Latest Odisha News

BREAKING NEWS

କଞ୍ଚା ଲଙ୍କା ସିନେମା ହଲ୍ : ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ, ରିଲିଜ ହେଲା ‘ଟି’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ । ଶୁଭାରମ୍ଭ ହେଲା କଞ୍ଚାଲଙ୍କା ସିନେମା ହଲ । ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍‌ରୁ ଆଉ ପାଦେ ଆଗେଇ ନିଜର ନୂଆ ଟିଭିଓଡି ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍‌’ ଶୁଭାରମ୍ଭ କରିଛି । ପ୍ରଥମ…

ବାସ୍କେଟ ଘର: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ନ୍ୟୁୟର୍କ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ସେହିପରି ବିଶ୍ୱରେ ଏମିତି କିଛି ସୁଦୃଶ୍ୟ ଅଟ୍ଟାଳିକା ମଧ୍ୟ…

ସ୍ୱାମୀଙ୍କୁ ଡନ୍ ଭୂମିକାରେ ଦେଖି ଖୁସିବ୍ୟକ୍ତ କରିଛନ୍ତି ଦୀପିକା

ମୁମ୍ବାଇ: ଫିଲ୍ମ ‘ଡନ୍‌-୩’କୁ ନେଇ ଅଭିନେତା ରଣବୀର ସିଂ ଖୁବ୍ ଚର୍ଚ୍ଚାରେ ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି । ଏଥିରେ ରଣବୀର ଡନ୍‌? ଭୂମିକାରେ ନଜର ଆସିଛନ୍ତି । ‘ଡନ୍‌-୩’ରେ ରଣବୀରଙ୍କୁ ଦେଖି ଦୀପିକା ପାଦୁକୋନ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା…

୧୪ରୁ ଆରମ୍ଭ ହେବ କେବିସି ସିଜିନ୍ ୧୫: ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ସବୁଠୁ ଅଧିକ ଲୋକପ୍ରିୟ କୁଇଜ୍ ଶୋ କୌନ ବନେଗା କରୋଡପତି ସିଜିନ୍ ୧୫ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ । ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି । ସେଟ୍ ଡିଜାଇନଠାରୁ ଆରମ୍ଭ କରି ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଲୁକ ପର୍ଯ୍ୟନ୍ତ…

ବିବାହ ସମୟରେ ସାଜନ୍ତି କନ୍ୟାର ବନ୍ଧୁ, ନିଅନ୍ତି ମୋଟା ଅଙ୍କର ପାରିଶ୍ରମିକ

ନ୍ୟୁୟର୍କ: ବିବାହ ସମୟରେ ବ୍ୟାଣ୍ଡ୍‌-ବାଜା, ମଣ୍ଡପ, ଗାଡ଼ି ବୁକିଂ କରାଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ହେଲେ କନ୍ୟା ପାଇଁ ବନ୍ଧୁ ବୁକିଂ କରିବା ଦେଖିଛନ୍ତି ? ଆମେରିକାରେ ରହୁଥିବା ଜଣେ ମହିଳା ବୃତ୍ତିଗତ କନ୍ୟାବନ୍ଧୁ ସାଜନ୍ତି । ମହିଳା ଜଣକ ବିବାହ ସମୟରେ ସବୁବେଳେ କନ୍ୟା ସହିତ…

ପୁଣି ଚର୍ଚ୍ଚାରେ ଶାବାନା ଆଜ୍‌ମୀ: ଧର୍ମେନ୍ଦ୍ରଙ୍କ ସହ ପୁରୁଣା ଫଟୋ କଲେ ସେୟାର

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶାବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ…

ମହିଳାଙ୍କ ଦାନ୍ତରେ ହେଉଥିଲା ଯନ୍ତ୍ରଣା : ଭାକ୍ୟୁମ୍ କ୍ଲିନର୍ ସାହାଯ୍ୟରେ ଉପାଡି ଦେଲେ ସ୍ୱାମୀ

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଶରୀରରେ ଥିବା ରୋଗକୁ ଅଣଦେଖା କରନ୍ତି । ଡାକ୍ତରଙ୍କ ପାଖକୁ ଠିକ୍ ସମୟରେ ଯାଇ ନ ଥିବାରୁ ରୋଗ ଧୀରେ ଧୀରେ ମାରାତ୍ମକ ହୋଇଥାଏ । ବଜେଟରୁ ମଧ୍ୟ ଦୂରେଇ ରହିବାକୁ ଚାହାଁନ୍ତି । ବିଶେଷକରି ଯଦି କାହାର ଦାନ୍ତର ସମସ୍ୟା ହୋଇଥାଏ, ତେବେ ବର୍ଷ ବର୍ଷ ଧରି ଘରୋଇ…

ଶିବବେଶରେ ଦୋକାନୀଙ୍କୁ କଚୋଡ଼ି ମାଗିବା ପଡ଼ିଲା ମହଙ୍ଗା: ପ୍ରଯୋଜକ,ଅଭିନେତାଙ୍କୁ ନୋଟିସ୍‌

ମୁମ୍ବାଇ: ଆସନ୍ତା ୧୧ ତାରିଖରେ ରିଲିଜ୍ ହେବ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ‘ଓଏମଜି ଟୁ’ । ଏହାର ଟ୍ରେଲର ରିଲିଜ୍ ହେବା ପରେ ବିବାଦ ଦେଖାଦେଇଛି । ଏହି ଫିଲ୍ମର କିଛି ଦୃଶ୍ୟକୁ ନେଇ ଉଜ୍ଜେନ ମହାକାଳ ମନ୍ଦିରର ପୂଜାରୀମାନେ ଆପତ୍ତି ଉଠାଇଛନ୍ତି । ମହାକାଳ ମନ୍ଦିରର ପୂଜାରୀମାନେ…

ଏମିତି ଛତୁ, ଯାହା ବର୍ଷକରେ ମାତ୍ର ୮ ଦିନ ମିଳିଥାଏ, ତାହା ଚଢା ଦରରେ

ଝାରଖଣ୍ଡ: ବିଭିନ୍ନ ସ୍ଥାନରେ ବହୁ ପ୍ରକାରର ଛତୁ ମିଳିଥାଏ । କିନ୍ତୁ ଝାରଖଣ୍ଡରେ ଏମିତି ଏକ ଛତୁ ଅଛି, ଯାହା ବର୍ଷକୁ ମାତ୍ର ୮ ଦିନ ମିଳିଥାଏ । ତାହା ପୁଣି ଚଢା ଦରରେ । ଏଠାକାର ଲୋକ ଏହାକୁ ଖାଇବା ପାଇଁ ବର୍ଷସାରା ଅପେକ୍ଷା କରି ରହିଥାନ୍ତି । ଏହି ଛତୁର ନାମ ହେଉଛି ଟେକ୍ନସ । ଏହା…

ଟାଇଗରଙ୍କଠାରୁ ଅଲଗା ହେବା ପରେ ଦିଶାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଲାଇଫକୁୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ଉଭୟଙ୍କୁ ଅନେକ ଇଭେଣ୍ଟ ଓ ହୋଟେଲରେ ଏକାଠି ଦେଖିବାକୁ…