Latest Odisha News

BREAKING NEWS

ନୂଆ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଜୀ-ସାର୍ଥକ ବ୍ୟାନରରେ ନିର୍ମିର୍ତ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା' ର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି ଉତ୍ସବ ରେ ଫିଲ୍ମର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକର ଚିଫ୍ ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ…

ଛୋଟ ଝିଅର ମୁହଁରେ ଏମିତି କଜଳ ଲଗାଇଲେ ମହିଳା, ଲୋକେ କଲେ ଗାଳିଗୁଲଜ

ଛୋଟ ପିଲାଙ୍କ ଦେହରେ କଜଳ ଲଗାଇଲେ କାହାର ଖରାପ ନଜର ପଡ଼େ ନାହିଁ ବୋଲି ବିଶ୍ୱାସ କରାଯାଏ । ସେଥିଲାଗି ପ୍ରତ୍ୟେକ ମାଆ ନିଜ ପିଲାର ମୁହଁରେ ଭିନ୍ନ ଭିନ୍ନ ଷ୍ଟାଇଲରେ କଜଳ ଲଗାଇଥାନ୍ତି । କିନ୍ତୁ ଏବେ ଏମିତି ଜଣେ ଛୋଟ ଝିଅର ମୁହଁରେ କଜଳ ଲଗାଯାଇଛି,ଯାହାକୁ ଦେଖି ଅନେକ ଲୋକ ଗାଳିଗୁଲଜ କରିବା…

‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଖୁବଶୀଘ୍ର ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବଂ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏନେଇ ତାଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ଖୁବ୍‌ଶୀଘ୍ର ଧର୍ମେନ୍ଦ୍ର ଫିଲ୍ମ ‘ରକି ଔର ରାନୀ କି…

ଗଧର ସୁମଧୁର ସ୍ୱର ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ କିମ୍ବା ଏତେ ମଜାଳିଆ ହୋଇଥାଏ ଯେ, ସେଗୁଡିକ ଦେଖିବାବେଳେ ଆପଣ ନ ହସି ରହିପାରିବେ ନାହିଁ । ଆପଣଙ୍କୁ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ,ଯ।।ହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା…

ସିମ୍ପାଞ୍ଜି ସହ ଭିଡିଓ କରି ହଟହଟା ହେଲେ ଯୁବକ

ଜାକର୍ତ୍ତା: ଲୋକେ ସେଲ୍‌ଫି ଓ ଭିଡ଼ିଓ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏବେ ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ଭିଡ଼ିଓ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି…

ଆଡ଼ଭାନ୍ସ ଟିକେଟ୍ ବୁକିଂରେ ‘ଦୃଶ୍ୟମ ୨’କୁ ପଛରେ ପକାଇବ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ୍ ୨' ବକ୍ସ ଅଫିସରେ କମାଲ କରିଥିଲା । ଏବେ ଅଜୟଙ୍କ ଅଭିନିତ ଫିଲ୍ମ ‘ଭୋଲା’କୁ ନେଇ ଖୁବ୍ ଚର୍ଚ୍ଚା । ମାର୍ଚ୍ଚ ୧୯ ତାରିଖରୁ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏହା ମାତ୍ର ତିନି ଦିନ ମଧ୍ୟରେ ଚମତ୍କାର ବ୍ୟବସାୟ କରିଛି । ତେଣୁ…

ବିବାହ ଉତ୍ସବରେ କନ୍ୟାର ଅଳଙ୍କାର ଦେଖି ଲୋକେ କଲେ ପରିହାସ

ଆଜିକାଲି ବିବାହ କେବଳ ସାଜସଜ୍ଜା ଏବଂ ଖାଦ୍ୟରେ ସୀମିତ ରହିନାହିଁଁ । ବିବାହରେ ବେଶୀ ଗୁରୁତ୍ୱ ଦିଆଯାଉଛି କନ୍ୟାଙ୍କ ଅଳଙ୍କାର ଓ ତାର ମେକ୍‌ଅପ୍‌କୁ । ଏବେ ସୋସିଆଲ ମିଡ଼ିଆରେ ଜଣେ ଯୁବତୀ ବିବାହ ଉତ୍ସବରେ ପିନ୍ଧିଥିବା ଅଳଙ୍କାରକୁ ନେଇ ଢେର ଚର୍ଚ୍ଚା । ଯୁବତୀ ଜଣକ ଏପରି ଅଳଙ୍କାର…

ଘରେ ବାପାଙ୍କ ମୃତଦେହ: କାନ୍ଦି କାନ୍ଦି ଝିଅ ଦେଲା ପରୀକ୍ଷା

ମଧ୍ୟପ୍ରଦେଶ: ଥରେ ଭାବନ୍ତୁ ତ, ହଠାତ୍ ହୃଦ୍‌ଘାତରେ ପ୍ରାଣହରାଇଥିବା ବାପାଙ୍କର ମୃତଦେହ ଘରେ ପଡ଼ିରହିଛି । ଆଉ ଝିଅକୁ ଦ୍ୱାଦଶ ପରୀକ୍ଷା ଦେବାକୁ ହେବ । ନିଜର ଅରାଜି ସତ୍ତ୍ୱେ ଜୀବନଯୁଦ୍ଧରେ ଆଗକୁ ବଢିବା ପାଇଁ ଏଭଳି ଅବସ୍ଥାରେ ପରୀକ୍ଷା ଦେବାକୁ ଗଲା ଝିଅ । ପରୀକ୍ଷା ସରିବା ପରେ ଘରକୁ…

ଏମିତି ବି ହୁଏ: କୋଟିପତି ମାଲିକ ଏବେ ଭିକାରୀ

ବ୍ରିଟେନ୍‌: ଭାଗ୍ୟ ମଣିଷ ସହିତ କି ଖେଳ ଖେଳିବ ତାକୁ କେହି ବି ଆକଳନ କରିବା କଷ୍ଟ । ଆମେ ସମସ୍ତେ ନିଜେ ନିଜ କାମ କରିଥାଉ ଆଗକୁ ବଢିବା ପାଇଁ । ସେ ଭିତରୁ କାହାକୁ ଢେର ସଫଳତା ମିଳେ ତ ଆଉ କାହାକୁ ହତାଶ ହେବାକୁ ପଡ଼େ । ଏମିତି ଏକ ଭାଗଚକ୍ରରେ ପେଶି ହୋଇଥିବା ବ୍ୟକ୍ତିର କାହାଣୀ ବିଷୟରେ…

ପାପାରାଜିଙ୍କୁ ଫଟୋ ପୋଜ୍ ଦେବାରୁ କରିନାଙ୍କ ଉପରେ ରାଗିଲେ ସୈଫ

ମୁମ୍ବାଇ: ବି-ଟାଉନରେ ସବୁଠାରୁ ଅଧିକ ଫଟୋ କ୍ଲିକ୍ ହୋଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ କରୀନା କପୁର ଖାନ୍ ଅନ୍ୟତମ । ଯେତେବେଳେ ସେ ମୁମ୍ବାଇର ରାସ୍ତାରେ ଯାଆନ୍ତି ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଉତ୍ସାହିତ ହୁଅନ୍ତି । ପାପାରାଜିଙ୍କ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ…