ରାସ୍ତା କଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ
ମୁମ୍ବାଇ: ରାସ୍ତାକଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ । ତାମିଲନାଡୁର ମଦୁରେର ତିରୁପରଂଗୁଂନ୍ଦ୍ରମ ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକଦିନ ଭୋକ ଉପବାସରେ ରହିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ହାସ୍ୟାଭିନେତା ଜଣକ ହେଲେ ମୋହନ ।
ଅଭିନେତା…