Latest Odisha News

BREAKING NEWS

ବିବାହର ୧୦ ବର୍ଷ ପରେ ମା’ ହେବେ ଅଭିନେତ୍ରୀ ନେହା, ସମ୍ପର୍କୀୟଙ୍କଠାରୁ ଶୁଣୁଥିଲେ କଟୁ କଥା

ମୁମ୍ବାଇ: ଟିଭି ଧାରାବାହିକ 'ବାଳିକା ବଧୁ' ରେ ଅଭିନୟ କରି ଘରେ ଘରେ ପରିଚିତ ନେହା ମାର୍ଦା ଏବେ ମାଆ ହେବାକୁ ଯାଉଛନ୍ତି । ବିବାହର ୧୦ ବର୍ଷ ପରେ ମାଆ ହେବାକୁ ଯାଉଥିବାରୁ ସେ ଓ ତାଙ୍କ ପରିବାର ବହୁତ ଖୁସି । ଧୁମ୍‌ଧାମ୍‌ରେ ତାଙ୍କର “ଗୋଦ୍ ଭରାଇ” ଉତ୍ସବ ପାଳନ କରିଛନ୍ତି ନେହା ଓ ତାଙ୍କ…

ରହସ୍ୟମୟ ଗାଁ : ଏଠି ସବୁ ଦୃଷ୍ଟିହୀନ

ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ…

ଟେଡ଼ି ବିୟରକୁ ବିବାହ କଲେ ମହିଳା

ଛୋଟପିଲାମାନେ ସାଧାରଣତଃ ଟେଡ଼ି ବିୟରକୁ ଏତେ ଭଲ ପାଆନ୍ତି ଯେ, ତାକୁ କ୍ଷଣିକ ପାଇଁ ନିଜ ପାଖରୁ ଛାଡ଼ନ୍ତି ନାହିଁ । କିନ୍ତୁ ଜଣେ ମହିଳା ଯିଏ କି ଟେଡ଼ି ବିୟରକୁ ଏତେ ଭଲ ପାଉଥିଲେ ଯେ, ଶେଷରେ ତାକୁ ବିବାହ କରିବାକୁ ବି ପଛାଇ ନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ ।…

ଗୋଟିଏ ଭୁଲ ଅଭିନେତ୍ରୀ ମନୀଷାଙ୍କ କ୍ୟାରିୟରକୁ କଲା ବରବାଦ

ମୁମ୍ବାଇ: ସମୟ ଥିଲା ଯେତେବେଳେ ଅଭିନେତ୍ରୀ ମନୀଷା କୋଇରାଲା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଗଣିତ ସିନେପ୍ରେମୀ ପାଗଳ ହୋଇଯାଉଥିଲେ । କିନ୍ତୁ ପରେ ସମୟ ଏପରି ମୋଡ ନେଲା ଯେ, ରାଜପରିବାରରୁ ଆସି କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ରରୁ ରାତାରାତି ତାରକା ପାଲଟିଥିବା ମନୀଷା ନିଜର ଛୋଟ ଭୁଲ ପାଇଁ…

ଶୋଇବା ଘରୁ ୭ ଫୁଟ୍‌ର ଅଜଗର ଉଦ୍ଧାର

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧାଙ୍କ ଶୋଇବା ଘରୁ ୭ ଫୁଟ୍‌ର ଅଜଗର ସାପ ଉଦ୍ଧାର କରାଯାଇଛି । ରବିବାର ରାତିରେ ସମାରି ଏକୁଟିଆ ନିଜ ଶୋଇବା ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ତାଙ୍କ ମୁଣ୍ଡ ପାଖରେ…

ସରିଲା ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ

ଭବାନୀପାଟଣା: ସରିଲା କଳାହାଣ୍ଡି ଜିଲାସ୍ତରୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ । ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ହୃଷିକେଶ ମେହେର ଅଧ୍ୟକ୍ଷତା କରିଥିଲେ । ଏଥିରେ ଜୁନାଗଡ଼…

ଘର ଘର ବୁଲି ଲିପ୍‌ଷ୍ଟିକ୍‌, ବିନ୍ଦି, ଚୁଡ଼ି ବିକୁଥିଲେ ଅର୍ଶଦ

ମୁମ୍ବାଇ: ଦିନ ଥିଲା ଲିପ୍‌ଷ୍ଟିକ୍ ଓ ବିନ୍ଦି ବିକ୍ରି କରି ଘର ଚଳାଉଥିଲେ । ଏକ ଛୋଟ ଭଡ଼ା ଘରେ ବି ରହୁଥିଲେ । କିନ୍ତୁ ଏବେ ସେ କୋଟି କୋଟି ସମ୍ପତ୍ତିର ମାଲିକ । ତାଙ୍କ ପାଖରେ ଅଛି ବିଳାସପୂର୍ଣ୍ଣ କାର,ବଙ୍ଗଳା । ସେ ବ୍ୟକ୍ତି ଜଣକ ହେଉଛନ୍ତି ବଲିଉଡର ଅନ୍ୟତମ ଲୋକପ୍ରିୟ ତଥା ଦକ୍ଷ ଅଭିନେତା…

ବର ୩ ଫୁଟ୍‌କୁ କନିଆ ୩ ଫୁଟ୍‌

ରାଜସ୍ଥାନ: ନିଜ ଜୀବନସାଥୀକୁ ନେଇ ଅନେକଙ୍କର ଭିନ୍ନ ଭିନ୍ନ ସ୍ୱପ୍ନ ଥାଏ । ନିଜ ପସନ୍ଦର ଜୀବନସାଥୀ ମିଳୁ ବୋଲି ଅନେକ ଭଗବାନଙ୍କୁ ଗୁହାରି ମଧ୍ୟ କରିଥାନ୍ତି । ସେହିଭଳି ରାଜସ୍ଥାନର ଜଣେ ଯୁବକ ନିଜ ପସନ୍ଦର ଜୀବନସାଥୀ ପାଇଛନ୍ତି ଯାହାକୁ ନେଇ ଏହି ଯୋଡ଼ିଙ୍କର ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା…

କମ୍ପାନୀ ହେବ ତ ଏମିତି : ୪୦ କର୍ମଚାରୀଙ୍କୁ ମାଲିକ ବାଣ୍ଟିଲେ ୭୦ କୋଟିର ବୋନସ

ସାଧାରଣତଃ ଯେତେବେଳେ ଏକ କମ୍ପାନୀର ଆୟ ଭଲ ରୁହେ ସେତେବେଳେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଭଲ ବୋନସ ମିଳିଥାଏ । ଅନେକ କ୍ଷେତ୍ରରେ ବୋନସର ପରିମାଣ କିଛି ହଜାର କିମ୍ବା ଲକ୍ଷ ଭିତରେ ସୀମିତ ଥାଏ । କେତେକ କ୍ଷେତ୍ରରେ କମ୍ପାନୀର ପରିଚାଳକ ଘର କିମ୍ବା ଗାଡ଼ି ଆକାରରେ ବୋନସ ଦେଇଥାନ୍ତି । ହେଲେ…

ମହାଙ୍ଗା ପଡ଼ିଲା ଚାବିରେ ଖେଳିବା: ପଶିଗଲା ମୁହଁରେ, ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଗାଡ଼ି ଚାବିରେ ଖେଳି ଖେଳି ଯିବା ଅନେକଙ୍କର ଅଭ୍ୟାସ । ହେଲେ ଏହା ବଦ୍‌ଅଭ୍ୟାସ ଅନେକ ସମୟରେ ପ୍ରମାଣିତ ହୁଏ । ଏମିତି ଏକ ବଦଅଭ୍ୟାସ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନିଜ କାର ଚାବିରେ ଅନ୍ୟମନସ୍କ ଭାବେ ଖେଳି ଖେଳି ଯାଉଥିବା ସମୟରେ ଚାବି ତାଙ୍କ ମୁହଁରେ ପଶିଯିବା ସହ ସେ…