Latest Odisha News

BREAKING NEWS

ଶିକ୍ଷକଙ୍କ ଅଜବ ସଉକ: ପୁରା ଶରୀରରେ ଟାଟୁ ପାଇଁ ଖର୍ଚ୍ଚ କଲେ ୫୮ ଲକ୍ଷ ଟଙ୍କା

ପ୍ୟାରିସ୍‌: ଟାଟୁ ହେଉଛି ଏପରି ଏକ କଳା, ଯାହାକୁ ଲୋକମାନେ ନିଜ ଶରୀରରେ ପ୍ରୟୋଗ କରନ୍ତି । ପୂର୍ବ କାଳରେ, ଲୋକମାନେ ଏକ ନିର୍ଦ୍ଦିଷ୍ଟ ଡିଜାଇନ୍ , କାହାର ନାମ କିମ୍ବା କୌଣସି ଚିହ୍ନକୁ ଟାଟୁ କରିବା ପାଇଁ ଆଗ୍ରହୀ ହେଉଥିଲେ । କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହି ଟାଟୁ କରିବାକୁ ପାଗଳ…

କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ଏକାଠି ନଜର ଆସିଲେ ସଲମାନ, ପୂଜା

ମୁମ୍ବାଇ: କଂଗ୍ରେସ ନେତା ବାବା ସିଦ୍ଦିକି ଓ ତାଙ୍କ ପୁଅ ବିଧାୟକ ଜିସାନ ସିଦ୍ଦିକିଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟୋଜିତ ହୋଇଯାଇଛି ଇଫତାର ପାର୍ଟି । ଏହି ପାର୍ଟିରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ । ଏଥିରେ ସଲମାନ ଖାନ୍ ଓ ପୂଜା ହେଗେଡ ସାମିଲ ହୋଇଥିବା ନଜର ଆସିଥିଲେ ।…

ସମୁଦ୍ରରେ ସନ୍ତରଣ ବେଳେ ମହିଳାଙ୍କୁ କାମୁଡ଼ି ଦେଲା ସାର୍କ

ମାଲଦ୍ୱୀପ : ଯେଉଁମାନେ ସମୁଦ୍ରରେ ସନ୍ତରଣ କରନ୍ତି ସେମାନେ ଜାଣନ୍ତି ଯେ ସେମାନଙ୍କୁ ସମୁଦ୍ର ପ୍ରାଣୀମାନଙ୍କ ସହିତ ମୁହାଁମୁହିଁ ହେବାକୁ ପଡିବ । କିନ୍ତୁ କିଏ ଏତେ ବିପଜ୍ଜନକ ପ୍ରମାଣିତ ହେବ ତାହା ପୂର୍ବାନୁମାନ କରିବା ସବୁବେଳେ ସମ୍ଭବ ନୁହେଁ । ସମୁଦ୍ରରେ ସନ୍ତରଣ ବେଳେ ଜଣେ ମହିଳାଙ୍କୁ ଏକ…

ଟ୍ରେନ ଯାତ୍ରୀଙ୍କ ଅଜବ ଫର୍ମୁଲା : ଯାତ୍ରା ଯନ୍ତ୍ରଣା କମ୍ ପାଇଁ ସାଙ୍ଗରେ ନିଅନ୍ତି ସ୍ୱତନ୍ତ୍ର ସୋଫା

ଚୀନ୍‌: ବଡ଼ ବଡ଼ ସହରମାନଙ୍କରେ ନିତିଦିନିଆ କାର୍ଯ୍ୟ ପାଇଁ ଲୋକେ ମେଟ୍ରୋ ଟ୍ରେନ ହେଉ ବା ସାଧାରଣ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ଏହି ଟ୍ରେନ୍‌ରେ ସେମାନେ ନିୟମିତ ଅଫିସ ଯାଆସ କରିଥାନ୍ତି । ଅଫିସରୁ କ୍ଲାନ୍ତ ହୋଇ ଘରକୁ ଫେରିବା ସମୟରେ ଯଦି ଟ୍ରେନ୍‌ରେ ସିଟ୍ ନ ମିଳିଲା,ତାହାହେଲେ…

୧୯ ଦିନ ନ ଶୋଇ ରେକର୍ଡ଼ କଲେ ବ୍ୟକ୍ତି, ପରେ ଗିନିଜ ବୁକ୍ ଏପରି ରେକର୍ଡ଼କୁ ସମ୍ପୂର୍ଣ୍ଣ ନିଷେଦ୍ଧ କରିଦେଲେ

ନ୍ୟୁୟର୍କ: ଜଣଙ୍କୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ଉଚିତ୍ ବୋଲି ଡ଼ାକ୍ତର ପରାମର୍ଶ ଦିଅନ୍ତି । କିନ୍ତୁ ଜଣେ ବ୍ୟକ୍ତି ୪୫୩ ଘଣ୍ଟା ୪୦ ମିନିଟ୍ ଅର୍ଥାତ୍ ପ୍ରାୟ ୧୯ ଦିନ ନ ଶୋଇ ବିଶ୍ୱ ରେକର୍ଡ଼ କରିଥିଲେ । ଏହି ସଫଳତା ଏତେ ବିପଜ୍ଜନକ ଥିଲା ଯେ, ଗିନିଜ ବୁକ୍‌ର କର୍ମକର୍ତ୍ତା ଏଭଳି ଅବାଞ୍ଚିତ…

କାରିଗରଙ୍କ ଅପୂର୍ବ କଳାକୃତି: ପାଣି ଉପରେ ଫୁଲରେ ସଜ୍ଜିତ ହୋଇଛି ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି

ଦୁନିଆରେ କୁଶଳୀ କାରିଗରଙ୍କ ଅଭାବ ନାହିଁ । ସେମାନଙ୍କର ଏପରି କଳାକୃତି ଦେଖିବାକୁ ମିଳେ, ଯାହା ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ଆଗ୍ରହର କଳାକୃତିକୁ ନେଇ ବିଭୋର । ଏବେ ସୋସିଆଲ ମିଡିଆରେ ଏହିପରି ଏକ କଳାର ଏକ ଭିଡିଓ ସେୟାର…

ଉଚ୍ଚତା ପାର୍ଥକ୍ୟ ଦମ୍ପତିଙ୍କୁ କଲା ଚର୍ଚ୍ଚିତ

ବ୍ରିଟେନ: ପ୍ରଥମେ ପ୍ରେମ, ପରେ ବିବାହ । ଆଉ ପରେ ଗିନିଜ୍ ବୁକ୍ ଅଫ୍ ୱାଲଡ଼୍ ରେକର୍ଡ଼ସରେ ରହି ଚର୍ଚ୍ଚାରେ । ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ । ଆମେ ଆପଣଙ୍କୁ ଏମିତି ଏକ ଦମ୍ପତିଙ୍କ ବିଷୟରେ କହୁଛୁ, ଯିଏ ନିଜ ଉଚ୍ଚତାକୁ ନେଇ ଚର୍ଚ୍ଚିତ । ଏହି ଚର୍ଚ୍ଚିତ ଯୋଡ଼ି ହେଲେ ବ୍ରିଟେନର ଜେମ୍ସ ଓ…

ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସା କଲେ ଅନୀଲ: କହିଲେ ତାଙ୍କ ସହ ଫିଲ୍ମ କରିବାକୁ ଆହୁରି ଇଛା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍‌ଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସାରେ ପୋତିଦେଲେ ଅଭିନେତା ଅନିଲ କପୁର । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ମାଧୁରୀ ତେଜାବ୍ ଫିଲ୍ମର ‘ଏକ-ଦୋ-ତିନି-ଚାର’ ଗୀତରେ ଡ଼୍ୟାନ୍ସ କରିଥିଲେ । ମଞ୍ଚରେ ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ଅନୀଲ ପ୍ରଶଂସା ନ କରି…

ଅଫର୍ ଦେଖି ମହିଳା କଲେ ଓଠ ଅସ୍ତ୍ରୋପଚାର : ଏବେ ନିଜେ ନିଜକୁ ଚିହ୍ନି ପାରୁନାହାନ୍ତି

ଲସ୍ ଆଞ୍ଜେଲ୍ସ: ଆଜିକାଲି ସବୁ ମହିଳା ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । କିଏ ସର୍ଜରୀ କରୁଥିବା ବେଳେ ଆଉ କିଏ ଇଞ୍ଜେକ୍ସନ ନେଇଥାନ୍ତି । ନଚେତ୍ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି । ଯାହା ପରବର୍ତ୍ତୀ ସମୟରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ…

ଦୁନିଆର ସବୁଠୁ ଲମ୍ବା ନାକଧାରୀ ବ୍ୟକ୍ତି : ଲଣ୍ଡନରେ ନିର୍ମିତ ହୋଇଛି ତାଙ୍କ ପ୍ରତିମୂର୍ତ୍ତି

ଲଣ୍ଡନ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କ ଚେହେରା ବିଷୟରେ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବା । ଆପଣ ଲମ୍ବା ପୁରୁଷ, ଦୀର୍ଘତମ ମହିଳା ଏବଂ ଦୀର୍ଘତମ ପରିବାର ବିଷୟରେ ଶୁଣିଥିବେ ନିଶ୍ଚୟ । ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ନାକ ଦୁନିଆର…