ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍, ଡାକ୍ତରଖାନାରେ ଭର୍ତ୍ତି
ମୁମ୍ବାଇ: ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ଼ ଅଭିନେତ୍ରୀ ଜରିନ୍ ଖାନ୍ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଜ୍ୱର ରହିଥିବା ବେଳେ ଯନ୍ତ୍ରଣା ଅଧିକ ହେଉଥିବା ନେଇ ଜରିନ୍ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଜରିନ୍ ଏହି ସୂଚନା…