Latest Odisha News

ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଉଦ୍ଧବଙ୍କ ପ୍ରୟାସ, କଲେ ଭାବପୂର୍ଣ୍ଣ ନିବେଦନ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ଲାଗି ଆଉ ଏକ ପ୍ରୟାସ କରିଛନ୍ତି । ଜାରି କରିଛନ୍ତି ଏକ ଭାବ ପ୍ରବଣ ଭିଡିଓ । ଯେଉଁଥିରେ ଉଦ୍ଧବ ଠାକରେ କହିଛନ୍ତି, ଆଲୋଚନା ମାଧ୍ୟମରେ ହୋଇ ପାରିବ ସମାଧାନ । ସେଥିପାଇଁ କେବଳ…

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରେ ନବୀନଙ୍କ ଆହ୍ୱାନ, କହିଲେ- ୨୦ ବର୍ଷରେ କେମିତି ବଦଳିଛି ଓଡ଼ିଶା ?

ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ପରେ ଦୁବାଇରେ ପହଞ୍ଚିଛନ୍ତି । ଦୁବାଇରେ ବୁଧବାର ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ୍ ହେବେ ମୁଖ୍ୟମନ୍ତ୍ରୀ । ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଓ ଫିକ୍କି (FICCI) ମିଳିତ ଭାବେ ଆୟୋଜନ…

[ଦେଖନ୍ତୁ ଭିଡିଓ] ଆସିଲା କି ଚତୁର୍ଥ ଲହର ? ରାଜ୍ୟରେ ୩ ଅଙ୍କ ଛୁଇଁଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ୨୩ ତାରିଖରେ ୭୩, ୨୪ ତାରିଖରେ ୬୧, ୨୫ ତାରିଖରେ ୬୨, ୨୬ ତାରିଖରେ ୬୮, ୨୭ ତାରିଖରେ ୬୯ ଆଉ ୨୮ ତାରିଖରେ ୧୧୩ । ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି କୋଭିଡ୍ ସଂକ୍ରମଣ ମାମଲା । କିଛି ମାସ ଧରି ଦୈନିକ ସଂକ୍ରମଣ ୨ ଅଙ୍କ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଆକ୍ରାନ୍ତ ଚିହ୍ନଟ…

[ଦେଖନ୍ତୁ ଭିଡିଓ] ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହେଲେ ୮ କ୍ୟାନସର ସର୍ଭାଇଭର

ଭୁବନେଶ୍ୱର: ଜୀବନର ଅନ୍ତ ନୁହେଁ କର୍କଟ । ଏ କଥାକୁ ପ୍ରମାଣିତ କରିଛନ୍ତି ପ୍ରିୟା । କ୍ୟାନସର ଆକ୍ରାନ୍ତ ସତ୍ତ୍ୱେ ପ୍ରିୟା ୧୧ ହଜାର ୮୩୦ ଫୁଟ୍ ଉଚ୍ଚ ପର୍ବତ ଚଢ଼ିଛନ୍ତି । ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହୋଇଛନ୍ତି ପ୍ରିୟାଙ୍କ ଭଳି ୮ ଜଣ କ୍ୟାନସର ସର୍ଭାଇଭର ।…

[ଦେଖନ୍ତୁ ଭିଡିଓ] ଚୂଲିକୁ ଗଲାଣି ସଂସ୍କୃତି, ପରମ୍ପରା; ଆଧୁନିକ ସଂଗୀତରେ ନାଚୁଛନ୍ତି ରାମସୀତା

ଭୁବନେଶ୍ୱର: ସଂସ୍କୃତିର ଗତି କୁଆଡ଼େ ? କଣ ଆଧୁନିକତା ଛାପରେ ଲିଭିଯିବ ପରମ୍ପରା ? ସୋସିଆଲ୍ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ରାମ ଓ ସୀତା ଆଧୁନିକ ଗୀତ ତାଳେତାଳେ ମଞ୍ଚରେ ନାଚୁଛନ୍ତି । ଏ ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ଆଜିକାଲି ଗାଁଠୁ…

ପୁରୀ ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବା ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୧୯ ତାରିଖରୁ ଦୈନିକ କୋଭିଡ୍ ସଂକ୍ରମଣ ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ଚିହ୍ନଟ…

ମାଆ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଦେଲେ ଖୁସି ଖବର । ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟ ମାଆ ହେବାକୁ ଯାଉଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଲେଖିଛନ୍ତି ଘରକୁ ଆମ ବେବି ଶୀଘ୍ର ଆସୁଛି । ରଣବୀର ଓ ଆଲିଆ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଆଲିଆଙ୍କ ଏହି…

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ୟଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୟଶୱନ୍ତ ସିହ୍ନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ଏକାଧିକ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ । ୟଶବନ୍ତଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ ।…

ଆଚାର୍ଯ୍ୟବିହାର ଓଭରବ୍ରିଜରେ ବାଇକ୍ ସହ ଜଳିଗଲେ ଯୁବକ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଅଧରାତିରେ ଓଭରବ୍ରିଜରେ ଅଘଟଣ । ରାତି ପ୍ରାୟ ଗୋଟାଏ ବେଳେ ଆଚର୍ଯ୍ୟବିହାର ଓଭରବ୍ରିଜ୍ ଉପରେ ବାଇକ୍ ସହ ଜଳେ ଯୁବକ ଜଳି ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।…

ଯୌତୁକ ପାଇଁ ବିଷ ଦେଇ ମାରିଦେଲେ ! ସ୍ୱାମୀ ସହ ଶାଶୂ ଓ ଶ୍ୱଶୁର ଗିରଫ

ରାୟଗଡ଼ା: ଅଧୁରା ରହିଲା ସଂସାର ଗଢ଼ିବା ସ୍ୱପ୍ନ । ବିବାହକୁ ପାଞ୍ଚ ମାସ ନ ପୂରୁଣୁ ଉଜୁଡ଼ି ଗଲା ସଂସାର । ସରିଗଲା ସବୁକିଛି । ରାୟଗଡ଼ା ସହର ରେଭେନ୍ୟୁ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । କନ୍ୟା ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଝିଅର ସ୍ୱାମୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଗିରଫ କରି…