Latest Odisha News

ଭଲ କବିତା ନଲେଖି କିଏ କଣ ଭଲ ଗପ ଲେଖିପାରିବ : ଅଜୟ ସ୍ୱାଇଁ

ଅଜୟ ସ୍ୱାଇଁ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ପ୍ରମୁଖ ଶିଳ୍ପୀ । ବେସାଲିସ୍‍, ବେଧଡ଼କ୍‍, ବେପରୁୱା ତାଙ୍କ ସୃଜନ ଯାତ୍ରା । ବିଚକ୍ଷଣ, ବିମ୍ବିତ, ବିସ୍ତାରିତ ତାଙ୍କ କଥାର କାନ୍‍ଭାସ୍‍ । ଗଳ୍ପ, ଉପନ୍ୟାସ, କବିତା, ନାଟକ, ସ୍କ୍ରିନ୍‍-ପ୍ଲେ, ସଂଳାପ, ଗୀତ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନା,…

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ (୧୯୧୬-୨୦୦୪) କ୍ଷେତ୍ର: ଭାଷା-ସାହିତ୍ୟ (କବିତା) ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ…

ବର୍ଣ୍ଣବୋଧ ପୋଡ଼ି ଘଟଣା: ଅଭିଯୁକ୍ତ ସାକେତ୍‍ ଶ୍ରୀଭୂଷଣ ସାହୁ ଗିରଫ୍‍

ଭୁବନେଶ୍ୱର: ରାଜ୍ୟବ୍ୟାପି ବିରୋଧ ଓ ପ୍ରତିକ୍ରିୟା ପରେ ଶେଷରେ ‘ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି’ ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍ । ଲୋକକବି ହଳଧର ନାଗଙ୍କୁ ଏହି ବିବାଦରେ ଛନ୍ଦି ଦିଆଯାଇ ଥିବାରୁ ସେ ଗତକାଲି ରାତିରେ ମେଲଛାମୁଣ୍ଡା ଥାନାରେ…

ନିଆଁରେ ବର୍ଣ୍ଣବୋଧ: ଫେସବୁକରେ ତାତି

ଯେତେବେଳେ ଦୀର୍ଘ ବର୍ଷର ଦାବି, ଆନ୍ଦୋଳନ, ବାକ୍‍ବିତଣ୍ଡା, ଅନଶନ, କଳାପତାକା ଅଭିଯାନ ଓ ପ୍ରତୀକ୍ଷା ପରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଓଡ଼ିଆ ଭାଷାର ସରକାରୀ-ବ୍ୟବହାର ଆଇନ୍‍ ଉପରେ ମୋହର ମାରୁଛନ୍ତି, ଠିକ୍‍ ସେତିକିବେଳେ ଓଡ଼ିଆ ଭାଷା-ସାହିତ୍ୟର ଆଦି-ବେଦ ଭାବେ ପରିଚିତ ‘ଛବିଳ ମଧୁ…

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ (୧୮୫୩-୧୯୧୨) କ୍ଷେତ୍ର: ଭାଷା-ସାହିତ୍ୟ (ମଧୁ ବର୍ଣ୍ଣବୋଧର ପ୍ରଣେତା) ଓଡ଼ିଆ ସାହିତ୍ୟ ଜଗତରେ ଭକ୍ତକବି ଭାବେ ସୁପରିଚିତ ମଧୁସୂଦନ ରାଓ ତାଙ୍କ ରଚିତ ‘ମଧୁ ବର୍ଣ୍ଣବୋଧ’ ପାଇଁ ରହିବେ ଚିର ଅମର । ଏହି ପତଳା ବହିଟି ଏଯାବତ୍‍ ଏକ ଶିଶୁ-ବେଦ ଭାବେ…

କ୍ଷତକୁ ଭରିଦେବାର ସାମର୍ଥ୍ୟ କବିତାର ଅଛି: ପ୍ରବାସିନୀ ମହାକୁଡ଼

ପ୍ରବାସିନୀ ମହାକୁଡ଼ ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସମୃୃଦ୍ଧ ସ୍ୱର । ୨୪ ନଭେମ୍ବର ୧୯୫୭ରେ କଳାହାଣ୍ଡି ଜିଲ୍ଲାର କୋକସରାଠାରେ ଜନ୍ମ । ମୁହୂର୍ତ୍ତ ମୁହୂର୍ତ୍ତ, ଆଧାରଶିଳା, ପରମା, ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ), ଜିପ୍ସୀ ଝିଅ,…

ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?

ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮-୧୯୪୩) କ୍ଷେତ୍ର: ଭାଷା-ସାହିତ୍ୟ (ସାମ୍ୟବାଦୀ ଆନ୍ଦୋଳନ ଓ ଲେଖନ) ଗାନ୍ଧିଜୀଙ୍କ ଅହିଂସା ମାର୍ଗର ବିପରୀତ ଦିଗରେ ଯାଇ ଲେନିନ୍‍ଙ୍କ ସମାଜବାଦୀ ସ୍ୱରରେ ସ୍ୱର ମିଳେଇଥିବା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଦଳ ଓ ଚେତନାର…

ସମାଜସେବୀ ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ (୧୯୦୪-୧୯୯୮) କ୍ଷେତ୍ର: ସମାଜସେବା ଜଣେ ଗାନ୍ଧିବାଦୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଏକ ସୁପରିଚିତ ନାମ । ୧୯୦୪ରେ ବାରିଷ୍ଟର କୁମୁଦନାଥ ସେନ୍‍ଙ୍କ ଔରସରୁ ତାଙ୍କର ଜନ୍ମ । ସେ ଥିଲେ ଢାକାର ମୂଳ ବାସିନ୍ଦା । ୧୬ ବର୍ଷ ବୟସରେ…

ଜାଣନ୍ତିକି, ସାମ୍ବାଦିକ ଗୌରୀଶଙ୍କର ରାୟ ଏକଦା ମନିଅର୍ଡର ଏଜେଣ୍ଟ୍‍ ଥିଲେ! ତାଙ୍କ ସମ୍ପର୍କରେ ଆହୁରି କିଛି ରୋଚକ…

ଗୌରୀଶଙ୍କର ରାୟ (୧୮୩୮-୧୯୧୭) କ୍ଷେତ୍ର: ସାମ୍ବାଦିକତା ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଅଭୂତପୂର୍ବ ଭୂମିକା ନେଇଥିବା ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସୁଯୋଗ୍ୟ ସଂପାଦକ ଗୌରୀଶଙ୍କର ରାୟ ଥିଲେ ଜଣେ ବହୁମୁଖୀ ପ୍ରତିଭା । ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଓଡ଼ିଆ…

ବହିର ପାଗଳ ପ୍ରେମିକ ଦାଶରଥି ପଟ୍ଟନାୟକ

ଦାଶରଥି ପଟ୍ଟନାୟକ (୧୯୦୭-୧୯୯୭) କ୍ଷେତ୍ର: ଭାଷା-ସାହିତ୍ୟ (ଗ୍ରନ୍ଥାଗାର) ଓଡ଼ିଶାରେ ପାଠାଗାର ଆନ୍ଦୋଳନ କ୍ଷେତ୍ରରେ ଯାହାଙ୍କ ଶ୍ରମ ଓ ଅବଦାନକୁ କଦାପି ଅସ୍ୱୀକାର କରିହେବ ନାହିଁ, ସେ ହେଲେ ଦାଶରଥି ପଟ୍ଟନାୟକ । ଦାସିଆ ଅଜା ନାମରେ ଖ୍ୟାତ ଏହି ମହାପୁରୁଷ ୧୨ ଜୁଲାଇ ୧୯୦୭ରେ ନୟାଗଡ଼…