Latest Odisha News

BREAKING NEWS

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ (୧୯୧୨-୧୯୯୦) କ୍ଷେତ୍ର: ଭାଷା-ସାହିତ୍ୟ ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ପ୍ରଣେତା ବିନୋଦ କାନୁନଗୋ ଆଧୁନିକ ଓଡ଼ିଶାର ଅନ୍ୟତମ ଜ୍ଞାନନିର୍ମାତା । ଜ୍ଞାନକୋଷ ବା ଏକ୍ସାଇକ୍ଲୋପିଡ଼ିଆ ଏକୁଟିଆ ସଂପାଦନା କରିବା ଏକପ୍ରକାର ଅସମ୍ଭବ ବ୍ୟାପାର ହୋଇଥିବା…

‘କୋରାପୁଟିଆ ଗାନ୍ଧୀ’ ବିଶ୍ୱନାଥ ପଟ୍ଟନାୟକ

ବିଶ୍ୱନାଥ ପଟ୍ଟନାୟକ (୧୯୧୬-୨୦୧୦) କ୍ଷେତ୍ର: ସମାଜସେବା ଅନୁନ୍ନତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶ୍ୱନାଥ ପଟ୍ଟନାୟକ ‘କୋରାପୁଟିଆ ଗାନ୍ଧୀ’ ଭାବେ ସର୍ବତ୍ର ଜଣାଶୁଣା । ୧୧ ନଭେମ୍ବର ୧୯୧୬ରେ ଜନ୍ମ ହୋଇଥିଲେ ସେ…

ରାଜଧାନୀ ରଜ

 ରଜ ସ୍ୱତନ୍ତ୍ର  ରାଜଧାନୀ ରଜ ସରୋଜ ବଳ ପିଇ ଭିଟାମିନ୍‍ ପେଜ ଚିଡ଼ିଆଖାନାରେ ଡାକିଲା ଗଜ ଡାକିଲା ଗଜ ଲୋ ଆସି ପହଂଚିଲା ରଜ କାଗଜ ଖାଇଲା ଛେଳି ସପିଙ୍ଗ ମଲରେ ଭାରି ଗହଳି ଭାରି ଗହଳି ଲୋ ପଅର୍ସ ଯାଏ ତରଳି ବାଉଁଶ ପତର ନେଳି ଟିଭି ଷ୍ଟୁଡିଓରେ ଲାଗିଛି ଦୋଳି ଲାଗିଛି…

ଜାଣନ୍ତି କି, ଦୁଇ ହଜାରରୁ ଅଧିକ ଗୀତ ଲେଖିଥିଲେ ରସରାଜ ନାରାୟଣ ପ୍ରସାଦ ସିଂହ

 ଆଜି ଜନ୍ମଦିନ  ନାରାୟଣ ପ୍ରସାଦ ସିଂହ (୧୯୩୩-୨୦୧୮) କ୍ଷେତ୍ର: ଗୀତରଚନା, ସାହିତ୍ୟ ‘ସାଗରେ ଅଧୀର ନୀଳ ତରଙ୍ଗ’ ହେଉ କି ‘ଠିଆପୁଚି ନାରଙ୍ଗ’–ଆକାଶବାଣୀ ‘ସଜଫୁଲ’ କାର୍ଯ୍ୟକ୍ରମର ଏଭଳି ବହୁ ଲୋକପି୍ରୟ ଗୀତର ଥିଲେ ସେ ରଚୟିତା । ସେହିପରି ‘ରଥ ଗଡ଼ିଯା, ଚକ ଗଡ଼ିଯାରେ’ (ନୂଆବୋଉ),…

ବିଶ୍ୱସ୍ତରର ଲେଖକ ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ : ଜ୍ୟୋତି ନନ୍ଦ

ଜ୍ୟୋତି ନନ୍ଦ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ବିଚକ୍ଷଣ କଥାକାର । କଥାବସ୍ତୁ ଓ ଗଳ୍ପଗଢ଼ଣରେ ଅପାରଂପରିକ ପରୀକ୍ଷାନିରୀକ୍ଷା ପାଇଁ ସେ ପାଠକମାନଙ୍କ ନିକଟରେ ଚର୍ଚ୍ଚିତ । ଗଳ୍ପ ସଂକଳନ- ପିଙ୍ଗଳ ପଞ୍ଜୁରି, ଅନ୍ଧ କାରିଗର, କାଉଁରି ହାଡ଼; ଉପନ୍ୟାସ- ପକ୍ଷୀଜନ୍ମ ଓ ପି୍ରୟ ଶତ୍ରୁ, ମାଧୁରୀ…

ନନ୍ଦିନୀ ଶତପଥୀ

ନନ୍ଦିନୀ ଶତପଥୀ (୧୯୩୧-୨୦୦୬) କ୍ଷେତ୍ର: ରାଜନୀତି (ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ) ‘ଉତ୍କଳ ଦିବସ’କୁ ସରକାରୀ ସ୍ତରରେ ପ୍ରଥମେ ପାଳନ କରାଇଥିବା ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର…

ରମା ଦେବୀ

ରମା ଦେବୀ (୧୮୯୯-୧୯୮୫) କ୍ଷେତ୍ର: ସମାଜସେବା (ସ୍ୱାଧୀନତା ସଂଗ୍ରାମ) ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଯୁଗନାରୀ ଥିଲେ ରମା ଦେବୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ସହରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ…

ହରେକୃଷ୍ଣ ମହତାବ

ହରେକୃଷ୍ଣ ମହତାବ (୧୮୯୮-୧୯୮୭) କ୍ଷେତ୍ର: ରାଜନୀତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବ ଥିଲେ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ,…

ଗୋପୀନାଥ ମହାନ୍ତି

ଗୋପୀନାଥ ମହାନ୍ତି (୧୯୧୪-୧୯୯୧) କ୍ଷେତ୍ର: ଭାଷା-ସାହିତ୍ୟ (ଉପନ୍ୟାସ) ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗସ୍ରଷ୍ଟା । ଉପନ୍ୟାସ ସହିତ କବିତା, ଗଳ୍ପ, ଜୀବନୀ, ଆତ୍ମଜୀବନୀ, ନାଟକ ଓ ଅନୁବାଦରେ ମଧ୍ୟ ତାଙ୍କର ଥିଲା ଅଭୂତପୂର୍ବ ଦକ୍ଷତା । ୨୦ ଏପ୍ରିଲ୍ ୧୯୧୪ରେ…

ଗୋପାଳ ଚନ୍ଦ୍ର ପ୍ରହରାଜ

ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) କ୍ଷେତ୍ର: ଭାଷା-ସାହିତ୍ୟ (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣେତା) ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ସଂକଳକ ଭାବେ ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରାତଃସ୍ମରଣୀୟ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଗାଁରେ ଏକ ଜମିଦାର ପରିବାରରେ ୯…