ଧାରାବାହିକ ଉପନ୍ୟାସ : ଚୋରାବାଲି (୫୧)
ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୧
ଅସୁସ୍ଥତାରେ ଏଇମିତି ତା’ ହାତକୁ ବାରବାର୍ ମୁଠେଇ ଧରିଥିଲା ଆରାଧ୍ୟା । ସେଇ ଶିହରଣ । ସେଇ କମ୍ପନ । ସେଇ ଅନୁଭବ । କ'ଣ କରିବ ସେ?
ଗାଁ ମୁଣ୍ଡ ବନଦେବୀ ମନ୍ଦିରରୁ ସନ୍ଧ୍ୟା ଆଳିତୀ ,ଘଣ୍ଟ ଘଣ୍ଟା…