କୋଭିଡ୍ ସେଣ୍ଟରରେ ବ୍ୟବହୃତ ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ । ତାଳବଣିଆ ପାଖରେ ଏଭଳି କୋଭିଡ ବର୍ଜ୍ୟବସ୍ତୁ ଚାରିଆଡେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ କରୋନା ବର୍ଜ୍ୟବସ୍ତୁ ଏଣେତେଣେ ବିଛାଡି ହୋଇ…

ରତ୍ନସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଫଟୋ ଭାଇରାଲ୍ !

ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତରୁ ଫଟୋ । ଏଥର ମନ୍ଦିର ନୁହେଁ ସିଧାସଳଖ ରତ୍ନସିଂହାସନରୁ ଦିଅଁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଫଟୋ ଚିତ୍ର ବାହାରେ ବୁଲୁଛି । ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର…

ବାତ୍ୟା ମୁକାବିଲା ନେଇ ସ୍ୱତନ୍ତ୍ର ଟିମ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଶେଷ କରି ପୁରୀ ଟାଉନ , ପୁରୀ ସଦର , କୋଣାର୍କ , ଗୋପ , କାକଟପୁର , ଅସ୍ତରଙ୍ଗ , ବ୍ରହ୍ମଗିରି , କୃଷ୍ନ ପ୍ରସାଦ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଉକ୍ତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା…

ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ

ପୁରୀ: ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ । ଏଏସଆଇ ସୁପରିଣ୍ଟେଣ୍ଡେଟ ଅରୁଣ ମଲ୍ଲିକ, କୀର୍ତ୍ତନ ଚକଡା ଓ ଜଗମୋହନ ନିକଟରୁ କଢାଯାଉଛି ସ୍କାଫୋଲ୍ଡିଂ, ପ୍ରାୟ ୮୦ଫୁଟର ଲଗାଯାଇଥିବା ଲୁହାଭାରାକୁ କାଢିବା କାର୍ଯ୍ଯରେ ନିୟୋଜିତ ଅଛନ୍ତି ୩୨ଜଣ ଏଏସଆଇ କର୍ମଚାରୀ । ଆଜି ସୁଦ୍ଧା…