Latest Odisha News

BREAKING NEWS

ରାଜ୍ୟବ୍ୟାପୀ‘ଲକଡାଉନ୍‌’

ଆରମ୍ଭ ହୋଇଛି  ‘ଲକଡାଉନ୍‌’ । କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟବ୍ୟାପୀ ଲାଗୁ ହେଇଛି ‘ଲକଡାଉନ୍‌’ ଫଣ୍ଡା। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବ ଏହି କଟକଣା। ସକାଳୁ ସକାଳୁ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ପ୍ରମୁଖ ରାସ୍ତା ବାରିକେଡ ସାଙ୍ଗକୁ ବାଉଁଶ ବାଡ଼ କରା ଯାଇଛି।…

ପ୍ରଦୂଷିତ ହ୍ରଦରେ ମାଛ ମଡ଼କ

ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବାରେ ଲାଗିଛି । କରୋନା ଯୋଗୁ ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ବେଶ୍ ପ୍ରଭାବିତ ହେଉଛି ମଣିଷ । କେବଳ ମଣିଷ ନୁହେଁ ବହୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି । ଯାହା ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ପରିବଶେ ପ୍ରଦୂଷଣ…

ନୀଳ ଆକାଶରେ ସିଗଲଙ୍କ ଉଡାଣ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଦୁଇଟି ପକ୍ଷୀଙ୍କର ଭିଡିଓ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ନୀଳ ଆକାଶରେ ମୁକ୍ତ ବିହଙ୍ଗ ଦୁଇଟିର ଉଡୁଥିବାର ବେଶ୍ ମଜାଦାର ଭିଡିଓ । ଦୁଇଟି ସିଗଲ ଅବାଧରେ ଉଡି ବୁଲୁଛନ୍ତି । ସବୁଠୁ ମଜା କଥା ହେଲା ଗୋଟିଏ ପକ୍ଷୀ ଅନ୍ୟ ପକ୍ଷୀଟିକୁ ପିଠିରେ ବସାଇ…

ଦିଦିଙ୍କ ଦବଦବା

ପଶ୍ଚିମବଙ୍ଗରେ ବାଜିମାତ୍ କରିଛି ଟିଏମସି । ଫେଲ୍ ମାରିଛି ବିରୋଧୀ ଦଳର ସବୁ ଅଙ୍କ । ଚଳିତ ବର୍ଷ ତୃତୀୟ ଥର ପାଇଁ ସରକାର ଗଢିବ ଟିଏମସି । ରାଜନୈତିକ ଗୋଟି ଚାଳନାରେ ପୁଣି ଶାସନ କ୍ଷମତା ଅକ୍ତିଆର କରିଛନ୍ତି ମମତା ବାନାର୍ଜୀ । ଆଉ ଏବେ ଅନେକ ରଥି ମହାରଥୀଙ୍କୁ ପଛରେ ପକାଇ ସରକାର ଗଢିବେ ମମତା…

ପାଣି ଛୁଇଁଲେ ପଥର!

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ଚର୍ଚ୍ଚାରେ ଆଦର ପୁନାୱାଲା

ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା । କିଛି ଦିନ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କୁ ‘ୱାଇ’କାଟାଗୋରୀ ସୁରକ୍ଷା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୁରକ୍ଷା ସହ ପୁନାୱାଲାଙ୍କ ପ୍ରତି ବିପଦ ଅଛି କି ନାହିଁ ତାହା ଜଣାପଡିବ । ଭ୍ୟାକସିନ୍ କୋଭିସିଲ୍ଡ ମୂଲ୍ୟକୁ ନେଇ…

ପୂଜାରେ କଟକଣା

ଢେଙ୍କାନାଳ:ସରାଙ୍ଗରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭଗବାନ ବିଷ୍ଣୁଙ୍କର ଶୟନ ମୂର୍ତ୍ତି । ନିକଟରେ ବିଷ୍ଣଙ୍କର ଏକ ମନ୍ଦିର ରହିଥିବା ବେଳେ ନଦୀ କୂଳରେ ବିରାଜମାନ ଶୟନ ମୂର୍ତ୍ତି । ତେବେ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା । ପ୍ରତିଦିନ ଦୂରଦୂରାନ୍ତରୁ ଲୋକେ ଏହି ସ୍ଥାନକୁ…

ଜନ ଶୂନ୍ୟ ମଠ ମନ୍ଦିର …

ଢେଙ୍କାନାଳ: ଭୟଙ୍କର ରୂପ ନେଉଛି କରୋନା । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ଲୋକଙ୍କୁ ବିଭିନ୍ନ ସମୟରେ ସତର୍କ କରାଯାଉଛି । ଲକ୍ ଡାଉନ୍ ଓ ସଟଡାଉନ୍ ଯୋଗୁ ଜନଜୀବନ ବେଶ୍ ପ୍ରଭାବିତ ହୋଇପଡିଛି । ବିଭିନ୍ନ ମଠ ମନ୍ଦିର ଉପରେ କଟକଣା କରାଯାଇଥିବା ବେଳେ କିଛି ସ୍ଥାନରେ ସକାଳ ଧୂପ…

ପରିବା ମାର୍କେଟ ଖାଁ ଖାଁ . . .

ଢେଙ୍କାନାଳ:କରୋନା କଟକଟକଣା ବଢିଚାଲିଛି । ତା ଭିତରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ଖାସ୍ କରି ଦୈନଦିନ ଚଳଣୀ ମଧ୍ୟ ପ୍ରଭାବିତ ହୋଇଛି । କରୋନା ଯୋଗୁ ଲୋକଙ୍କୁ ବିଭିନ୍ନ ଭାବରେ ସଚେତନତ କରାଯାଉଛି, ଘରୁ ବାହାରକୁ ନ ବାହାରିବାକୁ ଦିଆଯାଉଛି ପରାମର୍ଶ । ଆଉ ତାରି ଭିତରେ ବେଶୀ…

ଚିତ୍ରକୋଣ୍ଡାର ବାସ୍ତବ ଚିତ୍ର …

ମାଲକାନଗିରି:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ । ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ରାଜ୍ୟ ସରକାର । ହେଲେ ସେତୁ ଉଦଘାଟନର ଦୁଇ ବର୍ଷ ପରେ ଶାସକଙ୍କଠୁ ପ୍ରଶାସକ ସମସ୍ତେ ବିକାଶର ବଡ ବଡ କଥା…