Latest Odisha News

BREAKING NEWS

୮୦୦ ବର୍ଷ ପୁରୁଣା ପୋଖରୀ: ଯାହା ଗ୍ରାମକୁ ଦିଏ ଅମ୍ଳଜାନ

ରାଜସ୍ଥାନ: ପୂର୍ବ ସମୟରେ ଜଳ ସଂଗ୍ରହ ଉତ୍ସ ଭାବେ ପୋଖରୀ, କୂଅ ଆଦି ନିର୍ମାଣ କରାଯାଉଥିଲା, ଯାହା ଦ୍ୱାରା ବର୍ଷା ଜଳ ନଷ୍ଟ ନ ହୋଇ ସଂରକ୍ଷିତ ହୋଇ ରହିଥାଏ । ପରବର୍ତ୍ତୀ ସମୟରେ ଯେପରି ସ୍ଥାନୀୟ ବାସିନ୍ଦା ଜଳ ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିଲାଗି ବିଭିନ୍ନ ଉତ୍ସ ତିଆରି କରାଯାଉଥିଲା ।…

୨୯ରେ ରିଲିଜ୍ ହେବ ‘ପ୍ରିୟେ ତୁ ମୋ ସିଏ’ : ପ୍ରଥମଥର ଏକାଠି ନଜର ଆସିବେ ଅମ୍ଳାନ-ଏଲିନା

ଭୁବନେଶ୍ୱର: ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ…

ନିଜେ ପଢିଥିବା ସ୍କୁଲ୍‌ର ପିଲାଙ୍କୁ ‘ଆଦିପୁରୁଷ’ ଦେଖାଇବେ କ୍ରିତି

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା…

ମାଆଙ୍କ ସହ କଠିନ ଯୋଗ କରନ୍ତି କୁନି ଝିଅ, ସାଉଁଟୁଛନ୍ତି ଲୋକଙ୍କ ପ୍ରଶଂସା

ନ୍ୟୁୟର୍କ: କୁହାଯାଏ ଯେ, ସାଧାରଣତଃ ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ଅଧିକାଂଶ ଜିନିଷ ଶିଖିଥାନ୍ତି । ଘରର ଚାଲିଚଣନ ହେଉ ବା ପରମ୍ପରା ସବୁକିଛି ପିଲାମାନେ ଘରୁ ହିଁ ଶିଖିଥାନ୍ତି । ବିଶେଷକରି ମାଆମାନେ ଯାହା କରନ୍ତି ପିଲାମାନେ ତାହାକୁ ଦେଖି ଅଧିକ ଶିଖିଥାନ୍ତି । ଏବେ ଗୋଟେ ଛୋଟ…

ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ: ଏମିତି କହିଲେ ସୀତା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ହିଁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏମିତି କି ଫିଲ୍ମ ବ୍ୟାନ୍ କରିବାକୁ…

ମଡ଼େଲଙ୍କ ଦୁଃଖଭରା କାହାଣୀ: ଖେଳିବାକୁ କଣ୍ଢେଇଟିଏ ନ ଥିଲା, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ଅଷ୍ଟ୍ରେଲିଆ: କଥାରେ ଅଛି, ଭାଗ୍ୟ କେତେବେଳେ କାହାର ସାଥ୍ ଦେବ କେହି କହିପାରିବେ ନାହିଁ । ଭାଗ୍ୟ କାହାକୁ ଧନୀ କରିଦେଇଥାଏ ତ ଆଉ କାହାକୁ ଗରିବ ମଧ୍ୟ କରିଦିଏ । ଅନେକ ଲୋକଙ୍କ ଜୀବନରେ ଏପରି କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମଡ଼େଲଙ୍କ କାହାଣୀ ମଧ୍ୟ ଠିକ୍…

ମାଆ ହେଲେ ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ମାଆ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର । ବୁଧବାର ସକାଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ଉଭୟ ଦୀପିକା ଏବଂ ସୋଏବଙ୍କ ପରିବାରରେ ଖୁସି ଦେଖାଦେଇଛି । ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖୁସି ଖବର ସେୟାର କରିଛନ୍ତି ।…

ଚଷମା ଆକୃତିର ଟାଟୁ କଲେ ଯୁବକ: ଲୋକେ ଦେଖି ଆଶ୍ଚର୍ଯ୍ୟ

ଇଟାଲି: ଆଜିକାଲି ଯୁବପିଢୀ ନିଜ ଶରୀରର ବିଭିନ୍ନ ଅଂଶରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ଯେଉଁମାନେ ଟାଟୁକୁ ଭଲ ପାଆନ୍ତି, ସେମାନେ ଅଜବ ଡିଜାଇନ୍‌ର ଟାଟୁ କରିବାକୁ ପସନ୍ଦ କରନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ତାଙ୍କ…

ଅଭିନେତା ସିଜେନଙ୍କ ବିରୋଧରେ ଘରୋଇ ହିଂସାର ଆରୋପ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଜେନ୍ ଖାନ୍‌ଏବେ ଚର୍ଚ୍ଚାରେ । ସୁପରହିଟ୍ ଧାରାବାହିକ ‘କସୋଟି ଜିନ୍ଦେଗି କେ’ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ସିଜେନ୍ । ସିଜେନଙ୍କ ପତ୍ନୀ ବୋଲି ଦାବି କରି ଆୟିଶା ପିରାନୀ ନାମକ ଜଣେ ମହିଳା ତାଙ୍କ ଉପରେ ଘରୋଇ ହିଂସାର ଆରୋପ…

ଉତ୍ସାହ ଉଦ୍ଦିପନାରେ ଦେବଭୂମିରେ ପାଳିତ ହେଲା ରଥଯାତ୍ରା

ଭୁବନେଶ୍ୱର: ଦେବଭୂମି ଭାବେ ପରିଚିତ ଅନୁଗୋଳର ଜିନ୍ଦଲ ନଗରରେ ଉତ୍ସାହ ଉଦ୍ଦିପନାରେ ଆୟୋଜିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଶ୍ରମନ୍ଦିର ଢାଞ୍ଚାରେ ରଥ ଉପରେ ବିଜେ ହୋଇଥିବା ତିନି ଠାକୁରଙ୍କ ରଥକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଛେରା ପହଁରା କରିଥିଲେ…