ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ୫ ବର୍ଷ ପରେ ମୁହଁ ଖୋଲିଲେ ବୋନି କପୁର
ମୁମ୍ବାଇ:ବଲିଉଡର ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ କେବଳ ତାଙ୍କ ପରିବାର ନୁହେଁ ସମଗ୍ର ଦେଶକୁ ଚକିତ କରିଦେଇଥିଲା । ତାଙ୍କ ମୃତ୍ୟୁ ପରେ ସ୍ୱାମୀ ବୋନି କପୁର ବହୁତ ଭାଙ୍ଗି ପଡିଥିଲେ । ଏହି ମାମଲାରେ ତାଙ୍କୁ ମଧ୍ୟ ପଚରାଉଚରା…