Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି କିଛି କଥା ନଥିଲା ଯାହା ସେ ସ୍ୱପ୍ନିଲ ଙ୍କୁ ନକହି ରହି ପାରିଛି ! ଆସ୍ଥା ର ସବୁ ଦୁଃଖ ଯନ୍ତ୍ରଣା ,ଆଘାତର ଉପଚାର କେବଳ ହିଁ କେବଳ ସ୍ୱପ୍ନିଲ ଥିଲେ !ଆଶ୍ଚର୍ଯ୍ୟର କଥା , ତାକୁ ଜର ଥଣ୍ଡା କାଶ କୌଣସି ରୋଗ ସ୍ପର୍ଶ ବି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପରେ କିଏ ଜଣେ ତାକୁ ତା' କଥା ପଚାରିଛି ,ତା ଭଲ ମନ୍ଦ କଥା ପଚାରିଛି ! ଖୁସିରେ ଆଖି ଦୁଇଟି ଛଳ ଛଳେଇ ଉଠିଲା ଆସ୍ଥାର । କଥା ଦିଆ ନିଆ ଭିତରେ ବଞ୍ଚିବାର ଖିଅ ଟିକକ କେଉଁଠି ନା କେଉଁଠି ଲୁଚିରହି ଥିଲା; ଏକଥା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଡୋର୍ ଖୋଲି ଦେଖିଲା ବେଳକୁ .... . ତା ମୁଣ୍ଡ ବିନ୍ଧାର ମସ୍ତ ବଡ଼ କାରଣଟା ପୁଣି ଆସି ଉଭା ହୋଇ ଗଲା ,ମାୟା ନାଁ ରେ ! ଆସ୍ଥା ସାମାନ୍ୟ ବିରକ୍ତି ଭରା ସ୍ୱରରେ , "ମାୟା ତୁ ?!"ହଁ , କାଳେ ତମେ ହଇରାଣିଆ ହେବ ତ ସେଇଥି ପାଇଁ ବୋଲି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ମାୟା ଦେଖିବାକୁ ଶ୍ୟାମଳ କିନ୍ତୁ ସୁନ୍ଦର ଚେହେରା । କିନ୍ତୁ , ବହୁତ ଦିନ ପରେ ସେ ଜାଣିବାକୁ ପାଇଲା ମାୟା ଆଉ ସମ୍ଭବ ଦୁହେଁ ପରସ୍ପରକୁ ....!! ସୌଖିନ୍ ଜିନିଷଠାରୁ ଆରମ୍ଭ କରି ସୁନା ଜିନିଷ ସବୁ ମାୟା ହିଁ ଚୋରି କରିବା କଥା ମଧ୍ୟ…

କବିତା : ଲକ୍ଷ୍ମୀ ଶୋଇଲେଣି

ଦେବଜ୍ୟୋତି ଅବିନାଶ ଠିକ୍ ମାଣବସା ପରଦିନ, ଥଣ୍ଡା ପଡ଼ି ଯାଇଥାଏ ଲକ୍ଷ୍ମୀଙ୍କ ପାଦ। ହାତରେ ଆଉ ନଥାଏ ସେ ସେନେହ ପରଶ। ପରଷି ଦିଅନ୍ତିନି ଆଉ ସେ ଷାଠିଏ ପଉଟି। ଉଠାଇ ନିଅନ୍ତିନି ତଳେ ପଡିଥିବା ଅଇଁଠା। ପିନ୍ଧା ଶାଢ଼ୀର ନାଲି ପଣତରୁ ଲିଭି ସାରିଥାଏ ମମତା। ରୋଷ ଘର ଏବେ ଖାଲି।…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରି ନ ଥିଲା ଆସ୍ଥା ! ତା' ଭିତରେ ରହି ରହି ବାରମ୍ବାର ସ୍ୱପ୍ନିଲର ଫୋନ୍ ତାକୁ ଖୁବ୍ ଅସ୍ଥିର କରି ପକାଉଥିଲା ! ବହୁତ କଷ୍ଟରେ ଶେଷରେ ସ୍ୱପ୍ନିଲ ସହିତ ତା' ଭିତରେ ଚାପି ହୋଇ ରହିଥିବା ଦୁଃଖ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରି ନ ଥିଲା ଆସ୍ଥା ! ତା' ଭିତରେ ରହି ରହି ବାରମ୍ବାର ସ୍ୱପ୍ନିଲର ଫୋନ୍ ତାକୁ ଖୁବ୍ ଅସ୍ଥିର କରି ପକାଏ ! ବହୁତ କଷ୍ଟରେ ଶେଷରେ ସ୍ୱପ୍ନିଲ ସହିତ ତା' ଭିତରେ ଚାପି ହୋଇ ରହିଥିବା ଦୁଃଖ, କଷ୍ଟ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ "ପୁରୁଣା କ୍ଷତକୁ ଆଉ ନଉଖାରି ବରଂ ମଲମ ଲଗେଇବା ପାଇଁ ଲାଗିପଡ଼ିଲି ; ନିଜେ ନିଜର ପିଠି ଥାପୁଡ଼େଇ । ନିଜେ ଗୋଟିଏ ଛୋଟ ଏନ୍ . ଜି .ଓ ଖୋଲିଲି । ସମାଜର ମଙ୍ଗଳ ପାଇଁ ଯଦି କିଛି କାମରେ ଆସି ପାରିଲି ତାହେଲେ ମୋର ଭାଗ୍ୟ ଭାବି ମୋ' ସହରରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ - ତେବେ ?? ଆଜି ପୁଣି କେମିତି ?? - ତୁମ ବାହାଘର ଠିକ୍ ହେବା କଥା ଶୁଣି ଖୁବ୍ କଷ୍ଟ ପାଇଥିଲି। ବହୁତ ଚେଷ୍ଟା କରି ବିଫଳ ହେଲି ତୁମକୁ କହିବାକୁ । କାଳେ ତୁମେ କଣ ଭାବିବ ? କାଳେ ଆମର ବନ୍ଧୁତା ଶେଷ ହୋଇଯିବ ! ତୁମର ସ୍ୱଚ୍ଛଳ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୩ )

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥାର ବାହାଘର ହୋଇଯାଏ ରାଉରକେଲାର ଜଣେ ଜଣାଶୁଣା ଯୁବ ଓକିଲ ସମ୍ଭବଙ୍କ ସହିତ । ଜଣେ ମଣିଷ ହିସାବରେ ଖୁବ୍ ଭଲ ଥିଲେ ସମ୍ଭବ । ଆସ୍ଥାର ଛୋଟଛୋଟ ଖୁସିକୁ ନେଇ ଯତ୍ନଶୀଳ ଥିଲେ । ଆସ୍ଥାର ବ୍ୟବହାର, ଚାଲିଚଳଣୀ ,ସଂସାର ଓ ସମ୍ଭବମନସ୍କ…