Latest Odisha News

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇଁବ ମୌସୁମୀ । ହେଲେ ତା ପୂର୍ବରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଆତଙ୍କିତ କଲାଣି । ପାଣିପାଗ ବିଭାଗର ସୂଚନା ପ୍ରକାର ଜୁନ୍ ୧ରୁ ୧୨ ମଧ୍ୟରେ ରାଜ୍ୟରେ ୧୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୫୦.୮ ମିମି ତୁଳନାରେ ୭୯% କମ୍ ରହିଛି ।…

[ଦେଖନ୍ତୁ ଭିଡିଓ] ୭୦ ଘଣ୍ଟା ହେଲା ୮୦ ଫୁଟ୍ ତଳେ ଫସିଛି ରାହୁଲ୍, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ବୋରୱେଲରୁ ମୁକୁଳିବ ରାହୁଲ । ସଫଳ ହେବ ୭୦ ଘଣ୍ଟାର ଅପରେସନ୍ । ସମୟ ଗଡ଼ିବା ସହ ସସପେନ୍ସ ବଢ଼ୁଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାହୁଲ ରେସ୍କ୍ୟୁ ଅପରେସନ୍ । ଛତିଶଗଡ଼ର ଜାଞ୍ଜଗିରିର ଏକ ଗାଁରେ ଦୀର୍ଘ ୭୦ ଘଣ୍ଟା ହେଲା ବୋରୱେଲରେ ଫସିଛି ୧୦ ବର୍ଷର ରାହୁଲ । ଏନଡିଆରଏଫ୍,…

ଟ୍ରେନରେ ଋଷିକେଶକୁ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

ଭୁବନେଶ୍ୱର: ଟ୍ରେନରେ ଗଞ୍ଜେଇ ଚାଲାଣ । ପୁରୀ-ଋଷିକେଶ ଉତ୍କଳ ‌ଏକ୍ସେପ୍ରେସରେ ଗଞ୍ଜେଇ ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଖୋର୍ଦ୍ଧା ଷ୍ଟେସନରୁ ଟ୍ରେନରେ ହରିଦ୍ୱାର ଯିବା ପାଇଁ ଯୋଜନା ବେଳେ ବାଟରୁ ଅଭିଯୁକ୍ତକୁ ଧରିଛି ରେଲୱେ କ୍ରାଇମବ୍ରାଞ୍ଚ, ଆରପିଏଫ୍ ଏସଟିଏଫ୍ ।…

[ଦେଖନ୍ତୁ ଭିଡିଓ] ରାହୁଲ ଗାନ୍ଧୀଙ୍କୁ ଇଡି ଜେରାକୁ ବିରୋଧ, ଭୁବନେଶ୍ୱର ଇଡି ଅଫିସ୍ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ନ୍ୟାସନାଲ୍ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାହୁଲ ଗାନ୍ଧୀଙ୍କୁ ଜେରା କରିଛି । ଯାହାର ବିରୋଧ କରିଛି ଦଳ । ରାହୁଲଙ୍କୁ ଇଡିର ଜେରାକୁ ବିରୋଧ କରି ଓଡ଼ିଶା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଇଡି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନେତା ଓ…

ଡ୍ରଗ୍ସ ସେବନ ଅଭିଯୋଗରେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତଙ୍କୁ ହେପାଜତକୁ ନେଲା ପୋଲିସ

ବେଙ୍ଗଳୁରୁ: ପୁଣି ଡ୍ରଗ୍ସ ଜାଲରେ ବଲିଉଡ୍ ତାରକା । ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ପରେ ଜଣଙ୍କ ପରେ ଜଣେ ବଲିଉଡ୍ ତାରକା ଡ୍ରଗ୍ସ ଜାଲରେ ଛନ୍ଦି ହୋଇ ପଡ଼ିଥିଲେ । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ସମସ୍ତେ । ଏବେ ସେହି ଡ୍ରଗ୍ସ ମାମଲାରେ ଫସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ…

ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଆରୁଖ । ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । ଆରୁଖଙ୍କ ନାଁ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ ।…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆସିକା ବିଇଓ ଅଫିସର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫ ହଜାର…

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

କଟକ: ବାରବାଟିରେ ଆଜି ଖେଳା ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପ୍ରଥମେ ଟସ୍ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିବ । ଘରୋଇ ପିଚରେ ଭାରତକୁ ସମର୍ଥନ ପାଇଁ ବାରବାଟିରେ ବେଶ୍ ଭିଡ଼ ଜମିଛି । ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦଳରେ…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଭକ୍ତଙ୍କ ପାଇଁ ସୁବିଧା ଛଡ଼ା ଅନ୍ୟ ନିର୍ମାଣ ବେଆଇନ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହିଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (NMA) । ଗତ ସଂସଦ ଅଧିବେଶନର ଶୂନ୍ୟକାଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ ।…

[ଦେଖନ୍ତୁ ଭିଡିଓ] ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଯିବେ, ପୋପଙ୍କୁ ଭେଟିବେ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ ଜଣାପଡ଼ିନାହିଁ । କୁହାଯାଉଛି ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବିଦେଶ…