Latest Odisha News

ଅପହଞ୍ଚ ଇଲାକାରେ ବିକାଶ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶକୁ ନେଇ କେତେ କଣ୍ ଯୋଜନା । ରାଜ୍ୟ ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ଆମେ ଏହାର ବାସ୍ତବ ଚିତ୍ର ଆପଣଙ୍କୁ ଦେଖାଇବାକୁ । ରାଲେଗାଡା ପଞ୍ଚାୟତରେ ଏମିତି ଅନେକ ଗାଁ ରହିଛି ଯେଉଠି ଆଜି ପର୍ଯ୍ୟନ୍ତ କୌଣସି ସରକାରି…

ସାତ ରଙ୍ଗର ‘ରେନ୍ ବୋ’ ନଦୀ

ନାଲି, ଧଳା, ଗୋଲାପୀ ଆଉ ନାରଙ୍ଗୀ ଏମିତି ବହୁତ ରଙ୍ଗର ହୋଇଛି ସମ୍ମିଶ୍ରଣ । ଏହା ରଙ୍ଗ ନୁହେଁ ଏ ହେଉଛି ଇନ୍ଦ୍ରଧନୁର ସାତ ରଙ୍ଗ ନେଇ ନଦୀର ଜଳ । ଆଖିକୁ ବିଶ୍ୱାସ ନହେଲେ ବି ସତ । ଏହି ନଦୀର ଜଳ ଇନ୍ଦ୍ର ଧନୁର ସାତ ରଙ୍ଗର ସମ୍ମିଶ୍ରଣ । ପ୍ରାକୃତିକ ମନୋରମ ପରିବେଶ ଭିତରେ ସାତ ରଙ୍ଗରେ…

ମରିଯାଇଛି କି ମଣିଷ ପଣିଆ??

କାମାକ୍ଷାନଗର: ରୋଗ କ’ଣ ମାନବିକତାକୁ ବି ମାରିଦିଏ ??ମଷିଣ ପଣିଆ ବି ହଜିଯାଏ?? କରୋନା ତ ଯାହା କଲା । ହେଲେ ପ୍ରଶାସନ କଣ ଠିକ୍ କରିଲା । କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣେ ଶିକ୍ଷକଙ୍କ ମୃତ ଦେହକୁ ଜଙ୍ଗଲରେ ଫିଙ୍ଗି ଦେବା କେତେ ଦୂର ଠିକ୍‌? ମୃତ ଦେହକୁ ଦାହ ନକରି କୁକର ବିଲୁଆଙ୍କ ପାଖରେ…

ବୋରିସ୍ ଜନସନ୍‌ଙ୍କ ବଦାନ୍ୟତା

ବ୍ରିଟେନ୍: ବ୍ରିଟେନ୍ ର ଜଣେ ରାଇଟର ଆଉ ଜଣେ ଦକ୍ଷ ପଲିଟିସିଆନ୍ ହେଉଛନ୍ତି ଆଲେ୍‌ଜାଣ୍ଡର ବୋରିସ୍ ଜନସନ୍ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ଭାରତ ପ୍ରତି ବଢାଇଛନ୍ତି ସହଯୋଗର ହାତ । ଦେଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ତଥା ଚିକିତ୍ସା ଉପକରଣ ଯୋଗାଇବାରେ ସେ ଆଗରେ । ନ୍ୟୁୟର୍କ…

ପାରାଦ୍ଵୀପରେ ଆମ୍ବୁଲାନ୍ସ ସେବା

ପାରାଦ୍ଵୀପ:ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍କଟ ଜଣକ ରହିଛି । ଦିନକୁ ଦିନ ସ୍ଥିତି ବିଗିଦିବାରେ ଲାଗିଛି । ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସ…

ସ୍ଥପତି ରଘୁନାଥଙ୍କ ନିଆରା ସଉକ…

ଭୁବନେଶ୍ୱର:ନିରବୀ ଯାଇଛି ନିହଣ ସ୍ୱର । ନିରବୀ ଯାଇଛି ସେଇ ନିହଣ ଧରି ଜୀବନ୍ତ କରି ଗଢି ତୋଳୁଥିବା ସ୍ଥପତିର କାରିଗର । ଆଉ ଶୁଭିବ ନାହିଁ ନିହଣ ଶଦ୍ଦ । ଜୀବନ ଯୁଦ୍ଧରେ ହାରିଯାଇଛି ଲଢୁଆ ଶିଳ୍ପୀ । କରୋନା ଲଢେଇରେ ହାର୍ ମାନି ଯାଇଛନ୍ତି ଦ୍ୱିତୀୟ କୋଣାର୍କର ସ୍ୱପ୍ନ ଦେଖିଥିବା ସେହି ଶିଳ୍ପୀ…

କରୋନା କାଳରେ ଫ୍ଲେମିଙ୍ଗୋ

ଭୁବନେଶ୍ୱର:କରୋନା କାଳରେ ଲକ୍ ଡାଉନ୍ ସଟଡାଉନ୍ । ଆଉ ସେହି ନୀରବ ପରିବେଶ ଭିତରେ ଆଡା ଜମାଇଛନ୍ତି ଫ୍ଲେମିଙ୍ଗୋ ପକ୍ଷୀ । ହଜାର ହଜାର ସଂଖ୍ୟାରେ ପକ୍ଷୀ ଉଡିଆସିଛନ୍ତି । ପରିବେଶ ଟିକେ ଉଷ୍ମ ହୋଇଗଲେ ଏମାନଙ୍କର ଆଗମନ ହୋଇଥାଏ । ଚଳିତଥର ଚିଲିକାରେ ମଧ୍ୟ ଏହି ପକ୍ଷୀ ମାନଙ୍କର ବେଶ୍ ଗହଳି…

ଗରମରୁ ତ୍ରାହି

ଭୁବନେଶ୍ୱର: ବଢୁଛି ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ । କିଭଳି ଥଣ୍ଡା ଟିକେ ପାଇବେ ଲୋକେ ବିଭିନ୍ନ ଉପାୟ କରୁଛନ୍ତି । ହେଲେ ଏଥିରୁ କିନ୍ତୁ ବାଦ୍ ପଡିନାହାନ୍ତି ଜୀବଜନ୍ତୁ । ଏହିଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ବର୍ଷା ପାଇଁ ଅନ୍ଧ ବିଶ୍ୱାସ… .

ଭୁବନେଶ୍ୱର: କରୋନା କାଳରେ ଦେଶରେ ସଙ୍କଟ ଜନକ ସ୍ଥିତିରେ ଲୋକେ । ଆଉ ତା ଭିତରେ ଏକ ବିଚିତ୍ର ଦୃଶ୍ୟ ସାମନାକୁ ଆସିଛି । କରୋନା ଆଉ ଗ୍ରୀଷ୍ମପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଉ ତା ଭିତରେ ବର୍ଷା ମୁନ୍ଦାଏ ପାଇଁ କିଛି ଲୋକ ଅନ୍ଧିବଶ୍ୱାସର ବଶବର୍ତ୍ତୀ ହୋଇ ଏମିତି କିଛି କାଣ୍ଡ…

ଗାଁରେ ସାପକୁ ସୁରକ୍ଷା..

ଖୋର୍ଦ୍ଧା: ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ଅଜଗର ସାପ। କିନ୍ତୁ ଲୋକମାନେ ଏହି ଅଜଗର ସାପକୁ ନମାରି ବର୍ତ୍ତମାନ ସୁରକ୍ଷା ଦେଇଛନ୍ତି। ସେଥିରେ ଚନ୍ଦକା ବନ ଵିଭାଗ ମଧ୍ୟ ସହାୟତା କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା…