Latest Odisha News

BREAKING NEWS

ଝଗଡ଼ାର ପ୍ରତିଶୋଧ: ଜମିରେ ଡେଇଁ ଡ଼େଇଁ ଫସଲ ନଷ୍ଟ କଲେ ଦୁଇ ମହିଳା

ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ଅଜବ ଘଟଣା ଦେଖିବାକୁ ମିଳୁଥିବା ବେଳେ ସେଭିତରୁ କିଛି ମନୋରଞ୍ଜନର ଖୋରାକ ବି ଯୋଗାଇଥାଏ । ଏବେ ଏହିପରି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ । ଦୁଇ ଜଣ ମହିଳା ଉତ୍ତ୍ୟକ୍ତ ହୋଇ ପ୍ରତିଶୋଧ ନେବା ପାଇଁ କେମିତି…

୨୦ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ବ୍ୟକ୍ତି

ସାଧାରଣତଃ ଲୋକମାନେ ଘରୁ ବାହାରକୁ ଯିବା ମାତ୍ରେ ଜୋତା ପିନ୍ଧିଥାନ୍ତି । ଆଜିକାଲି ଘରେ ଜୋତା ପିନ୍ଧିବା ବି ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ହେଲା ଜୋତା ପିନ୍ଧୁନାହାନ୍ତି । ବିନା ଚପଲରେ ସେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି । ଏହାର…

ଜ୍ୱିଗାଟୋରେ ଓଡ଼ିଆ ପୁଅଙ୍କ କମାଲ: ବିଭିନ୍ନ ମହଲରୁ ପ୍ରଶଂସାର ସୁଅ

ଭୁବନେଶ୍ୱର: ସଦ୍ୟ ମୁକ୍ତିଲାଭ କରିଥିବା ହିନ୍ଦି ଫିଲ୍ମ ଜ୍ୱିଗାଟୋ ବକ୍ସ ଅଫିସରେ ସଫଳତା ପାଇଲା ନାହିଁ ସତ । କିନ୍ତୁ ଏହି ଫିଲ୍ମ ଜରିଆରେ ବଲିଉଡ଼ରେ ଡ଼େବ୍ୟୁ କରିଥିବା ଓଡ଼ିଶାର ଶିଶୁ କଳାକାର ପ୍ରଜ୍ୱଳ ସାହୁଙ୍କୁ ନେଇ ଢେର ଚର୍ଚ୍ଚା । ଏଥିରେ ସେ ତାଙ୍କ ଅଭିନୟରେ କମାଲା ଦେଖାଇଛନ୍ତି ।…

ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଲାନି ଜ୍ୱିଗାଟୋ

ମୁମ୍ବାଇ: ମାର୍ଚ୍ଚ ୧୭ ତାରିଖରେ ମୁକ୍ତିଲାଭ କରିଛି ଜ୍ୱିଗାଟୋ । ପ୍ରଥମ ଦିନରେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନାହିଁ । ପ୍ରଥମ ଦିନରେ ମାତ୍ର ୫୦ ଲକ୍ଷ ବ୍ୟବସାୟ କରିଛି, ଯାହା ଖୁବ ନିରାଶଜନକ । ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଜ୍ୱିଗାଟୋ’ରେ…

ପରିବାରର ୩ ପିଢି କଲେ ମାତୃତ୍ୱର ଫଟୋ ସୁଟ୍

ମାତୃତ୍ୱ ଫଟୋସୁଟ ଅତ୍ୟନ୍ତ ଭାବପ୍ରବଣ ଏବଂ ଅନେକ ସ୍ମୃତି ସଞ୍ଚୟ କରେ । କିନ୍ତୁ ଆଜି ଆମେ ଯେଉଁ ଦମ୍ପତିଙ୍କ ବିଷୟରେ କହୁଛୁ, ସେମାନଙ୍କର ମାତୃତ୍ୱ ଫଟୋ ସୁଟ୍ ପୁରା ସ୍ୱତନ୍ତ୍ର । ଏଠାରେ ତିନି ପିଢିର ଫଟୋ ସୁଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋଗ୍ରାଫର…

ବୟସ ହାର ମାନିନି : ୧୦୩ ବର୍ଷ ବୟସରେ ବି ଫିଟ୍

ସୁସ୍ଥ ରହିବାର ମନ୍ତ୍ର ହେଉଛି ନିଜର ଦୈନିକ ଜୀବନଚର୍ଯ୍ୟା ଓ ଦୈନନ୍ଦିନ ଖାଦ୍ୟ ପାନୀୟ ଭିତରେ ସନ୍ତୁଳନ ରଖିବା । ଏକଥା ସମସ୍ତେ ଜାଣିଥିଲେ ବି ବଦଳୁଥିବା ଜୀବନ ଶୈଳୀ ତଥା ରୋଜଗାରର ଆବଶ୍ୟକତା ଭିତରେ ସୁସ୍ଥ ରହିବାର ଉପାୟ ଫିକା ପଡ଼ିଯାଇଛି । କମ ବୟସରେ ବି ବିଭିନ୍ନ ପ୍ରକାର ଛୋଟବଡ଼ ରୋଗ ଆମ…

ବିଲେଇର ଫଟୋ ସୁଟ୍‌: ଅସଲି ନା ନକଲି ତାକୁ ନେଇ ଦ୍ୱନ୍ଦ୍ୱ

ସୋସିଆଲ ମିଡିଆରେ ଏମିତି ଅଜବ ଜିନିଷ ଭାଇରାଲ ହୋଇଥାଏ, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ ହିଁ କରିଥାଏ । ଏବେ ସେମିତି ଦୁଇଟି ବିଲେଇର ଭିଡ଼ିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ଏହା ଅସଲି ନା ନକଲି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ…

କଲେଜରେ ହୁଏ ବାହାଘର: ଜୁନିୟର ଛାତ୍ରୀଛାତ୍ର କରାନ୍ତି ସିନିୟରଙ୍କ ବିବାହ

ଲାହୋର: ସମୟ ବଦଳିବା ସହ ଲୋକଙ୍କ ମାନସିକତା ଓ ଚଳଣିରେ ଅନେକ ପରିବର୍ତ୍ତନ ଆସିଛି । ବିଶେଷକରିି ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ ପଦ୍ଧତିରେ ଅନେକ ନୂଆ ନୂଆ ଧାରା ପ୍ରୟୋଗ ଦେଖିବାକୁ ମିଳିଛି । ତେବେ ଏମିତି ଏକ ବାହାଘର କଥା କହୁଛୁ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।…

‘ହେରାଫେରୀ-୩’ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି

ମୁମ୍ବାଇ: ଫିଲ୍ମ ହେରାଫେରୀ-୩ରେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଏଣ୍ଟ୍ରି କରିଛନ୍ତି । ଏଥିରେ ସେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି’ ର ଏକ ଅଂଶ ହୋଇଛନ୍ତି ବୋଲି ନିଜେ ସଞ୍ଜୟ ସ୍ପଷ୍ଟ…

ଭିନ୍ନ ପରମ୍ପରା: ଝିଅର ବିବାହରେ ମାମୁଁ ଘରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଉପହାର

ରାଜସ୍ଥାନ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ରୀତିନୀତି ଭିନ୍ନ ଭିନ୍ନ ହୋଇଥାଏ । ସେହିପରି ରାଜସ୍ଥାନର ଏକ ପ୍ରଥା ହେଉଛି ‘ଭାତ’୍ । ଜାଟ୍ ପରିବାରରେ ଏହା ମାୟରା ନାମରେ ଜଣାଶୁଣା । ଏହି ରୀତିନୀତି ଭାଇ ଦ୍ୱାରା କରାଯାଏ । ପୁଅ କିମ୍ବା ଝିଅର ବିବାହ ସମୟରେ ସେମାନଙ୍କ ମାମୁଁ ଘରକୁ…