ହଟ୍ ଡ଼୍ରେସ ପିନ୍ଧି କ୍ଷେତରେ କାମ କରନ୍ତି ମହିଳା
କୌଣସି କାମ ଛୋଟ କି ବଡ଼ ନୁହେଁ । ଆଗ୍ରହର ସହ କାମ କଲେ ସଫଳତା ମିଳିବା ନିଶ୍ଚିତ । ସେମିତି ଜଣେ ଗ୍ଲାମରସ ମହିଳା ବଗିଚାରେ ଚାଷ କାର୍ଯ୍ୟ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ତାଙ୍କର ଏହି ଉଦ୍ୟମକୁ ଖୁବ୍ ପ୍ରଶଂସା କରୁଛନ୍ତି ।
ବଗିଚା ହେଉ ବା…