ଧାରାବାହିକ ଉପନ୍ୟାସ : ଚୋରାବାଲି (୪୧)
ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ 'ଚୋରାବାଲି' ଭାଗ ୪୧
ଓଃ...କି ଅଡ଼ୁଆ ପରିସ୍ଥିତି!nସୁକାନ୍ତି ଆସିଯାଆନ୍ତା କି.. । ସେ ମୁକ୍ତ ହୁଅନ୍ତା!
ରଘୁବୀର ଓ ସୁକାନ୍ତିର ଫେରି ଆସିବା ଦେଖି ଆଶ୍ୱସ୍ତ ହେଲା । କେୟାର ନେଉଥା କହି ଫେରି ଆସିଲା କୁମାର । ସାର୍ଙ୍କୁ…