ବିମାନ ଯାତ୍ରାରେ ଭାଙ୍ଗିଲା ଲଗେଜ୍, କ୍ଷତିପୂରଣ ବାବଦକୁ ଯାତ୍ରୀଙ୍କୁ ମିଳିଲା ୧୩ ଲଗେଜ୍
ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀଙ୍କ ଲଗେଜ୍ ନଷ୍ଟ ହୋଇଯିବା କାରଣରୁ ପ୍ରତିବଦଳରେ ତାଙ୍କୁ ମିଳିଛି ଏକାଥରେ ୧୩ଟି ଲଗେଜ୍, ଯାହା ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି । ଏଭଳି ଘଟଣା ଘଟିଛି ଫ୍ଲୋରିଡ଼ାରେ ।
ଫ୍ଲୋରିଡାର ବାସିନ୍ଦା ୨୯ ବର୍ଷୀୟା ମହିଳା ପେଟନ୍ ଥମସନ୍ ନିକଟରେ ଏହି ପ୍ରସଙ୍ଗ…