Latest Odisha News

BREAKING NEWS

ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ଅର୍ଚ୍ଚନା-ଜଗବନ୍ଧୁ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ । ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାରିପାରେ ଇଡି । ଅର୍ଚ୍ଚନା ନାଗ ମାମଲାରେ ଇଡି ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରିଛି । ୧୫ ଦିନ ଲାଗି ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବା ଲାଗି…

ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ଲାକ୍ରା ଥାନାରେ ହାଜର ହୋଇଛନ୍ତି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ବୀରେନ୍ଦ୍ର ଲାକ୍ରା ଆଜି ଭୁବନେଶ୍ୱର ଇନଫୋସିଟି ଥାନାରେ ହାଜର ହୋଇଛନ୍ତି । ହାଜର ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ…

ପୁଣି LACରେ ଚୀନର ଦାଦାଗିରି, ୩୦୦ ଚୀନ ସୈନିକଙ୍କୁ ଘଉଡ଼ାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ଭାରତୀୟ ସୀମାରେ ପଶିବାକୁ ଚୀନ ସୈନିକଙ୍କ ଉଦ୍ୟମ । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଉଭୟ ଦେଶର ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ତୱାଙ୍ଗ ଜିଲ୍ଲାର ୟଙ୍ଗଷ୍ଟେରେ ଡିସେମ୍ବର ୯…

କଳାଧନ ରୋକିବାର ଅଛି ତ ବନ୍ଦ ହେଉ ୨ ହଜାରର ନୋଟ୍, ସଂସଦରେ କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦେଶରେ କଳାଧନ ଓ ଟେରର ଫଣ୍ଡି ବନ୍ଦ କରିବାକୁ ୨୦୧୬ ନଭେମ୍ବର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ଏଥିସହ ଅଚଳ ହୋଇ ଯାଇଥିଲା ୫ ଶହ ଓ ୧ ହଜାରର ନୋଟ୍ । ଇତି ମଧ୍ୟରେ ନୋଟବନ୍ଦୀକୁ ୬ ବର୍ଷ ବିତିଛି । ୬ ବର୍ଷ ହେଲା ବିରୋଧୀ କହି ଆସୁଥିବା ଭାଷାକୁ…

କାଶ୍ମୀରକୁ ନେଇ କ’ଣ କହିଲା ମୁସଲିମ୍ ଦେଶର ସଂଗଠନ OIC ?

ନୂଆଦିଲ୍ଲୀ: କାଶ୍ମୀର ବିବାଦକୁ ନେଇ ଇସଲାମିକ୍ ଦେଶର ସଂଗଠନ OIC (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍) ପୁଣି ଥରେ ମନ୍ତବ୍ୟ ଦେଇଛି । କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନାର ରାସ୍ତା ପାଇଁ ସଂଗଠନ ଏକ ପ୍ଲାନ୍ ଉପରେ କାମ କରୁଥିବା କହିଛି । ପିଓକେ ଗସ୍ତ ପରେ…

ଟ୍ୱିଟର ଅଚଳ, ଅଚାନକ ଗାଏବ ହୋଇଗଲା ସବୁ ଆକାଉଣ୍ଟ

ନୂଆଦିଲ୍ଲୀ: ମସ୍କଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଅଚଳ । ଡିଲିଟ୍ ହୋଇ ଯାଇଛି ସବୁ ଆକାଉଣ୍ଟ । ଖୋଲୁନି ଟ୍ୱିଟର ପେଜ୍ । ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ଟ୍ୱିଟରରେ ବଡ଼ ଗଡ଼ବଡ଼ ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟା ୬ଟା ୩୦ ପର ଠାରୁ ଆଉ ଟ୍ୱିଟର ଆକାଉଣ୍ଟ…

ସାମ୍ନାକୁ ଆସିଲା ପାକିସ୍ତାନ ଓ ଚୀନର ଆଉ ଏକ ସତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚୀନର ପ୍ରଭାବ ବଢ଼ିବାରେ ଲାଗିଛି । ୮୨ଟି ଦେଶ ଚୀନର ବଶବର୍ତ୍ତୀ ହୋଇଛନ୍ତି । ଆଉ ଏହି ତାଲିକାରେ ପ୍ରଥମେ ରହିଛି ପାକିସ୍ତାନ । ଦ୍ୱିତୀୟରେ କମ୍ବୋଡିଆ ଥିବାବେଳେ ତୃତୀୟରେ ରହିଛି ସିଙ୍ଗାପୁର । ଏସବୁ ଦେଶ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବା ଅଧ୍ୟୟନରୁ…

ଡିଜେ ବଜାଇବାକୁ ମନା କରିବାରୁ ପୋଲିସ ବାବୁଙ୍କ କାନ କାମୁଡ଼ି ଦେଲେ ବରଯାତ୍ରୀ

ଭୁବନେଶ୍ୱର: ବାହାଘର ଶୋଭାଯାତ୍ରାରେ ମଦ ପାଇଁ ବରଯାତ୍ରୀଙ୍କ ଉତ୍ପାତ କଥା ଆପଣ ଦେଖିଥିବେ ଅବା ଜାଣିଥିବେ । ହେଲେ କେବେ ଶୁଣିଛନ୍ତି ଡିଜେ ବଜାଇବା ଲାଗି ମନା କରିବାରୁ ବରଯାତ୍ରୀ କାନ କାମୁଡ଼ି ଦେବା ତାହା ପୁଣି ପୋଲିସ ବାବୁଙ୍କର ମାନେ ମାମୁଙ୍କର । ଆଜ୍ଞା ହଁ ଏମିତି ଘଟିଛି ଖୋଦ୍ ରାଜଧାନୀ…

ସ୍ପେସ୍ଏକ୍ସର ରକେଟରେ ଜହ୍ନକୁ ଯିବେ ଭାରତୀୟ ଟିଭି ଅଭିନେତା ଦେବ ଜୋଶୀ

ନୂଆଦିଲ୍ଲୀ: ୨୦୨୩ରେ ଜହ୍ନରେ ପାଦ ଥାପିବ ମଣିଷ । ସ୍ପେସ୍ଏକ୍ସ ଏଥିପାଇଁ ରକେଟ୍ ନିର୍ମାଣ କରିଥିବା ବେଳେ ୮ ଜଣ ଜହ୍ନକୁ ଯାତ୍ରା କରି ପାରିବେ । ଆଉ ଉକ୍ତ ରକେଟର ସମସ୍ତ ଟିକେଟ୍ ୨୦୧୮ରେ କିଣିଥିଲେ ଜାପାନର ବିଲିୟନାରୀ ୟୁସାକୁ ମାୟେଜାୱା । View…

ବାଂଲାଦେଶ ବିପକ୍ଷ ଦିନିକିଆରେ ଇଶାନ କିଷାନଙ୍କ ଦ୍ୱିଶତକ

ନୂଆଦିଲ୍ଲୀ: ଇତିହାସ ରଚିଲେ ଇଶାନ କିଷାନ । ଦିନିକିଆ ମ୍ୟାଚରେ ମାରିଲେ ଦ୍ୱିଶତକ । ଉଡ଼ିଗଲା ବାଂଲାଦେଶ ବୋଲରଙ୍କ ହୋସ୍ । ବାଂଲାଦେଶର ଚଟ୍ଟୋଗ୍ରାମ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଇଶାନ କିଷାନ ଦ୍ୱିଶତକ ମାରିଛନ୍ତି । ଏଥିସହ ଚତୁର୍ଥ ଭାରତୀୟ କ୍ରିକେଟର୍ ଭାବେ ଦିନିକିଆରେ…