Latest Odisha News

ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜୟ ରୂପାଣୀ ଓ ନୀତିନ ପଟେଲଙ୍କ ବ୍ୟତୀତ ଆଉ…

ପଦ୍ମପୁର ଉପନିର୍ବାଚନ, କାହାକୁ ପ୍ରାର୍ଥୀ କରିବ ବିଜେଡି ?

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ଉପରେ ରହିଛି ସମସ୍ତଙ୍କ ଆଖି । ବିଜେଡି ଆସନ ବଜାୟ ରଖିବ ନା ବିଜେପି ବାଜି ପଲଟାଇବ । ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତାକାଲି ପ୍ରକାଶ ପାଇବ ଉପନିର୍ବାଚନ ଲାଗି ବିଜ୍ଞପ୍ତି । ହେଲେ ଏବେ ଯାଏ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି…

ଓଡ଼ିଶାର କେଉଁଠି, କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ତେବେ ଚନ୍ଦ୍ର ଗ୍ରହଣ ଜହ୍ନ ଉଦୟ ପୂର୍ବରୁ ସଂଗଠିତ ହେଉଥିବାରୁ ସବୁ ସ୍ଥାନରେ ଦେଖାଯିବ ନାହିଁ । କିନ୍ତୁ ଚନ୍ଦ୍ର ଗ୍ରହଣ ଛାଡ଼ିବା ଦୃଶ୍ୟ ଦେଖାଯିବ । ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଦିନ ୨ଟା ୩୯ରେ ଆରମ୍ଭ ହେବ । ସମ୍ପୂର୍ଣ୍ଣ…

ଧାମନଗର ବିଜୟ ପରେ ବିଜେପି କହିଲା ‘ମିଛ କୁହନ୍ତୁନି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: 'ଆଶା ଥିଲା ବିଜେପି ଜିତିବ' । ଧାମନଗର ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ବିଜେଡି ସୁପ୍ରିମୋଙ୍କ ଏହି ମନ୍ତବ୍ୟ ଏବେ ସୃଷ୍ଟି କରିଛି ଝଡ଼ । ବିଜେପି, ବିଜେଡିକୁ କାଉଣ୍ଟର କରି କହିଛି ଶାସକ ଦଳ ଧାମନଗରରେ ଦଳ, ବଳ, କୌଶଳ ସବୁ ଲଗାଇଥିଲା । ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଧମକ…

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବା ନେଇ ଆଶାବାଦୀ ତିଲୋତ୍ତମା

ବରଗଡ଼: ଧାମନଗର ପରେ ଏବେ ସମସ୍ତଙ୍କ ଆଖି ପଦ୍ମପୁର ଉପନିର୍ବାଚନ ଉପରେ । ଅନୁକମ୍ପା ଭୋଟରେ ବିଜେପି ବିଜୟୀ ହୋଇ ଆସନକୁ ବଜାୟ ରଖିଥିବା ବେଳେ ପଦ୍ମପୁରରେ କଣ ହେବ ? ବିଜେଡି ଅନୁକମ୍ପା କାର୍ଡ ଖେଳି ଦିବଙ୍ଗତ ବିଧାୟକଙ୍କ ସ୍ତ୍ରୀ ତିଲୋତ୍ତମା ବରିହାଙ୍କୁ ପ୍ରାର୍ଥୀ କରିବ କି ନାହିଁ ସେନେଇ ଦଳ…

ବଡ଼ଓଷାରେ ବି ଶୀତ ନାହିଁ, ୨ ଦିନ ହାଲୁକା କୁହୁଡ଼ି

ଭୁବନେଶ୍ୱର: କାର୍ତ୍ତିକ ସରିବାକୁ ବସିଲାଣି ହେଲେ ଶୀତର ଦେଖା ନାହିଁ । ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ଆଶାତୀତ ଶୀତ ଅନୁଭୂତ ହେଉନାହିଁ । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ସେଭଳି ତାପମାତ୍ରା ମଧ୍ୟ ଖସିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଧାମନଗର: କିଏ ପାଇଲା କେତେ ଭୋଟ୍ ?

ଭଦ୍ରକ: ଧାମନଗର ଉପନିର୍ବାଚନ ଜିତିବା ସହ ଆସନ ବଜାୟ ରଖିଛି ବିଜେପି । ନଭେମ୍ବର ୩ ତାରିଖରେ ହୋଇଥିବା ଭୋଟିଂରେ ୬୮.୯୮ ପ୍ରତିଶତ ମତଦାନ ହୋଇଥିଲା । ଆଜି ଫଳାଫଳ ଆସିବା ସହ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୯.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ…

ଈସୁଦାନ ଗଡ଼ବି ‘ଆପ୍’ର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅହମଦାବାଦ: ଆମ ଆଦମୀ ପାର୍ଟି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଈସୁଦାନ ଗଡ଼ବିଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୨୯ରେ କେଜ୍ରିୱାଲ୍ ସୁରଟରେ ସାମ୍ବାଦିକ ସମ୍ମିଳନୀ…

ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲ ଗିରଫ

ଭୁବନେଶ୍ୱର: ଏମ୍ସ ପରିସରରୁ ୧୨ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ରୋଗୀଙ୍କୁ ସାହାଯ୍ୟ କରିବା ନାଁରେ ଏହି ଦଲାଲ୍ ମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଥିଲା । ଦଲାଲଙ୍କୁ ଧରିବା ଲାଗି ପୋଲିସ ରୋଗୀ ବେଶରେ ଯାଇଥିଲେ । ଦଲାଲ୍ ଏମ୍ସ ଓପିଡି ଟିକେଟକୁ ୫ ହଜାର ଟଙ୍କାରେ ବିକ୍ରି କରୁଥିଲେ…

ପ୍ରଦୂଷଣ ପାଇଁ ରାଜଧାନୀରେ ଅନିର୍ଦ୍ଦିଷ୍ଟ କାଳ ଯାଏ ପ୍ରାଥମିକ ବିଦ୍ୟାଳୟ ବନ୍ଦ

ନୂଆଦିଲ୍ଲୀ: କମୁନି ପ୍ରଦୂଷଣ, ଅଣନିଶ୍ୱାସୀ ଜନ ଜୀବନ । ରାଷ୍ଟ୍ରୀୟ ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ବିଦ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତାକାଲି ଶନିବାର ଠାରୁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ।…