Latest Odisha News

BREAKING NEWS

‘ବାତ୍ୟା’ ନେଇ କଣ କହିଲେ IMD ଡିଜି ?

ନୂଆଦିଲ୍ଲୀ: ବାତ୍ୟା ଆଶଙ୍କା ଭିତରେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆଇଏମଡି ଡିଜି । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତ ଗୁରୁବାରର ପୂର୍ବାନୁମାନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ…

‘୭ ଦିନ ପୂର୍ବରୁ ପାଣିପାଗ ଆକଳନ ନୁହେଁ ବିଜ୍ଞାନ ସମ୍ମତ, ବାତ୍ୟା ‘ଗୁଜବ’ ଠାରୁ ଦୂରେଇ…

ଭୁବନେଶ୍ୱର: ଅକ୍ଟୋବରରେ ପୁଣି ଆସିବ କି ବାତ୍ୟା ? ଓଡ଼ିଶା ଉପକୂଳରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ, ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାର ରୂପ ନେବ । ତେବେ ଏନେଇ ଏଯାବତ ଭାରତୀୟ ପାଣିପାଗ…

ଅର୍ଚ୍ଚନାଙ୍କୁ ନେଇ ରାଜନୀତି, କଣ କହିବେ ଭାଷା ପାଉନାହାଁନ୍ତି ନେତା

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ପୋଲିସର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଅର୍ଚ୍ଚନାଙ୍କ ରାକେଟ ପଛରେ ବଡ଼ ବଡ଼ ନେତା, ମନ୍ତ୍ରୀ ଅଛନ୍ତି । ସରକାରୀ ଦଳର ପ୍ରଛଦ ପ୍ରୋତ୍ସାହନରେ ଅର୍ଚ୍ଚନା ରାକେଟ ଚଳାଉଥିବା ଅଭିଯୋଗ କରିଛି ବିଜେପି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା,…

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି ।…

ଅନୁଭୂତ ହେଲା ଶୀତୁଆ କୁହୁଡ଼ି, ଆରମ୍ଭ ହେବ ଶୀତ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ଆରମ୍ଭ ସହ ରାଜ୍ୟରେ ଶୀତୁଆ କୁହୁଡ଼ି ଅନୁଭୂତ ହୋଇଛି । ଆଜି ଭୋରରୁ ରାଜଧାନୀରେ ଅନୁଭୂତ ହୋଇଛି ଚଳିତ ମାସର ପ୍ରଥମ ଘନକୁହୁଡ଼ି । ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ୧ ଘଣ୍ଟା ମଧ୍ୟରେ ଦୃଶ୍ୟମାନ ଦୂରତା ୩୫୦୦ ମିଟର ତଳକୁ ଖସିଥିଲା ।…

ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବଙ୍ଗୋପସାଗରରେ ୧୮୭୭-୨୦୦୫ ମସିହା ମଧ୍ୟରେ ବଢ଼ିଛି ବାତ୍ୟା ସଂଖ୍ୟା । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ…

ରାଜନୀତିର ୫୫ ବର୍ଷ, ମୁଲାୟମ ଯେବେ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ମୁଲାୟମ ସିଂ ଯାଦବ । ୫୫ ବର୍ଷର ଲମ୍ବା ରାଜନୈତିକ ଜୀବନ ଭିତରେ ମୁଲାୟମ ପ୍ରଧାନମନ୍ତ୍ରୀ ହେଉ ହେଉ ଅଟକି ଯାଇ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ୭ ଥର ସାଂସଦ ରହିଥିବା ମୁଲାୟମ ୮ ଥର…

୩ ଥରର ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମୁଲାୟମ । ଉଚ୍ଚ ରକ୍ତଚାପ ଓ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ…

ଉପନିର୍ବାଚନ ପାଇଁ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ବାପା ବିଷ୍ଣୁଙ୍କ ଭଳି ଧାମନଗର ନିର୍ବାଚନ ମଣ୍ଡଳୀରେ ପୁଅ ସୂର୍ଯ୍ୟବଂଶୀଙ୍କ ଭଲ ଲୋକ ସମ୍ପର୍କ ଥିବା କୁହାଯାଉଛି ।…

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପାଇଁ କେଉଁଠୁ ଆସୁଥିଲା ଟଙ୍କା ? ଖୋଳତାଡ଼ ପାଇଁ RBIକୁ ଚିଠି

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଅର୍ଚ୍ଚନା ନାଗଙ୍କ ବିରୋଧରେ ଜଣେ ଯୁବତୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ବନ୍ଧୁତା ପରେ ଅର୍ଚ୍ଚନା ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ…