Latest Odisha News

BREAKING NEWS

ଇସ୍ରୋର ଓଡିଆ ବୈଜ୍ଞାନିକଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ!

ବେଙ୍ଗଳୁରୁ: ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର ଅଭିଯୋଗ କରିଛନ୍ତି ଯେ, ତାକୁ ବିଷ ଦିଆଯାଇଥିଲା । ପ୍ରାୟ ୩ ବର୍ଷ ତଳେ ତାଙ୍କୁ ବିଷ ଦିଆ ଯାଇ ତ୍ୟା କରିବାକୁ ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି । ୨୦୧୭ ମେ ୨୩ ତାରିଖରେ ତାଙ୍କୁ ଜୀବନ ନାଶକ ଆର୍ସେନିକ ଟ୍ରାଇଅକ୍ସାଇଡ…

ଜାନୁଆରି ୫ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ

ନୂଆଦିଲ୍ଲୀ-ପ୍ରାୟ ୧୦ ମାସ ପରେ ଜାନୁଆରି ୫ ତାରିଖରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ । ସୋମବାର ଓ ସରକାରୀ ଛୁଟି ଦିନ ବ୍ୟତୀତ ବାକି ସବୁ ଦିନ ସାଧାରଣ ଲୋକେ ଏହି ସଂଗ୍ରହଳାୟ ପରିଦର୍ଶନ କରିପାରିବେ । ମ୍ୟୁଜିୟମ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ଆଗୁଆ ସ୍ଲଗ ବୁକିଂ କରିବାକୁ ପଡିବ…

ରୋହିତ ଶର୍ମା ହେଲେ ଟେଷ୍ଟ ଟିମ୍‌ର ଭାଇସ୍ କ୍ୟାପଟେନ୍

ନୂଆଦିଲ୍ଲୀ- ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଟିମ୍‌ର ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରା ଯାଇଛି । ବିରାଟ କୋହଲି ଘରକୁ ଫେରିବା ପରେ ଅଜିଙ୍କ୍ୟ ରାହାଣେଙ୍କୁ କ୍ୟାପଟେନ ଓ ଚେତେଶ୍ୱର ପୂଜାରାଙ୍କୁ ଭାଇସ୍ କ୍ୟାପଟେନ କରାଯାଇଥିଲ । ତେବେ ୧୪ ଦିନ…

ଆସନ୍ତାକାଲି କରୋନା ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟର ୩୦ଟି ଯାକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯିବ । ଡ୍ରାଏ ରନ୍‌ର ଗାଇଡ ଲାଇନ ଓ ଏସ୍‌ଓପି ସଂପର୍କରେ ସବୁ ଜିଲ୍ଲାର ପ୍ରୋଗ୍ରାମ ଅଧିକାରୀଙ୍କୁ ଅବଗତ କରାଇ ଦିଆଯାଇଛି ।…

ଜାନୁଆରି ୮ରୁ ବ୍ରିଟେନକୁ ଉଡିବ ବିମାନ

ନୂଆଦିଲ୍ଲୀ- ଆସନ୍ତା ଜାନୁଆରି ୮ ତାରିଖରୁ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ସ୍ୱାଭାବିକ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ । ଜାନୁଆରି ୨୩ ତାରିଖ ଯାଏ ଉଭୟ ଦେଶର ପ୍ରତ୍ୟେକ ବିମାନ କମ୍ପାନି ସପ୍ତାହକୁ ୧୫ଟି ଫ୍ଲାଇଟ…

କୋଭିସିଲଡକୁ ମିିଳିଲା ଅନୁମତି !

ନୂଆଦିଲ୍ଲୀ-ଅକ୍‌ସଫୋର୍ଡ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଏକ୍‌ସପର୍ଟ କମିଟି ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) କୁ ସୁପାରିଶ କରିଛି । ଅକ୍‌ସଫୋର୍ଡ ୟୁନିଭରସିଟି ଓ ଫାର୍ମା କମ୍ପାନି ଅଷ୍ଟ୍ରେଜେନେକା ଦ୍ୱାରା…

ଜାନୁଆରି ୨ ତାରିଖରେ ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି

ଭୁବନେଶ୍ୱର-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରି ୨ ତାରିଖରେ ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍‌ଫରେନ୍‌ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର…

୨୧ ହଜାର କୋଟି ଋଣ ଆପ୍ ସ୍କାମ୍‌ର ମାଷ୍ଟରମାଇଣ୍ଡ ଗିରଫ

ହାଇଦ୍ରାବାଦ- ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇନଥିବା ମୋବାଇଲ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବା ଜାଲିଆତିର ମାଷ୍ଟର ମାଇଣ୍ଡ ଝୁ ୱେଇ ଓରଫ୍ ଲମ୍ବୋକୁ ଗରିଫ କରିଛି ହାଇଦ୍ରାବାଦ ପୋଲିସ । ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲମ୍ବୋକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି…

ଆସନ୍ତାକାଲି ହୋଇପାରେ ସିବିଏସ୍‌ଇ ପରୀକ୍ଷାର ତାରିଖ ଘୋଷଣା !

ନୂଆଦିଲ୍ଲୀ-କରୋନା ପାଇଁ ଏ ବର୍ଷ ସ୍କୁଲ କଲେଜରେ ପାଠପଢା ହୋଇ ନାହିଁ । କେବେ ସ୍କୁଲ କଲେଜ ଖୋଲିବ, ତାହା ମଧ୍ୟ ଠିକ୍‌ରେ ଜଣାପଡୁନି । ତେଣୁ ପରୀକ୍ଷା କେମିତି ହେବ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ବିଶେଷ କରି ଚଳିତ ଶିକ୍ଷା ବର୍ଷରେ ୨୦୨୧ରେ ଯେଉଁ ପିଲାମାନେ…

କେଉଁ କେଉଁ ରାଜ୍ୟରେ ଚିହ୍ନଟ ହୋଇଛି ନୂଆ କରୋନା ଷ୍ଟ୍ରେନ୍‌ର ଭୂତାଣୁ

ନୂଆଦିଲ୍ଲୀ-ବ୍ରିଟେନରେ ଯେଉଁ ନୂଆ ଷ୍ଟ୍ରେନ୍‌ର କରୋନା ଭୂତାଣୁ ଚିହ୍ନଟ ହୋଇଛି, ସେଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ତେବେ କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତି ଏହି ନୂଆ ପ୍ରକାରର…