ଏମିତି ଚାକରି ବର୍ଷକୁ ୨ କୋଟି ଦରମା, ହେଲେ ମିଳୁ ନାହାନ୍ତି ଲୋକ
ଚୀନ୍: ଆମ ଦେଶରେ ବେକାରୀ ସମସ୍ୟା ଏତେ ଅଧିକ ଯେ, ଲୋକମାନେ ଚାକିରି କରି ଟଙ୍କା ରୋଜଗାର ପାଇଁ ଯେ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ । ଏପରି ଏକ ଚାକିରୀ ଅଛି, ଯାହା ୨ କୋଟି ଟଙ୍କା ପ୍ରଦାନ କରୁଛି, କିନ୍ତୁ ଏହାକୁ କରିବାକୁ କେହି ରାଜି ହେଉନାହାନ୍ତି । ସବୁଠୁ ବଡ଼କଥା, ଏହି ଚାକିରି ପାଇଁ…