Latest Odisha News

ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୧୩ ଜଣଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ ଧାର ଜିଲ୍ଲା ଖଲଘାଟରେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନର୍ମଦା ନଦୀକୁ ଖସିବା ଫଳରେ ବସରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତଥାପି ନଦୀରେ ଚାଲିଛି ସର୍ଚ୍ଚ ଅପରେସନ୍ । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ…

ଅଟା, ଚାଉଳ ଓ ଡାଲି… ପ୍ୟାକେଟ୍ କିଣିଲେ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଅଟା, ଚାଉଳ ଓ ଡାଲି… ପ୍ରତିଦିନ ଘରେ ବ୍ୟବହାର ହେଉଥିବା ଏହି ଖାଦ୍ୟ ସାମଗ୍ରୀ ଆଜିଠୁ ଆହୁରି ମହଙ୍ଗା ହୋଇଛି । ପୂର୍ବରୁ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଯୋଗୁ ଘରର ବଜେଟ୍ ବିଗିଡ଼ି ଯାଇଥିବା ବେଳେ ଏବେ ବୋଝ ଆହୁରି ବଢ଼ିଛି । ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି (GST)…

ବିବେକ ଅନୁସାରେ ମାଟିର ଝିଅକୁ ଭୋଟ୍ ଦେଲି: ମହମ୍ମଦ ମୋକିମ୍

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମହମ୍ମଦ ମୋକିମ । ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଦ୍ରୌପଦୀଙ୍କୁ ଭୋଟ୍ ଦେବା ପରେ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୁଁ ମାଟିର ଝିଅକୁ ଭୋଟ୍ ଦେଲି’ ।…

ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ମଦତାନ ଆରମ୍ଭ ହୋଇଛି । ଦେଶର ସଂସଦ ସହ ପ୍ରତି ରାଜ୍ୟର ବିଧାନସଭାରେ ମତଦାନ ଚାଲିଛି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଜଣଙ୍କ ପରେ ଜଣେ ବିଧାୟକ ଆସି ମତ ସାବ୍ୟସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍…

ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ, ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ମାସ୍କ ନଥିଲେ ପ୍ରବେଶ ମନା । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ସାମଗ୍ରୀ । ରାଜଧାନୀ ଭୁବନେଶ୍ୱର କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବିଏମସି ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିଏମସି ଭୁବନେଶ୍ୱରରେ କୋଭିଡ୍…

ଯୁକ୍ତ ୨ ନାମଲେଖା ପାଇଁ ୧୮ ତାରିଖରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୨ ନାମଲେଖା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୧୮ ତାରିଖ ଦିନ ୧୧ଟାରୁ ସାମ୍ସ ୱେବସାଇଟ୍ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୨୭ ତାରିଖ…

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି; ଖାଇବା ତେଲ ଦର କମାଇଲେ କମ୍ପାନୀ, ଜାଣନ୍ତୁ ନୂଆ ଦର…

ନୂଆଦିଲ୍ଲୀ: ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି । କମିଲା ଖାଇବା ତେଲ ଦାମ୍ । ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଥିବା ବେଳେ ଖାଉଟିଙ୍କ ପାଇଁ ଖୁସି ଖବର । ବିଭିନ୍ନ ତେଲ କମ୍ପାନୀ ରୋଷେଇ ତେଲ ଦର କମାଇଛନ୍ତି । ହ୍ରାସ ପାଇଥିବା ନୂଆ ଦର ଜୁଲାଇ ତୃତୀୟ ସପ୍ତାହରୁ ଲାଗୁ ହେବ । ପୂର୍ବରୁ ଆଦାନୀ…

[ଦେଖନ୍ତୁ ଭିଡିଓ] କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୫ ଜିଲ୍ଲା, ଆଜି ବି ହଜାରେ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ବଢ଼ୁଛି ସଂକ୍ରମଣ, ରେଡ୍ ଜୋନକୁ ଆସୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଗତକାଲି ୧୦୪୩, ଆଜି ୧୦୬୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରେ । ଅନ୍ୟପଟେ ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ ବୃଦ୍ଧି ପାଉଛି । ରାଜ୍ୟରେ ଟିପିଆର୍ ୫ ପ୍ରତିଶତ ଉପରେ ରହିଛି । ଗତ ୨୪ ଘଣ୍ଟାରେ…

ଡିଜିଟାଲ୍ ମିଡିଆ ପାଇଁ ବିଲ୍ ଆଣିବେ ସରକାର

ନୂଆଦିଲ୍ଲୀ: ଡିଜିଟାଲ୍ ମିଡିଆ ନ୍ୟୁଜ୍ ପ୍ଲାଟଫର୍ମକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ନ୍ୟୁଜ୍ ପୋର୍ଟାଲର ପଞ୍ଜିକରଣ କରାଯିବ । ଦି ରେଜିଷ୍ଟ୍ରେସନ ଅଫ୍ ପ୍ରେସ୍…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି ଗାଁର ଧୋବା ମାଝୀ ଓ ଦୁଡୁକାବାହାଲ ଗାଁର ସବିତା ନାଏକଙ୍କ ମୃତ୍ୟୁ ହୋଇଥିଲା ।…