ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୧)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ତୋର ଆଜି ମୁଁ ଯେତେ ପ୍ରସଂଶା କଲେ ବି କମ ହେବ ଆସ୍ଥା,ତେଣୁ ଆଶୀର୍ବାଦ କରୁଚି ସବୁବେଳେ ସୁଖୀ ରହ । ତୁ ଜାଣିନୁ କେତେ ବଡ଼ ମହାନ କାମ କରିଚୁ ! ଏମ୍ତି ପିଲାମାନେ ଆଜିକାଲି ପରିବାର ,ସମାଜ ଠାରୁ ଅବହେଳିତ ହୋଇ କେତେ କେତେ…