Latest Odisha News

BREAKING NEWS

ଟ୍ୱିନ୍‌ ସିଟିରେ ଘନକୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଆଜି ସକାଳୁ ଟ୍ୱିନ୍‌ ସିଟିରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ ଘନକୁହୁଡ଼ି ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ହୋଇଛି । ମାତ୍ର ୨୦ରୁ ୩୦ ମିଟର ମଧ୍ୟରେ…

ଆପଣଙ୍କ ମୁଣ୍ଡ ବିନ୍ଧୁଛି କି !

ଆମ ଦୈନନ୍ଦିନ ଜୀବନରେ ଅନେକ ସମୟରେ ମୁଣ୍ଡବିଧା ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟାକୁ ସମସ୍ତେ ସାଧାରଣ ସମସ୍ୟା ବୋଲି ଭାବିଥାଆନ୍ତି । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ…

କାନ୍ତରା-୨ ଫିଲ୍ମ ସ୍କ୍ରିପ୍ଟ ପାଇଁ କର୍ଣ୍ଣାଟକ ଜଙ୍ଗଲ ବୁଲି ଦେଖିଲେ ରିଷଭ ସେଟ୍ଟି

ମୁମ୍ବାଇ: ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ରିଷଭ ସେଟ୍ଟିଙ୍କ ବ୍ଲକବଷ୍ଟର ଫିଲ୍ମ କାନ୍ତାରା-୨  । ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ତିଆରି କରିପାରିଛି ଏହି କାନ୍ତରା ଫିଲ୍ମ । ରିଷଭ ସେଟ୍ଟି କାନ୍ତାରା-୨ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି । ରିଷଭ ସେଟ୍ଟି ଫିଲ୍ମର…

କରୋନା ନିୟମ ମାନି ଚାଲିବ ଖଣ୍ଡଗିରି ମେଳା, ଗାଇଡଲାଇନ୍‌ ଜାରି କଲା ବିଏମସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ BMCର ଗାଇଡଲାଇନ ଜାରି  । ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ତେଣୁ ଯାତ୍ରାକୁ ମିଳିଛି ଅନୁମତି  । କୋଭିଡ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି ପକ୍ଷରୁ…

ଅଡ଼ୁଆରେ ପଡ଼ିଲେ ଜ୍ୟାକ୍‌ଲିନ୍‌, ମାନହାନୀ କେସ୍‌ କଲେ ନୋରା ଫତେହୀ

ମୁମ୍ବାଇ: ପୁଣି ଅଡ଼ୁଆରେ ଛନ୍ଦି ହୋଇଗଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କରିଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଏହି ଦୁଇଜଣ…

ବାଇଆ କଲା ସ୍ମାର୍ଟ ଫୋନ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପିଲାରୁ ବୁଢ଼ା ସମସ୍ତଙ୍କୁ ଘାରିଛି ଇଣ୍ଟରନେଣ୍ଟର ନିଶା  । ସବୁଠି ଦେଖିବାକୁ ମିଳୁଛି ଇଣ୍ଟରନେଟର ଜଲଓ୍ୱା । ତେବେ ସ୍ମାର୍ଟଫୋନ୍ ଯୁଗରେ ମଣିଷଙ୍କ ସହ ପଶୁ ମଧ୍ୟ ସ୍ମାର୍ଟଫୋନ୍‌ ନିଶାରେ ହେଉଛନ୍ତି ବାଇଆ.. ।  ଯାହା ଆମେ ସବୁ କ୍ଷେତ୍ରରେ ନିଜେ ଅନୁଭବ କରିପାରିଛେ। ତେବେ…

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ…

ଖାଇକୁ ଖସିଲା ମିନିବସ୍‌, ଚାଲିଗଲା ୫ ଜଣଙ୍କ ଜୀବନ

ଶ୍ରୀନଗର: ଜାମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବଡ଼ ଅଘଟଣ  । ଖାଇକୁ ଖସିଲା ମିନିବସ୍‌  । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି  । ସୂଚନା ଅନୁଯାୟୀ, ଜାମ୍ମୁକଶ୍ମୀରର ବିଲ୍ଲାୱାର୍‌ ଅନ୍ତର୍ଗତ ସିଲା ଗାଁରେ ଦୁର୍ଘଟଣା ଘଟିଛି। କୌଗ୍‌ରୁ ଲୋକମାନଙ୍କୁ ନେଇ…

ବିରାଡ଼ିକୁ ହତ୍ୟା କରିବା ସନ୍ଦେହରେ ୩୦ ପାରାକୁ ବିଷ ଦେଇ ଦେଲେ ପଡ଼ୋଶୀ

ଶାହଜାହାନ୍‌ପୁର: କ୍ରୋଧ ଯୋଗୁଁ ଚାଲିଗଲା ୩୦ ପାରାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ପଡ଼ୋଶୀ ପାରାକୁ ବିଷଖାଦ୍ୟ ଦେଇ ମାରିଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଥାନା ସଦର ବଜାର ଅଞ୍ଚଳର ଆବିଦ୍‌ ନାମକ ବ୍ୟକ୍ତିଙ୍କର ବିରାଡ଼ି ହଜିଯାଇଥିଲା ।…

ଅତ୍ୟଧିକ ମାତ୍ରାରେ କେଶ ଝଡ଼ୁଥିଲେ ଖାଆନ୍ତୁ….

ବର୍ତ୍ତମାନ କେଶ ଝଡିବା ସଭିଁଙ୍କ ପାଇଁ ଚିନ୍ତାର କାରଣ। କେଶକୁ ସଠିକ ପୋଷଣ ପ୍ରଦାନ କରିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତାନ୍ତ ଜରୁରୀ। ତେବେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ କେଶର ସୁପରଫୁଡ ବୋଲି କୁହାଯାଏ।ଯାହାକୁ ଖାଇବା ଦ୍ୱାରା କେଶ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ  ।…