Latest Odisha News

BREAKING NEWS

ଓଟିଟିରେ ଡେବ୍ୟୁ କରିବେ କରିନା, ନିଜ ଜନ୍ମଦିନରେ ହେବ ରିଲିଜ୍‌

ମୁମ୍ବାଇ: ଓଟିଟିରେ ଡେବ୍ୟୁ କରିବେ ବଲିଉଡ ନାୟିକା କରିନା କପୁର । ସେ ବଡ ପରଦାରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଛନ୍ତି । ଖୁବଶୀଘ୍ର ସେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ମୁଭିଟି ନେଟଫ୍ଲିକ୍ସରେ ରିଲିଜ ହେବ । କ୍ରାଇମ ଥ୍ରୀଲରରେ କରୀନାଙ୍କୁ…

ବାଂଲାଦେଶରେ ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ବାଂଲାଦେଶରେ ରିଲିଜ୍ ହେଲା ବଲିଉଡର଼ ଭାଇଜାନ୍ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ । ଶୁକ୍ରବାର ଏଠାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ହେଉଛି ଜି ଷ୍ଟୁଡିଓର ପ୍ରଥମ ଫିଲ୍ମ । ୧୯୭୧ ମସିହା ପରେ ନିକଟରେ ପ୍ରଥମେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’…

୨ ବର୍ଷ ହେଲାଣି ଦୁନିଆ ଭ୍ରମଣ କରୁଛନ୍ତିି ଯୁବତୀ , ତାହା ପୁଣି ବିନା ଟିକେଟ୍‌ରେ

ଲଣ୍ଡନ: ସାଧାରଣତଃ ଅଧିକାଂଶ ଲୋକ ଭିନ୍ନ ଭିନ୍ନ ସ୍ଥାନ ବୁଲିବା ଓ ସେଠାକାର ପରମ୍ପରା, ସଂସ୍କୃତି, ଚାଲିଚଳନ ଜାଣିବାରେ ଆଗ୍ରହ ର୍‌ଖିଥାନ୍ତି । କିନ୍ତୁ ଆଉ କିଛି ଲୋକ ଆର୍ଥିକ ଅବସ୍ଥା ଯୋଗୁ ନିଜ ଇଛାକୁ ମନ ଭିତରେ ମାରିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ଆଉ କିଛି ଲୋକ ଅଛନ୍ତି,…

ଏମିତି କୁକୁର, ଯିଏ ମାଲିକଙ୍କୁ ଦିଏ ଅର୍ଡ଼ର

କାଲିଫର୍ନିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ପରିବାର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ତାଙ୍କ ପ୍ରିୟ କୁକୁରକୁ ସାଥୀରେ ମଧ୍ୟ ନେଇ ଯାଇଥାନ୍ତି । ଆଉ କିଛି ଲୋକ ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ କୌଶଳ…

ପୁଅର ଝଲକ ଦେଖାଇଲେ ଅଭିନେତ୍ରୀ ଇଲିଆନା

ମୁମ୍ବାଇ: ପୁଅର ଝଲକ ଦେଖାଇଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ସେ ତାଙ୍କ ପୁଅର ପାଦର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି । ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ଖୁସି ହେବା ସହ ତାଙ୍କ କୁନି ପୁଅର ଶୁଭ…

ଏମିତି ଗାଈ, ଯିଏ ଥରକେ ଦେଇଥାଏ ୮୦୦ରୁ ଅଧିକ ଲିଟର କ୍ଷୀର

ଗୁଜୁରାଟ: ଭାରତରେ ଗାଈକୁ ମା’ର ମାନ୍ୟତା ଦିଆଯାଏ । ଏହାକୁ ପୂଜା କରାଯାଏ । ଏହି କାରଣରୁ ମା’ର କ୍ଷୀର ପାଇପାରୁ ନ ଥିବା ପିଲାକୁ ଗାଈ କ୍ଷୀର ଦିଆଯାଏ । ଦୁଗ୍ଧ ବ୍ୟବସାୟୀମାନେ ଦୀର୍ଘ ଦିନ ଧରି ଭାରତରେ ବ୍ୟବସାୟ କରୁଛନ୍ତି । କିନ୍ତୁ ସମୟ ସହିତ, ଅଧିକ ଲାଭ ପାଇଁ ଏହି ବ୍ୟବସାୟରେ ଅନେକ…

ନିଜ ମାଆଙ୍କ ଦ୍ୱିତୀୟ ବିବାହ କରାଇଲେ ଅଭିନେତା ସିଦ୍ଧାର୍ଥ, ସେୟାର କଲେ ଫଟୋ

ମୁମ୍ବାଇ: ନିକଟରେ ‘ଇମ୍‌ଲି’ ଫେମ୍ ସୁମ୍ବୁଲ ତାଙ୍କ ପିତାଙ୍କୁ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଉ ଜଣେ ଅଭିନେତା ତାଙ୍କ ନିଜ ମାଆଙ୍କ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମରାଠୀ ଅଭିନେତା ସିଦ୍ଧାର୍ଥ ଚାନ୍ଦକର ତାଙ୍କ ମାଆଙ୍କର ଦ୍ୱିତୀୟ ବିବାହ କରାଇ ଦୁନିଆ…

ଗଦର-୨ର ସଫଳତାକୁ ନେଇ ଖୁସିରେ କାନ୍ଦି ପକାଇଲେ ସନ୍ନି ଦେଓଲ

ମୁମ୍ବାଇ : ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର-୨’ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛି । କେବଳ ସେତିକି ନୁହେଁ, ବକ୍ସ ଅଫିସରେ ବି ଏହି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ…

ଚନ୍ଦ୍ରଯାନ-୩ର ସଫଳ ଅବତରଣ: କିଟ୍ ଓ କିସ୍ ଛାତ୍ରଛାତ୍ରୀ ଶୁଭ ମନାସି କରିଥିଲେ ପୂଜାର୍ଚ୍ଚନା

ଭୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିବା ପାଇଁ କିଟ୍ ଓ କିସ୍‌ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧା…

ଚନ୍ଦ୍ରଯାନ-୩ର ସଫଳତା: ବଲିଉଡ଼ରେ ରହିଛି ଚାନ୍ଦକୁ ନେଇ ଅନେକ ଲୋକପ୍ରିୟ ଗୀତ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ ଆଜି ସଫଳତାର ସହ ସପ୍ଟ ଲ୍ୟାଣ୍ଡିଂ କରିଛି । ଏହି ଦିନ ବିଶ୍ୱ ମହାକାଶ ଗବେଷଣା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି ଭାରତ । ପୂର୍ବର ଦୁଇଟି ଅଭିଯାନର ତ୍ରୁଟିକୁ ସଂଶୋଧନ କରି ଏଥର ଶହେରୁ ଶହେ ଭାରତ ମାଜି ମାରିଛି । ଚାନ୍ଦକୁ ନେଇ ଆମ…