Latest Odisha News

୨ ଘଣ୍ଟା ପରେ ହ୍ୱାଟ୍ସଆପ୍ ଉପରୁ ହଟିଲା ‘ପରାଗ’ ପ୍ରଭାବ !

ନୂଆଦିଲ୍ଲୀ: ସଚଳ ହେଲା ଅଚଳ ହ୍ୱାଟ୍ସଆପ୍ । ଦୀର୍ଘ ୨ ଘଣ୍ଟା ପରେ ହ୍ୱାଟ୍ସ,ଆପ୍ ଉପରୁ ପରାଗ ପ୍ରଭାବ ହଟିଛି । ମଙ୍ଗଳବାରି ଦିନ ପ୍ରାୟ ୧୨ଟା ୩୦ । ହଠାତ୍ ହ୍ୱାଟ୍ସଆପ୍ ସର୍ଭର ଡାଉନ୍ ହୋଇ ଯାଇଥିଲା । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ହ୍ୱାଟ୍ସଆପ୍ ଭାରତ ସହ ଅଧିକାଂଶ ଦେଶରେ…

ସୂର୍ଯ୍ୟୋପରାଗରେ ବିଶ୍ୱବ୍ୟାପୀ ହ୍ୱାଟ୍ସଆପ୍ ଅଚଳ ! ଲାଗିଲା କି ଅଶୁଭ ନଜର ?

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଅଚଳ । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ହ୍ୱାଟ୍ସଆପ୍ ଡାଉନ୍ ରହିଛି । ଭାରତୀୟ ସମୟ ପ୍ରାୟ ୧୨ଟା ୩୦ରୁ ହ୍ୱାଟ୍ସଆପ୍ କାମ କରୁନାହିଁ । ତେବେ ଏନେଇ ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।…

ଆଂଶିକ ସୂର୍ଯ୍ୟୋପରାଗ କଣ ? କଣ ରହିବ ପ୍ରଭାବ ?

ଭୁବନେଶ୍ୱର: ଏ ବର୍ଷର ଶେଷ ବା ଅନ୍ତିମ ସୂର୍ଯ୍ୟୋପରାଗ ଆଜି ଦ୍ୱି ପ୍ରହର ପରେ ଆରମ୍ଭ ହେବ । ଏହି ସୂର୍ଯ୍ୟୋପରାଗ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅଶୁଭ କାଳ ଆରମ୍ଭ ହୋଇଥାଏ । ଭାରତରେ ସୂର୍ଯ୍ୟୋପରାଗ ଦିନ…

ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାନପୁର: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘରକୁ ବିକ୍ରି କରି ଦେଇଛନ୍ତି । ରାମନାଥ ତାଙ୍କର କାନପୁର କଲ୍ୟାଣପୁର ସ୍ଥତ ଘରକୁ ବିକ୍ରି କରିଛନ୍ତି । ତେବେ ରାଷ୍ଟ୍ରପତି ହେବା ପରେ ଏହି ଘରକୁ ଥରଟିଏ ମଧ୍ୟ ଆସିପାରି ନଥିଲେ ରାମନାଥ କୋବିନ୍ଦ । ଏହି ଘରକୁ ରାମନାଥ କାନପୁରର…

ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହେଲା ଗଭୀର ଅବପାତ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହୋଇଛି । ବାତ୍ୟା ଏବେ ସାଗର ଦ୍ୱୀପ ଠାରୁ ଦକ୍ଷିଣ ଦିଗରେ ୫୮୦ କିଲୋମିଟର ଦୂରରେ ଥିବାବେଳେ ବାଂଲାଦେଶର ବାରିଶାଳ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୭୪୦ କିଲୋମିଟର ଦୂରରେ ରହିଛି । ଏହା…

ଶେଷ ଓଭରରେ ମ୍ୟାଚ୍ ଜିତାଇଲେ କୋହଲି, ହାରିଲା ପାକିସ୍ତାନ

ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମ୍ୟାଚକୁ ଭାରତ ୪ ୱିକେଟରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା । ୨୦ ଓଭରରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି…

ବ୍ୟାକଫୁଟରେ ଟିମ୍ ଇଣ୍ଡିଆ, ୩୧ ରନରେ ଖସିଲାଣି ୪ ୱିକେଟ୍

ମେଲବର୍ଣ୍ଣ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନ ସହ ଖେଳୁଛି । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା…

ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଛି ସୃଷ୍ଟ ଲଘୁଚାପ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଉ କିଛି ଘଣ୍ଟାରେ ଗଭୀର ଅବପାତ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ବାତ୍ୟା ରିକର୍ଭ କରି…

ପାଦ ଛୁଇଁବା ବେଳେ ମହିଳାଙ୍କୁ ଚାପୁଡ଼ା ମାରିଲେ ବିଜେପି ମନ୍ତ୍ରୀ

ବେଙ୍ଗଳୁରୁ: ମହିଳାଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମନ୍ତ୍ରୀ । କର୍ଣ୍ଣାଟକ ବିଜେପି ସରକାରରେ ମନ୍ତ୍ରୀ ଥିବା ଭି ସୋମନ୍ନା ଜଣେ ମହିଳାଙ୍କୁ ଚାପୁଡ଼ା ମାରିଛନ୍ତି । ଶନିବାର କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନା ଚମରାଜନଗର ଜିଲ୍ଲାର ହଙ୍ଗଲା ଗାଁକୁ ଜମି ପଟ୍ଟା ବଣ୍ଟନ ପାଇଁ…

T20 World Cup: ଟସ୍ ଜିତି ପାକିସ୍ତାନ ବିପକ୍ଷରେ ଭାରତର ବୋଲିଂ ନିଷ୍ପତ୍ତି

ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଆଜି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି । ମେଲବର୍ଣ୍ଣରେ ଖେଳା ଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ରୋହିତ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।…