Latest Odisha News

ପ୍ରଶଂସକଙ୍କ ଅନୁରୋଧ ରକ୍ଷା କଲେ ରଜନୀକାନ୍ତ, ଭେଟିବାକୁ ଗଲେ ବସଷ୍ଟାଣ୍ଡ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ହଇଚଇ ସୃଷ୍ଟି କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ…

ସାଇକେଲ କି କାର ନୁହେଁ, ଘୋଡ଼ା ଚଢି ସ୍କୁଲ ଆସନ୍ତି ଛାତ୍ର

ଗୁଜୁରାଟ: ଛାତ୍ରମାନେ ସାଧାରଣତଃ ସାଇକେଲ, ରିକ୍ସା, ଭ୍ୟାନ୍ କିମ୍ବା କାରରେ ବିଦ୍ୟାଳୟକୁ ଯାଇଥାନ୍ତି । ହେଲେ ସୁରଟ ଜିଲ୍ଲାର ବାର୍ଡୋଲି ତାଲୁକାସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ର ପ୍ରତିଦିନ ଘୋଡା ଚଢି ସ୍କୁଲ ଆସିଥାନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ହେଲାଣି ସେ ଦୈନିକ…

ରିଲିଜ୍ ହେଲା ଯବାନର ନୂଆ ଗୀତ ,ଦମଦାର ନୃତ୍ୟରେ ନଜର ଆସିଲେ ଶାହାରୁଖ-ନୟନତାରା

ମୁମ୍ବାଇ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଯବାନର କ୍ରେଜ ଦର୍ଶକଙ୍କୁ ଆକର୍ଷିତ କରିଛି । ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି । ମଙ୍ଗଳବାର ଏହି ଫିଲ୍ମର ନୂଆ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତରେ ଶାହାରୁଖ…

ଏମିତି ମନ୍ଦିର, ଯେଉଁଠିି ଭଗବାନଙ୍କୁ ଦର୍ଶନ କଲେ ମହିଳା ହୁଅନ୍ତି ବିଧବା

ହରିୟାଣା: ମହାଭାରତର ଯୁଦ୍ଧ ହେଉ କିମ୍ବା ଭଗବାନ କୃଷ୍ଣଙ୍କ ଦ୍ୱାରା ଅର୍ଜୁନଙ୍କୁ ଦିଆଯାଇଥିବା ଗୀତା ଜ୍ଞାନ ହେଉ । କୁରୁକ୍ଷେତ୍ରରେ ନିଜସ୍ୱ ଧାର୍ମିକ ଏବଂ ଏ୍ୟୌତିହାସିକ ଗୁରୁତ୍ୱ ରହିଛି । ଏହି ପବିତ୍ର ଭୂମିରେ ଅନେକ ଧାର୍ମିକ ସ୍ଥାନ ଅଛି, ଯେଉଁଥିରେ ଭକ୍ତମାନଙ୍କର ବିଶ୍ୱାସ ଯୋଡ଼ି ହୋଇଛି ।…

ସେପ୍ଟେମ୍ବର ୨୮ରେ ରିଲିଜ୍ ହେବ ପ୍ରଭାସଙ୍କ ‘ସାଲାର’ , ଆମେରିକାରେ ପ୍ରି ବୁକିଂରେ କଲା ରେକର୍ଡ଼

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ସାଲାର’ ସେପ୍ଟେ୍ଟମ୍ବର ୨୮ ତାରିଖରେ ରିଲିଜ୍ ହେବ । ରିଲିଜ୍ ପୂର୍ବରୁ ଆମେରିକାରେ ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହା ବକ୍ସ ଅଫିସରେ ୪୦୦ ହଜାର ଡଲାର ରୋଜଗାର କରିଛି । କୁହାଯାଉଛି ଯେ ଫିଲ୍ମର…

କନିଆ ବଜାର: ଯେଉଁଠି ବିକ୍ରି ହୁଅନ୍ତି କନିଆ, ଟଙ୍କା ଦେଇ କିଣନ୍ତି ଲୋକେ

ବୁଲଗେରିଆ: ଆପଣ ଅନେକ ପ୍ରକାରର ବଜାର ଦେଖିଥିବେ ନିଶ୍ଚୟ । ପନିପରିବା, ଫଳମୂଳ ହେଉ ବା ପୋଷାକ ସବୁ ବଜାର ଅଲଗା ଅଲଗା ହୋଇଥାଏ । କିନ୍ତୁ ଆପଣ କେବେ କନିଆ ବଜାର ଦେଖିଛନ୍ତି କି? ଆପଣ ଏବେ ଭାବୁଥିବେ ଯେ, ଏ ସମୟରେ ମହିଳାମାନଙ୍କୁ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି କି? କିନ୍ତୁ…

ନିଜର ପାରିଶ୍ରମିକ ବଢ଼େଇବା ନେଇ ଏମିତି ପ୍ରତିକ୍ରିୟା ରଖିଲେ ସନ୍ନି ଦେଓଲ

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ…

ଓମଲେଟ୍ ଫେଷ୍ଟିଭାଲ: ଏଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ ବିରାଟକାୟ ଓମଲେଟ୍‌

ଫ୍ରାନ୍ସ: ଛୋଟ ହୁଅନ୍ତୁ ବା ବଡ଼ ସମସ୍ତେ ଅଣ୍ଡା ଓମଲେଟ୍ ଖାଇବାକୁ ଭଲ ପାଇ ଥାଆନ୍ତି । ଗୋଟେ କି ଦୁଇଟି ଅଣ୍ଡାରେ ପ୍ରସ୍ତୁତ ଓମଲେଟକୁ ସମସ୍ତେ ଖାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ଏମିତି ଏକ ଓମଲେଟ୍ ଫେଷ୍ଟିଭାଲ ଅଛି, ଯେଉଁଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ…

ଲାଇଭ ଟେଲିକାଷ୍ଟରେ ଆଙ୍କରଙ୍କୁ ପ୍ରପୋଜ କଲେ ରିପୋର୍ଟର

ୱାଶିଂଟନ: ପ୍ରେମର କିଛି ସୀମା, ସରହଦ ନାହିଁ । କେଉଁଠି ,କେତେବେଳେ ଓ କେଉଁଭଳି ପରିସ୍ଥିତିରେ ପ୍ରେମ ହୋଇଯାଏ, ତାହା ସମସ୍ତଙ୍କୁ ଅଜଣା । ଆଧୁନିକ ସମାଜରେ ପ୍ରେମମାନିଆ ଏବେ ଖୁବ୍ ଚର୍ଚ୍ଚାରେ । ଅର୍ଥାତ୍ ଏବର ଯୁବପିଢି ନିଜର ପ୍ରେମ ଜାହିର ପାଇଁ କିଛି ବି କରିପାରନ୍ତି । ଏମିତି ଏକ ଘଟଣା…

ପ୍ରଥମ ଟିକା ସୃଷ୍ଟିକର୍ତ୍ତାଙ୍କ ଅବଦାନକୁ ନେଇ ଆଗକୁ ଆସୁଛି ଫିଲ୍ମ ‘ ଦ ଭ୍ୟାକ୍ସିନ ୱାର’

ମୁମ୍ବାଇ: କରୋନା ମହାମାରୀ ସମୟରେ ଭାରତର ପ୍ରଥମ ଟିକା ସୃଷ୍ଟି କରିଥିବା ଭାରତୀୟ ବୈଜ୍ଞାନିକଙ୍କ ବଳିଦାନ ଏବଂ ସଫଳତାକୁ ନିର୍ମିତ ହୋଇଛି ଫିଲ୍ମ ‘ଦ ଭ୍ୟାକ୍ସିନ ୱାର’ । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମର ପ୍ରିମିୟର ଶୋ ନିକଟରେ ନ୍ୟୁୟର୍କରେ ଆୟୋଜିତ ହୋଇଯାଇଛି । ଏବେ…