Latest Odisha News

BREAKING NEWS

କଙ୍ଗୋ ନୃତ୍ୟ କରି ୧୪ କୁକୁରଙ୍କ ୱାର୍ଲ୍ଡ ରେକର୍ଡ

କୁକୁରମାନେ ନୃତ୍ୟ କଲେ । ତାହାସହିତ ବିଶ୍ୱ ରେକର୍ଡ଼ ବି କଲେ । ଗୋଟେ କି ଦୁଇଟି ନୁହେଁ ଏକାଥରକେ୧୪ କୁକୁର ଏକାଠି କଙ୍ଗୋ ନୃତ୍ୟ କରି ତିଆରି କରିଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ । ଏବେ ସୋସିଆଲ ମିଡ଼ିଆରେ ୧୪ କୁକୁରଙ୍କ ଏହି ନୃତ୍ୟ ଖୁବ୍ ଭାଇରାଲ ହେଉଛି । ମୂଳତଃ ଜର୍ମାନୀବାସିନ୍ଦା…

୧୨ ବର୍ଷ ପରେ ଦ୍ୱିତୀୟ ବିବାହ କରିବେ ଅଭିନେତ୍ରୀ ସାରା : ବିଗ୍ ବସ୍ ଘରେ କରିଥିଲେ ପ୍ରଥମ ବିବାହ

ନୂଆଦିଲ୍ଲୀ : ଅଭିନେତ୍ରୀ ସାରା ଖାନ ଏବେ ନିଜର ଅପ୍‌କମିଂ ଫିଲ୍ମ “୧୯୯୦” କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସହିଦ କାଜମି । ଫିଲ୍ମରେ ସାରାଙ୍କ ସହ ଅର୍ଜୁନ ମନହସ ଏବଂ ମୀର ସରୱରଙ୍କୁ ଦେଖିବାକୁ ମିଳିବ । ତେବେ ସାରାଙ୍କ ପ୍ରଫେସନାଲ ଲାଇଫ ସହିତ ବ୍ୟକ୍ତିଗତ…

ବିଚିତ୍ର ଅଞ୍ଚଳ: ପାଣିରେ ଭାସୁଛି ଗାଁ

ପାହାଡ଼ ଶିଖରରେ କିମ୍ବା ଅଗନାଅଗନି ବନସ୍ତରେ ଲୋକେ ଘର କରି ରହିବା କଥା ଆମେ ଶୁଣିଛେ । କିନ୍ତୁ ସମୁଦ୍ର ପାଣିରେ ବର୍ଷ ବର୍ଷ ଧରି ଘର କରି ରହିବା ଓ ପାଣିକୁ ଭିଟାମାଟି ଭାବେ ବିଚାର କରିବା ନିହାତି ଆଚମ୍ବିତ ଘଟଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଗୋଟିଏ କି ଦୁଇଟି ଘର ନୁହେଁ, ପାଣି ଉପରେ ଘର…

ରଜନୀକାନ୍ତଙ୍କ ପାଇଁ ୭ ଦିନ ଉପବାସ ରହିଥିଲେ ଶ୍ରୀଦେବୀ

ମୁମ୍ବାଇ: ଆନ୍ନା ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଅଧିକ ଅଭିନେତ୍ରୀଙ୍କ ସହିତ ଅଭିନୟ କରିଛନ୍ତି । କେବଳ ଦକ୍ଷିଣୀ ସିନେମାରେ ନୁହେଁ, ସଂଖ୍ୟାଧିକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟର ଛାପ ରହିଛି । ଅନ୍‌ସ୍କ୍ରିନ୍ ରଜନୀକାନ୍ତ ତାଙ୍କ ବୟସଠାରୁ ଯଥେଷ୍ଟ ଛୋଟ ଅନେକ…

ଲୋକପ୍ରିୟତାର ଶୀର୍ଷରେ ‘ଝିଲି’

ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ଝିଲି' ଏବେ ଲୋକପ୍ରିୟତାର ଶୀର୍ଷରେ । ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଝିଲି -ସିଦ୍ଧଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହାର ମୁଖ୍ୟ କାରଣ ହେଲା କାହାଣୀ, ଯାହା ସବୁବର୍ଗର ଦର୍ଶକଙ୍କୁ ବାନ୍ଧି ରଖି…

ଟିଭି ପରଦାର ଦାମୀ ଅଭିନେତ୍ରୀ ରୁପାଲି

ନୂଆଦିଲ୍ଲୀ: ଛୋଟ ପରଦାର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀ ହିନ୍ଦି ସମେତ ଅନ୍ୟାନ୍ୟ ଭାଷାରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ । କିନ୍ତୁ ଏବେ ଟିଭିର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ତାଙ୍କର ଭାଗ୍ୟକୁ ବଦଳାଇ ଦେଇଛି । ସମ୍ପ୍ରତି ସେ ପାଲଟି ଯାଇଛନ୍ତି ଟିଭି…

ଘର ମରାମତି ବେଳେ କାନ୍ଥରୁ ବାହାରିଲା ପୁଳା ପୁଳା ଟଙ୍କା

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଜଣେ ବ୍ୟକ୍ତି ନିଜ ଘରର ମରାମତି କାମ କରୁଥିବା ବେଳେ ଘର କାନ୍ଥରେ ପୁଳା ପୁଳା ଟଙ୍କା ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆମେରିକା ବାସିନ୍ଦା ଆମଣ୍ଡ ରିସ୍ ନାମକ ଜଣେ…

ଥାନାରେ ଏଏସ୍‌ଆଇଙ୍କ ‘ଗୋଦ ଭରାଇ’

ଥାନାକୁ ସମ୍ପୂର୍ଣ୍ଣ ଭାବେ ଫୁଲ ଓ ବେଲୁନ୍‌ରେ ସଜ୍ଜା ଯାଇଥିଲା । କିଛି ଥାନା କର୍ମଚାରୀ ଡ଼୍ୟୁଟି କରୁଥିବା ବେଳେ ଆଉ କିଛି ସାଜ୍ଜସଜ୍ଜାରେ ଲାଗି ପଡ଼ିଥିଲେ । ସେଠାରେ ଉତ୍ସବର ଆୟୋଜନ କରାଯାଇଥିଲା । ତାହା ପୁଣି ଗୋଦ୍ ଭରାଇ କାର୍ଯ୍ୟକ୍ରମ । ଏହା ଶୁଣିବା ପରେ ଟିକେ ଖଟକା ଲାଗିପାରେ । ହେଲେ…

୨ ବର୍ଷ ପରେ ରିିଅଲିଟି ଶୋରେ ନଜର ଆସିବେ ମନ୍ଦିରା: ସ୍ୱାମୀଙ୍କ ମୃତ୍ୟୁ ଜୀବନ ବଦଳାଇ ଦେଇଛି

ନୂଆଦିଲ୍ଲୀ- ବଲିଉଡରୁ କ୍ରିକେଟ୍ ପର୍ଯ୍ୟନ୍ତ ସବୁଠି ମନ୍ଦିରା ବେଦୀ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯଦିଓ ସେ କିଛି ସମୟ ପାଇଁ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ, ଖୁବ୍ ଶୀଘ୍ର କିି୍ରକେଟ୍‌ର ଏକ ରିଅଲିଟି ଶୋ ରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଶୋର ନାଁ ହେଉଛି…

ଶ୍ୱଶୁରଙ୍କ ଇଛା ପୂରଣ କଲେ ଜ୍ୱାଇଁ : ହେଲିକ୍ଟପରରେ ଆସିଲେ, ଯୌତୁକ ନେଲେ ଏକ ଟଙ୍କା ଓ ନଡ଼ିଆ

ରାଜସ୍ଥାନ: ନିଜ ଶ୍ୱଶୁରଙ୍କ ଶେଷ ଇଛା ପୂରଣ କଲେ ଜ୍ୱାଇଁ । ବର ବେଶରେ ସଜ୍ଜିତ ହୋଇ ହେଲିକ୍ଟପରରେ ଆସିଲେ । ଆଉ ଯୌତୁକ ବାବଦକୁ ନେଲେ ମାତ୍ର ୧ ଟଙ୍କା ଓ ଗୋଟିଏ ନଡ଼ିଆ । ଏଭଳି ଏକ ବିରଳ ବିବାହକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ରାଜସ୍ଥାନ ଅଲୱାର ମାଧୋଗଡ ଗ୍ରାମର ବାସିନ୍ଦା ରବିନ ସିଂହ…