Latest Odisha News

BREAKING NEWS

ପୁଣି ଘାରିଲାଣି କରୋନା ଚିନ୍ତା, ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ବଢ଼ିଲାଣି ଚିନ୍ତା । ବର୍ତ୍ତମାନ ଚୀନ ଓ ଆମେରିକା ସମେତ ବିଭିନ୍ନ ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିବେ । ଅପରାହ୍ଣ ୪ଟାରେ ଉଚ୍ଚସ୍ତରୀୟ ବୈଠକ ବସିବା ନେଇ…

ହ୍ୱାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି

ନୂଆଦିଲ୍ଲୀ : ଋଷ୍‌ ୟୁକ୍ରେନ ଯୁଦ୍ଧ ଭିତରେ ହ୍ୱାଇଟ୍‌ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦମିର୍‌ ଜେଲେନ୍‌ସ୍କି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଛନ୍ତି । ବୁଧବାର ଦିନ ଆମେରିକାରେ ଅବତରଣ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦମିର୍‌ ଜେଲେନ୍‌ସ୍କି…

ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ଖବର…

ନୂଆଦିଲ୍ଲୀ : ଡିସେମ୍ବର ସରିଯାଉଥିବା ବେଳେ ଆସୁଛି ନୂଆ ବର୍ଷ ଅବା ଜାନୁଆରୀ ମାସ । ଆସନ୍ତା ଜାନୁଆରିରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିପାରେ । ତେବେ ଆପଣଙ୍କର ଯଦି ବ୍ୟାଙ୍କ ସମ୍ବନ୍ଧିତ କୌଣସି କାମ ଅଧୁରା ରହିଛି ତାକୁ ଖୁବ୍‌ ଶୀଘ୍ର ପୂରା କରନ୍ତୁ । ଏହାରି ଭିତରେ ନୂଆ ବର୍ଷର ପ୍ରାରମ୍ଭରେ…

ଶୀତ ଦିନେ ଏହି ଖାଦ୍ୟ ଖାଇଲେ ରୁକ୍ଷ ତ୍ୱଚାରୁ ପାଇବେ ରକ୍ଷା….

ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି…

ଲକ୍ଷେ ଟଙ୍କାରେ ଲକ୍ଷ ସ୍ଥଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ରୋଜଗାର ମାଧ୍ୟମ ପାଲଟିଛି ମହୁଚାଷ

କାମାକ୍ଷାନଗର : ନାରୀ ସଶକ୍ତିକରଣରେ ଆଉ ପାଦେ ଆଗେଇଛି ଓଡିଶାର ଜୀବିକା ମିଶନ । ସ୍ୱାବଲମ୍ବୀ ହେବାକୁ କରିଛି ଅଭିନବ ପ୍ରୟାସ । ୨୦୦୬ ମସିହାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଗଠନ ହୋଇଥିବା ଜୀବିକା ମିଶନ ମହିଳାଙ୍କ ବିକାଶ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛି । ଯାହାର ଜ୍ୱଳନ୍ତ ଉଦାହରଣ…

ବସ ଚକା ତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଚାପା ଉତ୍ତେଜନା 

ପୁରୀ : ମାଳତୀପାଟପୁର ନିକଟ ଅଗ୍ନି ଢାବା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି  । ମୃତକ ହେଉଛନ୍ତି ପୁରୀ ସର୍ବୋଦୟ ନଗରର ପ୍ରଭାକର ମିଶ୍ର  । ସୂଚନା ଅନୁଯାୟୀ, ଆଜି ଦିନ ୧.୩୦ ସମୟରେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା  । ତେବେ ଜାତୀୟ…

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ଯାଜପୁର : ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ପଲେଇ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ  । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ଅନୁଯାୟୀ ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି…

ନୂଆ ବର୍ଷରୁ ଆସିବ ୧୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିବ ନୂଆ ନୋଟ୍‌  । ସେ ପୁଣି ୧୦୦୦ ଟଙ୍କିଆ ନୋଟ୍‌  । ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବା ନେଇ ଚାଲିଛି ଚର୍ଚ୍ଚା। ସୂଚନା ଅନୁଯାୟୀ, ବଜାରକୁ ୧୦୦୦ ଟଙ୍କିଆ ନୋଟ୍‌ ଆଣିବା ପାଇଁ ଲୋକମାନେ ଦାବି କରି ଆସୁଥିଲେ  । ତେବେ କେନ୍ଦ୍ର ସରାକର ୨୦୦୦ ଟଙ୍କା ନୋଟ୍…

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ…

ଶୀତଦିନେ ଶିଶୁର ଯତ୍ନ….

ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ  । ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତାର ପରିମାଣ କମି ଯାଉଥିବାରୁ ତ୍ୱଚା ଡ୍ରାଏ ହୋଇଯାଏ  । ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ   । ଏହି ସମୟରେ ଶିଶୁମାନଙ୍କ…