Latest Odisha News

BREAKING NEWS

ମେଡ଼ିସିନ ଷ୍ଟୋର, ଡ଼ିଜିଟାଲ ଏକ୍ସରେ ଚଢାଉ କରି ସିଲ କଲା ପ୍ରଶାସନ

କେନ୍ଦ୍ରାପଡ଼ା: ଗୁରୁବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡ଼ାର ମେଡିକାଲ ରୋଡରେ ଥିବା ବିଭିନ୍ନ ମେଡ଼ିସିନ ଷ୍ଟୋର ଏବଂ ଡିଜିଟାଲ ଏକ୍ସରେ ଦୋକାନ ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ତରଫରୁ ଚଢାଉ କରାଯାଇଛି । ଡ୍ରଗ ଇନିସପେକ୍ଟର, କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ସଦଳବଳେ ମେଡିକାଲ ରୋଡରେ ଥିବା ମହାବୀର…

ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍‌

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ଅନ୍ତର୍ଗତ ଆଳତୁମା ଗାଁ ରାମିଆଳ ବ୍ରିଜ ନିକଟରେ ଫିଲ୍ମ ଷ୍ଟାଇଲରେ ମଦ ମାଫିଆକୁ ଗୋଡ଼ାଇ ଧରିଲା ଅବକାରୀ ଟିମ୍ । ଏଥିସହିତ ତାଙ୍କ ଠାରୁ ୬ଶହ ଲିଟର ଦେଶୀ ମଦ ଏବଂ ଗୋଟିଏ ସ୍କର୍ପିଓ ଗାଡିକୁ ଜବତ କରିଛି ଅବକାରୀ ପୋଲିସ । ଗିରଫ ମଦ…

ପୁରୀ ଛାତ୍ର ଓ ଯୁବ କଂଗ୍ରେସର ବିଶାଳ ରାଲି

ପୁରୀ: ପୁରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିଥିଲା । ଆଇପିଏସ୍ ଦିପ୍ତେଶ୍ ପଟ୍ଟନାୟକଙ୍କ ବିରୋଧରେ ଓ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ସସପେନ୍ସକୁ ନେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି…

ହକ୍ ପାଇଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କୋରାପୁଟ: କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତର ରାଣିଗଡ଼ ଓ ସରଗିପଦର ଗ୍ରାମର ଲୋକେ ନିଜର ହକ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି । ଆଉ ବାହାରେ ବସି ଧାରଣା ଦେଇଛନ୍ତି । ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ…

ଛାଡପତ୍ର ଖୁସିରେ ଧୁମ୍‌ଧାମ୍‌ରେ ଉତ୍ସବ ପାଳିଲେ ମହିଳା

ଲଣ୍ଡନ: ଧୂମ୍‌ଧାମରେ ବିବାହ ଉତ୍ସବ ପାଳିବା ଖୁବ୍ ସାଧାରଣ କଥା । କିନ୍ତୁ ଛାଡ଼ପତ୍ର ଖୁସିରେ ପାର୍ଟି କରିବା ଓ ପୁରା ଜୋସ୍‌ରେ ନାଚଗୀତରେ ମସ୍‌ଗୁଲ ହେବା କଥା ନିହାତି ଅଡ଼ୁଆ ଲାଗୁଥାଇପାରେ । ଏଭଳି ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଲଣ୍ଡନର ଜଣେ ମହିଳା । ଲାସ୍ ଭେଗାସ୍ ସହରରେ ସେ ନିଜର କିଛି…

ଶିକାରୀଙ୍କ ଟାର୍ଗେଟରେ ବାଘ: ପୁଣି ବାଘ ଛାଲ ଜବତ

ମୟୂରଭଞ୍ଜ: ଶିକାରୀଙ୍କ ଟାର୍ଗେଟରେ ବାଘ । ପୁଣି ବାଘ ଛାଲ ଜବତ ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନେ ହେଲେ ଭୋଳାଗଡିଆ ଗ୍ରାମର ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ । ମଙ୍ଗଳବାର ରାତିରେ ଖୁଣ୍ଟା ପୋଲିସ କୌଣସି ସୂତ୍ରରୁ…

ରାମନାଗୁଡ଼ା ପଞ୍ଚାୟତ ଅଧକ୍ଷ୍ୟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ଅଧ୍ୟକ୍ଷଙ୍କ ପତ୍ନୀ ରୀନା ଶବର ସାହାରା ପରିବାର ପରାମର୍ଶ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ତାଙ୍କ ସ୍ୱାମୀ ରବି ଶଙ୍କର ଗମାଙ୍ଗ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ସେ ତାଙ୍କ ପିଲାଙ୍କର କୌଣସି…

ଗଛରେ ଆଲିଶାନ ବଙ୍ଗଳା

ରାଜସ୍ଥାନ : ବାହାରକୁ ଦେଖିଲେ ଗଛ । କିନ୍ତୁ ଭିତରେ ଲୋକଙ୍କ ରହିବା ପାଇଁ ପ୍ରଚୁର ସୁବିଧା ରହିଛି । କଥାଟା ହୁଏତ ଆପଣଙ୍କୁ ଅଡ଼ୁଆ ଲାଗିପାରେ । ଏହା କିନ୍ତୁ ବାସ୍ତବ । ୮୭ ବର୍ଷର ପୁରୁଣା ଆମ୍ବ ଗଛ ଉପରେ ଏମିତି ଏକ ୪ ମହଲା ବିଶିଷ୍ଠ ଆଲିଶାନ ଘର ନିର୍ମାଣ କରିଛନ୍ତି ରାଜସ୍ଥାନର ଜଣେ ସିଭିଲି…

ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର: ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ଅଫ ହାର୍ଟସ୍ ସିଜିନ୍‌-୫ରେ ଓଡ଼ିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର ଏବଂ କନ୍‌ଫିଡେଂଟ କାଟାଗୋରୀରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି । ନୂଆଦିଲ୍ଲୀ କନକପୁରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

କାର ପାର୍କିଂ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ଗଜପତି : ପାରଳାଖେମୁଣ୍ଡି ଗୋଲା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଏସ୍ ଶ୍ରୀନିବାସ ରାଓ । ମଙ୍ଗଳବାର ସନ୍ଧ୍ୟାରେ ଗୋଲାସାହିରେ ଏକ କାର ପାର୍କିଂକୁ ନେଇ ଦୁଇ…